Browsing Category
News
ଓଡ଼ିଶାର ଷ୍ଟାର୍ଟଅପ ବନଭି ଏରୋ ପକ୍ଷରୁ ଲଦାଖର ସର୍ବୋଚ୍ଚ ଗିରିଶୃଙ୍ଗରେ ୟୁଏଭି ହୋଭରର ପରୀକ୍ଷଣ ସହ ବିଶ୍ୱ ରେକର୍ଡ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍ଚରିଂ ଫାର୍ମ ତଥା ଓଡ଼ିଶାର ବନ୍ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍ମ୍ୟାନ୍ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଂଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରିଛି ।!-->…
ସମସ୍ତ କର୍ମଚାରୀଙ୍କ ପାଇଁ କ୍ୟୁଏସ୍ଆର୍ ଶିଳ୍ପ-ପ୍ରଥମ ସାଙ୍କେତିକ ଭାଷା ପ୍ରଶିକ୍ଷଣ ଆରମ୍ଭ କରିଛି କେଏଫ୍ସି
ଭୁବନେଶ୍ୱର : ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରିବା ପାଇଁ କେଏଫ୍ସି ନିଜର ୧୦୦% କର୍ମଚାରୀଙ୍କ ପାଇଁ ଏକ ସାଙ୍କେତିକ ଭାଷା କାର୍ଯ୍ୟକ୍ରମ ଲଂଚ୍ କରିଥିବା ଭାରତର ପ୍ରଥମ କ୍ୟୁଏସ୍ଆର୍ରେ ପରିଣତ ହୋଇଛି । ଏହି ପ୍ରଥମ ଧରଣର ପ୍ରଶିକ୍ଷଣକୁ ୧୨୦୦ରୁ ଅଧିକ ରେଷ୍ଟୁରାଂଟରେ ୨୪୦ରୁ…
ଆଇଏସ୍ବି ପକ୍ଷରୁ ନୂଆ ପାଠ୍ୟକ୍ରମ ପିଜିପି ୱାଇଏଲ୍ର ଶୁଭାରମ୍ଭ
ଭୁବନେଶ୍ୱର : ୨୦୦୧ରେ ଏହାର ଆରମ୍ଭ ପରଠାରୁ ମ୍ୟାନେଜମେଂଟ ଶିକ୍ଷା କ୍ଷେତ୍ରରେ ନୂଆ ବେଂଚ୍ମାର୍କ ସୃଷ୍ଟି କରିବା ପାଇଁ ପରିଚିତ ଇଣ୍ଡିଆନ ସ୍କୁଲ ଅଫ୍ ବିଜ୍ନେସ୍ (ଆଇଏସ୍ବି) ପକ୍ଷରୁ ପିଜିପି ୱାଇଏଲ୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ଯୁବ ଲିଡରମାନଙ୍କ ପାଇଁ ମ୍ୟାନେଜମେଂଟ୍…
କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍ଯାପିତ
ଭୁବନେଶ୍ୱର, ୨୧ ।୯: ଆମେରିକାର ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲ୍, କିଟ୍ ଓ କିସ୍ ମିଳିତ ଆନୁକୂଲ୍ୟରେ ୧୯ ତାରିଖରୁ ଚାଲିଥିବା ହାକାଥନ୍ ଶନିବାର!-->…
୧.୧ ଲକ୍ଷରୁ ଅଧିକ ଋତୁକାଳିନ ନିଯୁକ୍ତି ସୃଷ୍ଟି କରିଛି ଆମାଜନ ଇଣ୍ଡିଆ
ଭୁବନେଶ୍ୱର : ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ, କମ୍ପାନୀ ଆଗାମୀ ପାର୍ବଣ ଋତୁ ସମୟରେ ବର୍ଦ୍ଧିତ ଗ୍ରାହକ ଚାହିଦାକୁ ପୂରଣ କରିବା ପାଇଁ ଏହାର ପରିଚାଳନା ନେଟ୍ୱର୍କରେ ୧୧୦,୦୦୦ରୁ ଅଧିକ ଋତୁକାଳିନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗଗୁଡିକ ମଧ୍ୟରେ ଭାରତର ମୁମ୍ବାଇ,…
ନିଜର ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ସହିତ ଷ୍ଟାଇଲର ସହ କଲ୍କି କୋଚ୍ଲିନଙ୍କୁ ଲଂଚ୍ କରିଛି ମ୍ୟାକ୍ସ ଫ୍ୟାଶନ
ଦୁବାଇ-ସ୍ଥିତ ଲ୍ୟାଣ୍ଡ୍ମାର୍କ ଗ୍ରୁପର ସବୁଠାରୁ ଲୋକପ୍ରିୟ ଫ୍ୟାଶନ ବ୍ରାଣ୍ଡ ମ୍ୟାକ୍ସ ଫ୍ୟାଶନ ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ପାଇଁ ପ୍ରତିଷ୍ଠିତ ଅଭିନେତ୍ରୀ ଓ ଷ୍ଟାଇଲ ଆଇକନ କଲ୍କି କୋଚ୍ଲିନଙ୍କ ସହିତ ଏକ ସ୍ୱତନ୍ତ୍ର ସହଭାଗିତା ସହ ବ୍ରାଣ୍ଡ ପାଇଁ ଏକ ନୂଆ ଅଧ୍ୟାୟରେ ପ୍ରବେଶ କରିବା…
ରୟାଲ ଏନ୍ଫିଲ୍ଡ ପକ୍ଷରୁ ୨୦୨୪ କ୍ଲାସିକ ୩୫୦ର ଶୁଭାରମ୍ଭ
ଭୁବନେଶ୍ୱର : ରୟାଲ ଏନ୍ଫିଲ୍ଡ ପକ୍ଷରୁ ୨୦୨୪ କ୍ଲାସିକ ୩୫୦ର ଶୁଭାରମ୍ଭ କରାଯାଇଛି । ରୟାଲ ଏନ୍ଫିଲ୍ଡ କ୍ଲାସିକ ୩୫୦ ୨୦୦୮ରେ ପ୍ରଥମ ଶୁଭାରମ୍ଭ ପରଠାରୁ କ୍ଲାସିକ ଅଟୋମୋଟିଭ ଡିଜାଇନ, ସୌନ୍ଦର୍ଯ୍ୟ ଓ ନିର୍ମାଣ ସଂସ୍କୃତି ଏବଂ ରୟାଲ ଏନ୍ଫିଲ୍ଡର ଡିଏନ୍ଏର ମହତ୍ୱକୁ ଉପସ୍ଥାପନ…
ଏସବିଆଇ ଫୋନପେ ଜାଲିଆତି ମାମଲାରେ କୌଣସି କର୍ମଚାରୀଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ଫୋନପେ
ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ୍ ପେମେଂଟ ଏବଂ ଆର୍ôଥକ ସେବା କମ୍ପାନୀ ଫୋନପେ\'ର ଅଧିକାରୀ ରୂପେ ପରିଚୟ ଦେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ରୁ ୧୬.୭୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଜଣେ ମହିଳାଙ୍କ ସମେତ ୬ ଜଣକୁ ଗିରଫ କରାଯାଇଛି…
ଭଲ ଭାବରେ ରନ୍ଧା ହୋଇଥିବା ଚିକେନ ଖାଇବା ପାଇଁ ହୋଇଥାଏ ସୁରକ୍ଷିତ
ଭୁବନେଶ୍ୱର : କେଏଫ୍ସି ଇଣ୍ଡିଆ ଗ୍ରାହକଙ୍କୁ ଖାଦ୍ୟ ସୁରକ୍ଷାର ସର୍ବୋଚ୍ଚ ସ୍ତର ପ୍ରଦାନ କରିବା ପାଇଁ ଦୃଢ ଭାବେ ପ୍ରତିବଦ୍ଧ ରହିଛି । ଭାରତର ସବୁଠାରୁ ବିଶ୍ୱସନୀୟ ରେଷ୍ଟୁରାଂଟ ବ୍ରାଣ୍ଡ ଭାବେ କେଏଫ୍ସି ଭାରତର ସ୍ୱାଦିଷ୍ଟତମ ଚିକେନ ପ୍ରଦାନ କରିବା ପାଇଁ ଯତ୍ନଶୀଳ ପ୍ରକ୍ରିୟା ଓ ଉନ୍ନତ…
ଓଡିଶାର ଡିଜାଇନ ଛାତ୍ରୀଙ୍କ ଅଭିନବ ପୋର୍ଟେବୁଲ ଇନ୍ସୁଲିନ କୁଲର୍କୁ ମିଳିଲା ପୁରସ୍କାର
ଭୁବନେଶ୍ୱର : ଓଡିଶାର କୋମଲ ପଣ୍ଡାଙ୍କୁ ଜେମ୍ସ ଡାଇସନ ଆୱାର୍ଡ ୨୦୨୪ ପାଇଁ ଭାରତର ଜାତୀୟ ବିଜେତା ଘୋଷଣା କରାଯାଇଛି । ତାଙ୍କର ଉଦ୍ଭାବନ ‘ନୋଭୋକ୍ୟାରୀ’ -ଏକ ପୋର୍ଟେବୁଲ କୁଲିଙ୍ଗ କ୍ୟାରିୟରକୁ ଦେଶବ୍ୟାପୀ ଏକାଧିକ ଉଦ୍ଭାବନଗୁଡିକ ମଧ୍ୟରେ ଚୟନ କରାଯାଇଛି, ଯାହା ଇନ୍ସୁଲିନ ଓ ଅନ୍ୟାନ୍ୟ ତରଳ…