Browsing Category
News
ଏଆଇଏସଇସିଟିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରିସ୍ମା ଦାସଙ୍କ ଜୀବନରେ କିପରି ପରିବର୍ତନ ଆଣିଛି
ଭୁବନେଶ୍ୱର : ସଂକଳ୍ପ ଓ ସଫଳତାର ଏକ ହୃଦୟସ୍ପର୍ଶୀ କାହାଣୀରେ ଏନଏସଡିସି ଏବଂ ଏଏମ/ଏନଏସ ଇଣ୍ଡିଆ (ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆ)ର ମିଳିତ ସହଯୋଗରେ ଘରୋଇ ଡାଟା ଏଂଟ୍ରି ଅପରେଟର ପାଠ୍ୟକ୍ରମର ଚାକିରି ଭୂମିକାରେ ଆଇଏସଇସିଟିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନେକ ଆଶାୟୀ!-->!-->!-->…
ମୋଟୁଲ ପକ୍ଷରୁ ଅଟୋ ମେକାନିକ୍ସ ପାଇଁ ଭୁବନେଶ୍ୱରରେ ‘ସେହତ କି ସମୃଦ୍ଧି’ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ, ହାଇ ପରଫର୍ମାନ୍ସ ଇଞ୍ଜିନ ଏବଂ ଇଣ୍ଡଷ୍ଟ୍ରିଆଲ ଲୁବ୍ରିକେଟ୍ ନିର୍ମାତା ମୋଟୁଲ ସେହତ କି ସମୃଦ୍ଧି ଏହାର ସିଏସଆର କାର୍ଯ୍ୟକ୍ରମ 'ମୋଟୁଲ ସେହତ କି ସମୃଦ୍ଧି'ର ଶୁଭାରମ୍ଭ କରିଛି ଅଟୋ ମେକାନିକ୍, ସେମାନଙ୍କ ଉପରେ ନିର୍ଭରଶୀଳ ଏବଂ ଅନ୍ୟାନ୍ୟ ସମୁଦାୟ!-->…
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରକୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ…
ଭୁବନେଶ୍ୱର, ୧/୧୦/୨୪: କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪ ପ୍ରଦାନ କରାଯାଇଛି। ଗତ ସେପ୍ଟେମ୍ବର ୩୦ରେ ମୁମ୍ବାଇରେ ଆୟୋଜିତ ସିଏସଆର ଜର୍ଣ୍ଣାଲର ସପ୍ତମ!-->…
ଇନୋଭେଟ ଓଡିଶା ୨.୦ ହ୍ୟାକାଥନର ଉଦ୍ଯାପନୀ ସମାରୋହ
ଭୁବନେଶ୍ୱର : ଚନ୍ଦକାସ୍ଥିତ ନାଳନ୍ଦା ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଓଡିଶାର ସର୍ବବୃହତ ନିର୍ମାତା ହ୍ୟାକାଥନ ଇନୋଭେଟ ଓଡିଶା ୨.୦ ତଥ୍ୟପୂର୍ଣ୍ଣ ଆଲୋଚନା ଓ ନୂତନ ସମାଧାନଗୁଡିକର ଉତ୍ସବ ସହିତ ଶେଷ ହୋଇଛି । ଏଆଇସି-ନାଳନ୍ଦା ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ ଓ କାରଖାନା…
ଫ୍ଲିପ୍କାର୍ଟର ବିଗ୍ ବିଲିୟନ ଡେଜ୍ ୨୦୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ପରିଦର୍ଶନ
ବେଙ୍ଗାଲୁରୁ : ଫ୍ଲିପ୍କାର୍ଟ ଏହାର ବହୁ ପ୍ରତିକ୍ଷୀତ ଦ ବିଗ୍ ବିଲିୟନ ଡେଜ୍ (ଟିବିବିଡି)ର ୧୧ତମ ସଂସ୍କରଣର ଶୁଭାରମ୍ଭ କରିଛି ଏବଂ ଏଥିସହିତ ଫ୍ଲିପ୍କାର୍ଟ ଭିଆଇପି ଓ ପ୍ଲସ୍ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍ ସେପ୍ଟେମ୍ବର ୨୬ ତାରିଖ ୨୦୨୪ରୁ ଆରମ୍ଭ ହୋଇଛି । ୟର୍ଲି ଆକ୍ସେସ ଓ ପ୍ରଥମ…
କଟକ ଶାନ୍ତି ମେମୋରିଆଲ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ
ଭୁବନେଶ୍ୱର: କଟକ ଶାନ୍ତି ମେମୋରିଆଲ ହସ୍ପିଟାଲରେ ସେପ୍େଟମ୍ବର ୨୮ ଓ ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ୨୮ ତାରିଖରେ ଏକ ହସ୍ପିଟାଲ ପରିସରରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପରାମର୍ଶଦାତା ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ ଏବଂ ମେଡିସିନ…
ଇନୋଭେଟ୍ ଓଡ଼ିଶା ୨.୦ ଉଦଘାଟିତ
ଭୁବନେଶ୍ୱର : ରାଜ୍ୟରେ ଉଦ୍ଭାବନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ଏବଂ କାରଖାନା ମେକରସ୍ପେସର ମିଳିତ ଆନୁକୂଲ୍ୟରେ ସେପ୍େଟମ୍ବର ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଚନ୍ଦକାସ୍ଥିତ ନାଳନ୍ଦା ଇନଷ୍ଟିଚ୍ୟୁଟ୍…
ଭାରତରେ ରୋଲ୍ସ-ରୟସ୍ କଲିନାନ୍ ସିରିଜ୍ ୨ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତରେ ରୋଲ୍ସ-ରୟସ୍ ମୋଟର କାର୍ସ କଲିନାନ୍ ସିରିଜ ୨ର ବଜାର ପ୍ରବେଶ କରାଯାଇଛି । ଭାରତରେ କଲିନାନ୍ ସିରିଜ ୨ର ଶୁଭାରମ୍ଭ ଏସିଆ-ପାସିଫିକ ଅଂଚଳରେ ରୋଲ୍ସ-ରୟସ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାର ପ୍ରତିନିଧିତ୍ୱ କରୁଛି ବୋଲି ରୋଲ୍ସ-ରୟସ ମୋଟର କାର୍ସର ଏସିଆ-ପାସିଫିକ୍!-->…
ବିଶ୍ୱ ସାମୁଦ୍ରିକ ପ୍ରବାହରେ ଆଟଲାଣ୍ଟିକ୍ ଏବଂ ଆର୍କଟିକ୍ ଜଳକୁ ମିଶ୍ରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଅଧ୍ୟୟନ
ଭୁବନେଶ୍ୱର, ୨୭ ସେପ୍ଟେମ୍ବର ୨୦୨୪: ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଡ୍ରାଇଭର ଆଟଲାଣ୍ଟିକ୍ ମେରିଡେନାଲ୍ ଓଭରଟର୍ନିଂ ସର୍କୁଲେସନ୍ (AMOC) କୁ ବଜାୟ ରଖିବାରେ ଆଟଲାଣ୍ଟିକ୍ ଏବଂ ଆର୍କଟିକ୍ ଜଳକୁ ମିଶ୍ରଣ କରିବାର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ଆଇଆଇଟି ଭୁବନେଶ୍ୱର,!-->…
ଆମାଜନ ପକ୍ଷରୁ ୩ଟି ନୂଆ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ
ଭୁବନେଶ୍ୱର : ଆଗାମୀ ପାର୍ବଣ ଋତୁ ପାଇଁ ପ୍ରସ୍ତୁତିରେ ଆମାଜନ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଏନ୍ସିଆର୍, ଗୌହାଟୀ ଓ ପାଟ୍ନାଠାରେ ୩ଟି ନୂଆ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଆମାଜନର ବିଦ୍ୟମାନ ଫୁଲ୍ଫିଲମେଂଟ୍ ନେଟ୍ୱର୍କର ସମ୍ପ୍ରସାରଣ ସମେତ ଏହି ନୂଆ ଫୁଲ୍ଫିଲମେଂଟ…