Browsing Category
News
ଭାରତୀୟ ସୁନା ଶିଳ୍ପ ପକ୍ଷରୁ ସ୍ୱଚ୍ଛତା ଓ ପାରଦର୍ଶିତା ପାଇଁ ସଂଘ ପ୍ରତିଷ୍ଠା
ଭୁବନେଶ୍ୱର: ଭାରତୀୟ ସୁନା ଶିଳ୍ପ ପକ୍ଷରୁ ଇଣ୍ଡିଆନ୍ ଆସୋସିଏଶନ ଫର୍ ଗୋଲ୍ଡ ଏକ୍ସିଲେନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡସ (ଆଇଏଜିଇଏସ) ର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ସେଲ୍ଫ-ରେଗୁଲେଟୋରୀ ଅର୍ଗାନାଇଜେଶନ (ଏସ୍ଆର୍ଓ) ଯାହା ଭାରତୀୟ ସୁନା ଶିଳ୍ପ ଦ୍ୱାରା, ଭାରତୀୟ ସୁନା ଶିଳ୍ପ…
ଅତ୍ୟାଧୁନିକ HRMIS ବ୍ୟବସ୍ଥା ସହିତ ଗାମ୍ବିଆରେ ନିଜର ଦକ୍ଷତା ଦେଖାଉଛି ସିଏସଏମ ଟେକ
ଭୁବନେଶ୍ୱର, 8 ଅଗଷ୍ଟ 2024: ଆଫ୍ରିକାର ବ୍ୟବସାୟିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଭାରତୀୟ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍, ଏକ ଭିନ୍ନ ତଥା ଅତ୍ୟାଧୁନିକ ମାନବ ସମ୍ବଳ ପରିଚାଳନା ସୂଚନା ପ୍ରଣାଳୀ (HRMIS) ସହାୟତାରେ ଗାମ୍ବିଆରେ ଶାସନ ପରିଚାଳନା କ୍ଷେତ୍ରରେ ଏକ!-->…
ରିଲାଏନ୍ସ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ୧ ଲକ୍ଷ ୮୬ ହଜାର କୋଟି ଟଙ୍କାରୁ ଅଧିକ ଟିକସ ଦେଇଛି
ଭୁବନେଶ୍ୱର : ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ମୋଟ ୧,୮୬,୪୪୦ କୋଟି ଟଙ୍କା ଜମା କରିଛି। ଗତ ବର୍ଷ ତୁଳନାରେ ଏହା ୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।ଦେଶର!-->…
ତୃଣମୂଳସ୍ତରରେ ହେବ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ଦୃଢ଼ୀକରଣ, ପୁରୀରେ ବିକଶିତ ହେବ ଗୁଣାତ୍ମକ ରୋଗୀକୈନ୍ଦ୍ରିକ…
- ଏମ୍ସ ଭୁବନେଶ୍ୱର, ଆଇସିଏମଆର, ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପୁରୀରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ- ଭାରତର ପାଞ୍ଚଟି ଜିଲ୍ଲାରେ ଜାତୀୟ ପ୍ରାଥମିକତା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ଆଇସିଏମ୍ଆର୍
ଭୁବନେଶ୍ୱର, ୦୭/୦୮/୨୦୨୪: ଉନ୍ନତ ଜରୁରୀକାଳୀନ!-->!-->!-->…
ଭାରତର ଏକ ଅଗ୍ରଣୀ ସାହିତ୍ୟିକ ମହୋତ୍ସବ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ସିଇଓ ଭାବରେ ଶ୍ରୀଯୁକ୍ତ ଅଶୋକ ବଳ, ପୂର୍ବତନ…
ଭୁବନେଶ୍ୱର: ପ୍ରଶାସନିକ ଅଧିକାରୀ କର୍ପୋରେଟ ମୁଖ୍ୟ ତଥା ସୁଲେଖକ ଶ୍ରୀଯୁକ୍ତ ଅଶୋକ ବଳ, ଭାରତର ଏକ ଅଗ୍ରଣୀ ସାହିତ୍ୟିକ ମହୋତ୍ସବ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ ଯୋଗଦାନ । କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ)ର ପ୍ରତିଷ୍ଠାତା!-->…
ଆମାଜନ ପ୍ରାଇମ ଡେ ୨୦୨୪ ଭାରତର ସବୁଠାରୁ ବଡ ପ୍ରାଇମ ଡେ ଇଭେଂଟ
ଭୁବନେଶ୍ୱର : ଆମାଜନ ଇଣ୍ଡିଆ ପକ୍ଷରୁ ଏହାର ‘ପ୍ରାଇମ ଡେ ୨୦୨୪’କୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରାଇମ ଡ଼େ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ପୂର୍ବ ପ୍ରାଇମ ଡେ ଇଭେଂଟ ତୁଳନାରେ ଏହି ଦୁଇ ଦିନିଆ ଇଭେଂଟରେ ରେକର୍ଡ ସଂଖ୍ୟକ ବିକ୍ରି ଏବଂ ଅଧିକ ସାମଗ୍ରୀ ବିକ୍ରି ହୋଇଛି । ଖାଲି ସେତିକି…
ବେଆଇନ କାରବାରର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ସମ୍ମିଳନୀ ଅୟୋଜିତ
ଭୁବନେଶ୍ୱର: ନିକଟରେ ଆୟୋଜିତ ଏସିଆ ସିକ୍ୟୁରିଟି: ଆଂଟି-କାଉଂଟରଫିଟିଙ୍ଗ, ଟ୍ରେଡମାର୍କ ଆଣ୍ଡ ବ୍ରାଣ୍ଡ ପ୍ରୋଟେକ୍ସନ କନ୍ଫରେନ୍ସରେ ଫିଲିପ ମୋରିସ୍ ଇଂଟରନ୍ୟାଶନାଲ (ପିଏମ୍ଆଇ)ର ଇଲିସିଟି ଟ୍ରେଡ୍ ପ୍ରିଭେନ୍ଶନ ବିଭାଗର ମୁଖ୍ୟ ରୋଡ୍ନି ଭାନ୍ ଦୁରେନ ନିଜ ଅଭିଭାଷଣରେ ବେଆଇନ କାରବାରର…
ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନେକ ଭାରତୀୟ ଆଥଲେଟଙ୍କୁ ଇଣ୍ଡିଆ ହାଉସରେ ସ୍ୱାଗତ କଲେ ନୀତା ଅମ୍ବାନୀ
ପ୍ୟାରିସ୍, ଅଗଷ୍ଟ ୬, ୨୦୨୪: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ତାରକା ମହିଳା ସୁଟର ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନେକ ଭାରତୀୟ ଆଥଲେଟ୍ ଇଣ୍ଡିଆ ହାଉସରେ ପହଞ୍ଚି ଭାରତୀୟତାର ଉତ୍ସବ ମନାଇଛନ୍ତି। ନୀତା ଅମ୍ବାନୀ ଖେଳାଳିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ!-->…
ଜୋମାଟୋ ପକ୍ଷରୁ ଭୁବନେଶ୍ୱରରେ ‘ଡେଲିଭରୀ ପାର୍ଟନର୍ସ ଡେ’ ପାଳନ
ଭୁବନେଶ୍ୱର: ଭାରତର ଫୁଡ୍ ଅର୍ଡରିଙ୍ଗ ଓ ଡେଲିଭରି ପ୍ଲାଟ୍ଫର୍ମ, ଜୋମାଟୋ ପକ୍ଷରୁ ନିକଟରେ ଭୁବନେଶ୍ୱରର ହୋଟେଲ ଶୁଭମ ଗ୍ରାଣ୍ଡ୍ଠାରେ ଏହାର ‘ଡେଲିଭରୀ ପାର୍ଟନର୍ସ ଡେ’ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସିପି ରମେଶ ଚନ୍ଦ୍ର ବିଶ୍ନୋଇ ଯୋଗ ଦେଇଥିଲେ । ‘ଡେଲିଭରୀ…
ଆବଟ୍ ଓ ୱାଇଆର୍ଜିକେୟାର ପକ୍ଷରୁ ଭାରତରେ ଇନୋଭେଟିଭ ଆଉଟ୍ରିଚ ସେଂଟର ଉଦ୍ଘାଟିତ
ଭୁବନେଶ୍ୱର: ଆବଟ ଏବଂ ଏକ ଅଗ୍ରଣୀ ଅଣଲାଭକାରୀ ସଂସ୍ଥା ୱାୟାର୍ଜିକେୟାର ପକ୍ଷରୁ ଏଚ୍ଆଇଭିର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂତନ ସେଂଟର୍ର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ଏଚ୍ଆଇଭି କିମ୍ବା ଅନ୍ୟାନ୍ୟ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକରେ…