Browsing Category

News

ଓଡ଼ିଶାରେ ୨୮୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ ପଏଂଟ ସହିତ ମହିଳାଙ୍କୁ ସଶକ୍ତ କରୁଛି ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ

ଭୁବନେଶ୍ୱର : ଓଡ଼ିଶାର ମହିଳାମାନେ ବର୍ତମାନ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ସହିତ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ଲାଭ ଉଠାଇପାରିବେ । ବଂଚିତ ଏବଂ ଅଣବ୍ୟାଙ୍କିଂ ଅଂଚଳଗୁଡ଼ିକରେ ୧୦,୧୫୮ ପଏଂଟ ସମେତ ଓଡ଼ିଶାରେ ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ୍‌ର ୨୮,୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ ପଏଂଟ ରହିଛି ।…

ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୪ ରାଜ୍ୟର ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୭ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରାଜ୍ୟର ସର୍ବବୃହତ୍ ମେଂଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏଆଇସି-ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି…

ଫୋନପେର ଶେୟାର.ମାର୍କେଟ ପକ୍ଷରୁ ‘ଶୀଟ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର : ଫୋନପେର ଏକ ପ୍ରଡକ୍ଟ ସେୟାର.ମାର୍କେଟ ପକ୍ଷରୁ ଶୀଟ୍ସର ଶୁଭାରମ୍ଭ କରାଯାଇଛି । ଡିସକାଉଂଟ ବ୍ରୋକିଂ ଲ୍ୟାଣ୍ଡସ୍କେପରେ ଏହି ଶିଳ୍ପ-ପ୍ରଥମ ଫିଚର ବଜାର ଅଂଶଗ୍ରହଣକାରୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ବାଣିଜ୍ୟ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ ହୋଇଛି । ୱେବ…

ରୟାଲ ଏନ୍‌ଫିଲ୍ଡ ଗୋଆନ୍ କ୍ଲାସିକ ୩୫୦ର ଶୁଭାରମ୍ଭ

ଭୁବନେଶ୍ୱର : ମିଡ୍‌-ସାଇଜ ମୋଟରସାଇକେଲ ସେଗ୍‌ମେଂଟ (୨୫୦-୭୫୦ସିସି) କ୍ଷେତ୍ରରେ ଗ୍ଲୋବାଲ ଲିଡର ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଗୋଆନ କ୍ଲାସିକ ୩୫୦ର ଶୁଭାରମ୍ଭ କରାଯାଇଛି, ଯାହାକି ୭୦ ଓ ୮୦ ଦଶକର ଆଇକୋନିକ ଗୋଆନ ମୋଟୋ-କଲ୍‌ଚରରୁ ପ୍ରେରଣା ହାସଲ କରିଛି । ଗୋଆନ କ୍ଲାସିକରେ ଲୋକପ୍ରିୟ ୩୪୯ସିସି…

ଆସୋଚାମ୍ ପକ୍ଷରୁ ଓଡିଶ। ଏଡୁମିଟ୍‌ସ ଓ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୪ ଆୟୋଜିତ

ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ୍‌) ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ସମାରୋହରେ ଓଡିଶା ଏଡୁମିଟ୍‌ସ ଆଣ୍ଡ ଏକ୍ସିଲେକ୍ସ ଆୱାର୍ଡସ ୨୦୨୪କୁ ସଫଳତାର ସହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଓଡିଶାର ବିକାଶକୁ ଆଗକୁ ବଢାଇବା କ୍ଷେତ୍ରରେ ଶିକ୍ଷା ଓ ଉଦ୍ଭାବନର…

ଏନ୍‌ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁୟର୍କ ଓ ଲଣ୍ଡନର ଫ୍ୟାଶନ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର…

ଭୁବନେଶ୍ୱର: ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ- ଏନ୍‌ଆଇଏଫ୍ ଗ୍ଲୋବାଲ ପକ୍ଷରୁ ନ୍ୟୁୟର୍କ ଲଣ୍ଡନ ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ଉତ୍ସାହଜନକ ଫ୍ୟାଶନ ସିରିଜ ଅଣାଯାଇଛି ଯାହା ଭାରତରେ ଏହାର ଛାତ୍ରଛାତ୍ରୀଙ୍କୁ ଅପ୍ରତ୍ୟାଶିତ ଏକ୍ସପୋଜର ପ୍ରଦାନ କରୁଛି । ନଭେମ୍ବର ୧୪ରୁ…

କୋଲଗେଟର ଏଆଇ-ଚାଳିତ ଓରାଲ ହେଲଥ ମୁଭମେଂଟର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ମୁଖ ସ୍ୱାସ୍ଥ୍ୟ ଯାତ୍ରାକୁ ସଫଳ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଦେଶର ଅଗ୍ରଣୀ ଓରାଲ୍ କେୟାର ବ୍ରାଣ୍ଡ କୋଲଗେଟ-ପାମୋଲିଭ୍ (ଇଣ୍ଡିଆ) ଲିମିଟେଡ୍ ଏହାର ପରିବର୍ତନଶୀଳ ଓରାଲ୍ ହେଲଥ ମୁଭମେଂଟର ଶୁଭାରମ୍ଭ ଘୋଷଣା କରିଛି । ଏହି ଅନନ୍ୟ ଏଆଇ-ସକ୍ଷମ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି…

ଭାରତରେ ମୋଟର ବୀମାର ବ୍ୟାପକ ଗ୍ରହଣୀୟତା ଉପରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି

ଭୁବନେଶ୍ୱର : ଭାରତୀୟ ଅଟୋମେ।।ବାଇଲ ଶିଳ୍ପ ଦ୍ରୁତ ବେଗରେ ବିକଶିତ ହେଉଛି । ତଥ୍ୟରୁ ଜଣାଯାଇଛି ଯେ ୨୦୨୩ ଆର୍ଥିକ ବର୍ଷରେ ଭାରତରେ ୧୫.୮ ମିଲିୟନରୁ ଅଧିକ ଦୁଇଚକିଆ ଯାନ ଓ ୩.୮ ମିଲିୟନ କାର୍ ବିକ୍ରି ହୋଇଛି, ଯାହା ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତମ ଦୁଇ-ଚକିଆ ବଜାର ଭାବେ ସ୍ଥାନିତ କରିଛି ।…

ପ୍ରାକ୍‍ ସତର୍କ ସୂଚନା, ଆଗୁଆ ପଦକ୍ଷେପ: ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ-ୟୁଏନ୍‍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ର

- ଭାରତର ବିଭିନ୍ନ ରାଜ୍ୟ ଏବଂ ଗ୍ଲୋବାଲ ସାଉଥର ବିଭିନ୍ନ ଦେଶରୁ ସହଭାଗୀମାନେ ଏକତ୍ରିତ ହୋଇଥିଲେ- ତଟୀୟ ପରିବ୍ୟବସ୍ଥାରୁ ଲାଭ କରାଯାଇଥିବା ଶିକ୍ଷାକୁ ନେଇ ପ୍ରାକ୍‍ ସତର୍କତା ସୂଚନା ଏବଂ କାର୍ଯ୍ୟପନ୍ଥାଗୁଡିକ ସୁଦୃଢ କରିବା ଉପରେ ଆଲୋଚନା କରାଯାଇଥିଲା- ଏକ ଅଧିକ ମଜଭୁତ ଭବିଷ୍ୟତ ନିମନ୍ତେ

‘ଆଇ ଆମ୍ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ମିଳିଛି ଦୁଇଟି ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର

ଭୁବନେଶ୍ୱର , ୧୮ ନଭେମ୍ବର ୨୦୨୪: ଲୋକପ୍ରିୟ ଚଳଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ ନିଜର ଚଳଚିତ୍ର ପାଇଁ ୩୪ତମ ଓଡିଶା ରାଜ୍ୟ ଚଳଚିତ୍ର ସମ୍ମାନ ସମାରୋହରେ ଦୁଇଟି ପୁରସ୍କାର ଜିତିଛନ୍ତି । ଓଡିଶା ସରକାରଙ୍କ ସଂସ୍କୃତି…