Browsing Category
News
ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଏସ୍ଏଫ୍ ସହ ହାତ ମିଳାଇଛି ଡାବର
ଭୁବନେଶ୍ୱର : ଭାରତର ସର୍ବବୃହତ୍ ବିଜ୍ଞାନ-ଆଧାରିତ ଆୟୁର୍ବେଦ ସଂସ୍ଥା ଡାବର ଇଣ୍ଡିଆ ଲିମିଟେଡ ଏକ ପରିବର୍ତନଶୀଳ ବୃକ୍ଷରୋପଣ ପ୍ରକଳ୍ପ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ସହିତ ହାତ ମିଳାଇଛି । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ପରିବେଶର ପୁନରୁଦ୍ଧାର ଓ ଜୈବବିବିଧ ସଂରକ୍ଷଣକୁ…
ଭୁବନେଶ୍ୱରରେ ଆମାଜନ ଡଟ ଇନ ରେ କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି
ଭୁବନେଶ୍ୱର : ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ!-->!-->!-->…
ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସକୁ ଟ୍ରାକ୍ କରୁଥିବା ଏକ ଓପନ-ଏଣ୍ଡେଡ ସ୍କିମ୍ ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଇଣ୍ଡେକ୍ସରେ ଭାରତର ଅଗ୍ରଣୀ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡିକ ସାମିଲ ଅଛନ୍ତି…
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଫେସ୍ ମ୍ୟାଚ୍ର ଶୁଭାରମ୍ଭ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଂଟକୁୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ କରାଯାଇଥିବା ଏକ ସୁରକ୍ଷା ବୃଦ୍ଧିକାରୀ ଫିଚର ଫେସ୍ ମ୍ୟାଚ୍ର ଉନ୍ମୋଚନ କରାଯାଇଛି । ଫେସ୍ ମ୍ୟାଚ୍ ଉପଭୋକ୍ତାଙ୍କ ଆଚରଣଠାରୁ ଆରମ୍ଭ କରି ଟ୍ରାଞ୍ଜାକ୍ସନ ଶୈଳୀ ଓ ସ୍ଥାନ, ସମାନ…
ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ
ଭୁବନେଶ୍ୱର : ଓଡିଏମ୍ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା…
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
କଟକ : ହୃଦୟବିଦାରକ ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତାଙ୍କୁ ସମର୍ଥନ ଜଣାଇ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୬.୩୦ସମୟରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କୋଲକତାର ଏକ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ…
ପୂର୍ବ ଭାରତର ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଆଇଇଇଏମ୍ଏ ପକ୍ଷରୁ ଓଡ଼ିଶା ପାୱାର କନ୍ କ୍ଲେଭ୍ ୨୦୨୪ ଆୟୋଜନ
ଭୁବନେଶ୍ୱର : ଇିଆନ୍ ଇଲେକ୍ଟ୍ରିକାଲ୍ ଆ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ (ଆଇଇଇଏମ୍ଏ) ପକ୍ଷରୁ ଓଡ଼ିଶା ପାୱାର କନ୍ କ୍ଲେଭ୍ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି ନିର୍ଧାରକ!-->…
ଓଡ଼ିଶାରେ ଇଲେକ୍ରାମା ୨୦୨୫ ରୋଡ୍ ସୋ: ଇଲେକ୍ଟ୍ରିକାଲ ଶିଳ୍ପର ଭବିଷ୍ୟତକୁ ଶକ୍ତି ପ୍ରଦାନ
ଭୁବନେଶ୍ୱର : ଭାରତୀୟ ବୈଦ୍ୟୁତିକ ଉପକରଣ ଉାଦନ ଶିଳ୍ପର ସର୍ବୋଚ୍ଚ ସଂଘ ଇିଆନ୍ ଇଲେକ୍ଟ୍ରିକାଲ୍ ଆ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରର୍ସ ଆସୋସିଏସନ୍ (ଆଇଇଇଏମ୍ଏ) ପକ୍ଷରୁ ଗୁରୁବାର ଭୁବନେଶ୍ୱରରେ ଇଲେକ୍ରାମାର ପୂର୍ବାଚଳ ପ୍ରିଭ୍ୟୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପନେତା,!-->…
ଓଡିଏମ ଗ୍ଲୋବାଲ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର : ଭୁବନେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଡିଏମ ଗ୍ଲୋବାଲ ସ୍କୁଲରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହା ଆଡ଼ମ୍ବର ସହକାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ପ୍ରଭାତ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳେନ୍ଦ୍ର କୁମାରୀଙ୍କ ସ୍ୱାଗତ ଭାଷଣରୁ ଏହି କାର୍ଯ୍ୟକ୍ରମର…
ଅପ୍ସରା ଆଇସ୍କ୍ରିମ୍ସର ସ୍ୱତନ୍ତ୍ର ଅଭିଯାନ ମୁସ୍କାନର ଘୋଷଣା
ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍ସରା ଆଇସ୍କ୍ରିମସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନକୁ ମୁମ୍ବାଇ ଓ ପୁନେରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶୁଭାରମ୍ଭ କରାଯିବ ଏବଂ ପର୍ଯ୍ୟାୟକ୍ରମେ!-->!-->!-->…