Browsing Category
News
ସିଗ୍ରାମର ରୟାଲ ଷ୍ଟାଗ୍ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ପକ୍ଷରୁ ସୂର୍ଯ୍ୟ କୁମାର ଯାଦବଙ୍କ ସହ ନୂଆ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର : ଭାରତରେ ପାର୍ବଣର ଉତ୍ସାହକୁ ଆରମ୍ଭ କରି ରୟାଲ ଷ୍ଟାଗ୍ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର, ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ ନାମକ ଏକ ନୂଆ ଅଭିଯାନର ଶୁଭାରମ୍ଭ କରିଛି । ଆଜିର ଯୁବପିଢ଼ି କିପରି ନିଜର ନିଆରା ଶୈଳୀ ଓ ଶକ୍ତିରେ ବିଭିନ୍ନ ଉତ୍ସବ ପାଳନ କରିବାକୁ ଚାହୁଁଛନ୍ତି ତାହା ଏହି…
ସ୍ୱସ୍ତି ପ୍ରିମିୟମ ଏବଂ ୱାଓ ୱେଡିଂସ ପକ୍ଷରୁ ଭୁବନେଶ୍ୱରରେ ଡାଣ୍ଡିଆ ମହୋତ୍ସବ ନବରାସର ଶୁଭାରମ୍ଭ
ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୪ : ସ୍ୱସ୍ତି ପ୍ରିମିୟମ ସହଯୋଗରେ ପିଏନଭି ଗ୍ରୁପର ଏକ ଅଂଶ ୱାଓ ୱେଡିଂସ ପକ୍ଷରୁ ଭୁବନେଶ୍ୱରର ସର୍ବବୃହତ ଇନଡୋର ଡାଣ୍ଡିଆ ମହୋତ୍ସବ ନବରାସ ର ଶୁଭାରମ୍ଭ ହୋଇଛି । ପରମ୍ପରା, ମନୋରଞ୍ଜନ ଏବଂ ଆଧୁନିକତାର ସମନ୍ୱିତ ମିଶ୍ରଣରେ ନବରାସ ଆଜିଠାରୁ ଆରମ୍ଭ ହୋଇଛି, ଯାହା…
ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ରେଲ୍ୱେ କଲୋନୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…
ଭୁବନେଶ୍ୱର : ମୌସୁମୀ ଋତୁ ଭାରତର ଏକ ବହୁ ପ୍ରତିକ୍ଷୀତ ଋତୁ ଅଟେ କାରଣ ଏହା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ସତେଜତାର ଗୁଣ ସହିତ ଏହା ନିଜ ସହ ଅନେକ ରୋଗ ମଧ୍ୟ ଆଣିଥାଏ ଯାହା ବିଶେଷ କରି ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଅଧିକ…
ଆମାଜନ.ଇନର ନବରାତ୍ରୀ ଷ୍ଟୋର ଆଣିଛି ଉତ୍ସବ ସାମଗ୍ରୀର ବିସ୍ତୃତ କଲେକ୍ସନ
ଭୁବନେଶ୍ୱର : ଚଳିତ ବର୍ଷ ଆମାଜନ.ଇନର ନବରାତ୍ରୀ ଷ୍ଟୋର ଗ୍ରାହକଙ୍କ ପାଇଁ ପୋଷାକ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗ୍ୟାଜେଟ୍ ଏବଂ ପ୍ରିୟଜନଙ୍କ ପାଇଁ ଉପହାରର ଆକର୍ଷଣୀୟ ଚୟନ ସହିତ ପ୍ରସ୍ତୁତ ହେବା ପାଇଁ ସପିଂ ଅନୁଭୂତି ପ୍ରଦାନ କରୁଛି । ସଦସ୍ୟମାନେ ଆମାଜନର ଅତୁଳନୀୟ ସୁବିଧାର ଲାଭ…
ଆଲେକଜାଣ୍ଡାରଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ
ଭୁବନେଶ୍ଵର : ଯାଜପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟର ଅଗ୍ରଣୀ ପତ୍ରିକା "ଇଣ୍ଟରଭ୍ୟୁ ଟାଇମ୍ସ" ର ୧୩ ତମ ବାର୍ଷିକ ଉତ୍ସବ ଏବଂ…
ଭୁବନେଶ୍ୱରରେ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସି ଏହାର ରିଟେଲ ଷ୍ଟୋର ଆରମ୍ଭ କରିଛି
ଭୁବନେଶ୍ୱର : ସାରା ଭାରତରୁ ସୁଲଭ ମୂଲ୍ୟରେ ଶାଢୀ ସଂଗ୍ରହ କରିଥିବା ବଙ୍ଗଳାର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିସ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିର ପ୍ରତିଷ୍ଠାତା ପ୍ରତିଭା!-->!-->!-->…
ରିଲାଏନ୍ସ ଟ୍ରେଣ୍ଡ୍ସ ପକ୍ଷରୁ ସୁଲଭ ମୂଲ୍ୟରେ ଶରତ-ଶୀତ କଲେକ୍ସନ ଶୁଭାରମ୍ଭ
ଭୁବନେଶ୍ୱର: ରିଲାଏନ୍ସ ଟ୍ରେଣ୍ଡ୍ସ ପକ୍ଷରୁ ଉତ୍ସବ ଓ ପାର୍ବଣ ଋତୁ ପାଇଁ ନୂତନ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି । ‘ପ୍ରତ୍ୟେକ ଦିନ କମ୍ ମୂଲ୍ୟ’ ର ଚିନ୍ତାଧାରା ସହିତ ଶୁଭାରମ୍ଭ ହୋଇଥିବା ଏହି ନୂଆ କଲେକ୍ସନରେ ପୁରୁଷ, ମହିଳା ଓ ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରକାରର!-->…
ଏମ୍ସ ଭୁବନେଶ୍ୱରରେ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ
- ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ
ଭୁବନେଶ୍ୱର, ୦୪/୧୦/୨୦୨୪: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ!-->!-->!-->…
ଭୁବନେଶ୍ୱରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ଶୁଭାରମ୍ଭ
ଭୁବନେଶ୍ୱର : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହା ଦେଶବ୍ୟାପୀ କିସ୍ନାର ୪୧ତମ ଏକ୍ସକ୍ଲୁସିଭ ଶୋ’ରୁମ୍କୁ ଚିହ୍ନିତ କରୁଛି । ଏହି ଶୋ’ରୁମ୍ର ଉଦ୍ଘାଟନରେ ହରି…
ଦୁର୍ଗାପୂଜା ପାଳନ ପାଇଁ ଟ୍ରେଣ୍ଡ୍ସରେ ଆରମ୍ଭ ହେଲା ‘ଖୁସିର ପର୍ବ’
ଭୁବନେଶ୍ୱର: ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ପାଇଁ ଭାରତର ସର୍ବବୃହତ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍ସ ପକ୍ଷରୁ ‘ଖୁସି ର ପର୍ବ ଏବଂ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତା’ ସହିତ!-->…