Browsing Category
News
ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ‘ଅଙ୍କୁରମ’ ପାଳିତ
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଅତ୍ୟଧିକ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଅଙ୍କୁରମ୍’ ଯାହାର ଅର୍ଥ ହେଉଛି ବଡ୍ ବା ଅଙ୍କୁର,…
କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ନୂଆ ୟୁନିଟ୍- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ
କଟକ: କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲଗୁଡିକ…
ଭୁବନେଶ୍ୱରରେ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦’
ଭୁବନେଶ୍ୱର : ଓଡିଶାର ଶୀର୍ଷ କ୍ୟାରିୟର ମାର୍ଗଦର୍ଶକ ଓ ପରାମର୍ଶଦାତା ସଂଗଠନ କ୍ୟାରିୟର ମ୍ୟାପ୍ ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ପଥ ପ୍ରଦର୍ଶକ ୨.୦ର ପ୍ରତ୍ୟାବର୍ତନ ସମ୍ପର୍କରେ ଘୋଷଣା କରିଛି, ଯାହାକି ରାଜ୍ୟର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ଅଟେ । ଭୁବନେଶ୍ୱରର ଜାଗମରା…
ରେକର୍ଡ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି ଆନ୍ତର୍ଜାତୀୟ ସୁନା ଚାହିଦା
ଭୁବନେଶ୍ୱର : ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୪ ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟ ଉନ୍ମୋଚନ କରିଛି ଯେ, ମୋଟ ସୁନା ଚାହିଦା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୩୧୩ ଟନରେ ପହଂଚିଛି ଯାହାକି ଏକ ରେକର୍ଡ ୩ୟ ତ୍ରୈମାସିକ ଅଟେ । ପ୍ରଥମ ଥର ପାଇଁ ମୋଟ ଚାହିଦା ୧୦୦ ବିଲିୟନ…
ସିଆଇଆଇ ପକ୍ଷରୁ ୱାଇଆଇ ଓ ଆଇଡବ୍ଲୁଏନ ସହଯୋଗିତା ଭୁବନେଶ୍ୱରରେ “ସିଆଇଆଇ ସ୍ୱୟଂ ସ୍ରୁଜନୀ – ଓଡ଼ିଶାର ବୟନ…
ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ପକ୍ଷରୁ ସିଆଇଆଇ ପକ୍ଷରୁ ୱାଇଆଇ ଓ ଆଇଡବ୍ଲୁଏନ ସହଯୋଗିତାରେ ସିଆଇଆଇ ସ୍ୱୟଂ ସ୍ରୁଜନୀ- ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନାମରେ ଏକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ “ସିଆଇଆଇ ସ୍ୱୟଂ ସ୍ରୁଜନୀ – ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପର ଏକ…
ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ପକ୍ଷରୁ ସିଆଇଆଇ ସ୍ୱୟଂ ସ୍ରୁଜନୀ- ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନାମରେ ଏକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବୟନଶିଳ୍ପ ଓ…
ଭୁବନେଶ୍ୱରରେ ଉନ୍ମୋଚିତ ହେଲା ନୂଆ ଓଡ଼ିଆ ଦୈନିକ ଖବରକାଗଜ ‘ସର୍କାର’
ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪ : ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ ଆଜି ବିଶିଷ୍ଟ ବ୍ୟକ୍ତିଗଣ, ଗଣମାଧ୍ୟମ ପ୍ରତିନିଧି ଓ ପବ୍ଲିକ ଫିଗରଙ୍କ ଉପସ୍ଥିତିରେ ଆୟୋଜିତ ଏକ ଭବ୍ୟ ସମାରୋହରେ ନୂଆ ଦୈନିକ ଖବରକାଗଜ ‘ସର୍କାର'ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି ।…
ବାଲିଯାତ୍ରା ପରିଚାଳନା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ
ଭୁବନେଶ୍ୱର/କଟକ: ନିକଟରେ ହେବାକୁଥିବା ବିଶ୍ୱ ପ୍ରଶିଦ୍ଧ କଟକ ବାଲିଯାତ୍ରା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ଆଣିଛନ୍ତି ପ୍ରିଲ୍ୟୁଡ଼ ଏଜେନ୍ସି ଏବଂ ଏଥି ସହିତ ସଂସ୍ଥା ପକ୍ଷରୁ ରାଜ୍ୟ ରାଜସ୍ୱ ଏବଂ ପରିଚାଳନା ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ସୂଚନା…
ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ଦେଶବ୍ୟାପୀ ଶୁଭାରମ୍ଭ ହେବାକୁ ଯାଉଛି ୭୭ଟି ନୂଆ ଟେକ୍ନୋଲୋଜି ସକ୍ଷମ ବିଦ୍ୟାପୀଠ…
ଭୁବନେଶ୍ୱର: ଭାରତବ୍ୟାପୀ ସୁଲଭ ଓ ଉଚ୍ଚମାନର ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଭାରତର ଅଗ୍ରଣୀ ମଲ୍ଟିନ୍ୟାଶନାଲ ଏଡ୍ଟେକ କମ୍ପାନୀ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷରେ ଦେଶବ୍ୟାପୀ ୭୭ଟି ନୂଆ ଅଫ୍ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ଣ୍ଣିଂ…
ଅମରାବତୀ ଡ୍ରୋନ ସମ୍ମିଳନୀରେ ବିଜୟ ହାସଲ କଲା ଓଡ଼ିଶା ସ୍ଥିତ ବନଭିଏରୋ
ଭୁବନେଶ୍ୱର: ଅମରାବତୀ ଡ୍ରୋନ୍ ସମ୍ମିଳନୀ ଅବସରରେ ଆୟୋଜିତ ଭାରତର ଅନ୍ୟତମ ବୃହତମ ଡ୍ରୋନ ହ୍ୟାକାଥନରେ ଓଡ଼ିଶା ସ୍ଥିତ ବନଭିଏରୋ ବିଜୟ ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ସେମାନେ ଡ୍ରୋନ ପ୍ରଯୁକ୍ତିରେ ରହିଥିବା ଆହ୍ୱାନଗୁଡ଼ିକର ଅଭିନବ…