Browsing Category
News
ଜୋମାଟୋ ପକ୍ଷରୁ ଭୁବନେଶ୍ୱରରେ ‘ଡେଲିଭରୀ ପାର୍ଟନର୍ସ ଡେ’ ପାଳନ
ଭୁବନେଶ୍ୱର: ଭାରତର ଫୁଡ୍ ଅର୍ଡରିଙ୍ଗ ଓ ଡେଲିଭରି ପ୍ଲାଟ୍ଫର୍ମ, ଜୋମାଟୋ ପକ୍ଷରୁ ନିକଟରେ ଭୁବନେଶ୍ୱରର ହୋଟେଲ ଶୁଭମ ଗ୍ରାଣ୍ଡ୍ଠାରେ ଏହାର ‘ଡେଲିଭରୀ ପାର୍ଟନର୍ସ ଡେ’ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସିପି ରମେଶ ଚନ୍ଦ୍ର ବିଶ୍ନୋଇ ଯୋଗ ଦେଇଥିଲେ । ‘ଡେଲିଭରୀ…
ଆବଟ୍ ଓ ୱାଇଆର୍ଜିକେୟାର ପକ୍ଷରୁ ଭାରତରେ ଇନୋଭେଟିଭ ଆଉଟ୍ରିଚ ସେଂଟର ଉଦ୍ଘାଟିତ
ଭୁବନେଶ୍ୱର: ଆବଟ ଏବଂ ଏକ ଅଗ୍ରଣୀ ଅଣଲାଭକାରୀ ସଂସ୍ଥା ୱାୟାର୍ଜିକେୟାର ପକ୍ଷରୁ ଏଚ୍ଆଇଭିର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂତନ ସେଂଟର୍ର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ଏଚ୍ଆଇଭି କିମ୍ବା ଅନ୍ୟାନ୍ୟ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକରେ…
ସିପଲା ପକ୍ଷରୁ ସୁସ୍ଥ ଫୁସ୍ଫୁସ୍ ପାଇଁ ବ୍ରେଥ୍ଫ୍ରି ମନ୍ସୁନ ଯାତ୍ରା
ଭୁବନେଶ୍ୱର: ବର୍ଷା ଋତୁ ଆସିବା ସହ ଏହା ଆମର ଶ୍ୱାସକ୍ରିୟା ପାଇଁ ଅନେକ ଗୁଡାଏ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଥାଏ । ବର୍ଦ୍ଧିତ ଆର୍ଦ୍ରତା ଓ ଓଦାପଣ ଫୁସ୍ଫୁସର ସ୍ଥିତିକୁ ଖରାପ କରିପାରେ, ବର୍ଷର ଏଭଳି ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ । ଏହାକୁ…
ପୋକୋ ପକ୍ଷରୁ ଏମ୍୬ ପ୍ଲସ୍ ୫ଜି ଓ ବଡ୍ସ ଏକ୍ସ୧ ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର କଞ୍ଜ୍ୟୁମର ଟେକ୍ ସ୍ପେଶ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସହ ସମକକ୍ଷ ଏକ ବ୍ରାଣ୍ଡ ପୋକୋ ପକ୍ଷରୁ ଏହାର ଏମ୍-ସିରିଜ ଶୃଙ୍ଖଳାରେ ନୂଆ ପୋକୋ ଏମ୍୬ ପ୍ଲସ୍ ୫ଜିର ଶୁଭାରମ୍ଭ କରାଯାଇଛି । ଏମ୍୬ ପ୍ରୋର ସଫଳତା ଉପରେ ନିର୍ମିତ ଏମ୍୬ ପ୍ଲସ୍ ୫ଜିରେ ରିଙ୍ଗ୍ ଫ୍ଲାଶ ଡିଜାଇନ…
୧୨,୯୯୯ଟଙ୍କା ମୂଲ୍ୟରେ ଓପୋ କେ୧୨ଏକ୍ସ ୫ଜି ଉନ୍ମୋଚିତ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ କେବଳ ୧୨,୯୯୯ ଟଙ୍କାରେ ଏହାର ସେଗ୍ମେଂଟ୍ର ସବୁଠାରୁ ମଜବୁତ ସ୍ମାର୍ଟଫୋନ୍ କେ୧୨ଏକ୍ସ ୫ଜିର ଶୁଭାରମ୍ଭ କରାଯାଇଛି । ଏହି ଡିଭାଇସ ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା ବ୍ରିଜ ବ୍ଲୁ ଓ ମିଡ୍ନାଇଟ ଭାୟୋଲେଟ୍ରେ ଉପଲବ୍ଧ ହେଉଛି ଏବଂ ଏହା ଓପୋ ଇ-ଷ୍ଟୋର୍ ଓ…
ଭାରତରେ ଅଲ୍-ନ୍ୟୁ ବିଏମଡବ୍ଲୁ ୫ ସିରିଜ ଲଙ୍ଗ୍ ହ୍ୱିଲ୍ବେସ୍ର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଦେଶରେ ଅଲ୍-ନ୍ୟୁ ବିଏମଡବ୍ଲୁ୫ ସିରିଜ ଲଙ୍ଗ୍ ହ୍ୱିଲ୍ବେସ୍ର ଶୁଭାରମ୍ଭ କରାଯାଇଛି । ଏହି କାର୍କୁ ଭାରତରେ ବିଏମଡବ୍ଲୁ ଡିଲରସିପ୍ଗୁଡିକରେ ଏବଂ ଙ୍ଗଙ୍ଗଙ୍ଗ.ଭଜ୍ଞଙ୍ଗ.ସଦ୍ଭ ରେ ବୁକ୍ କରାଯାଇପାରିବ । ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବର ୨୦୨୪ରୁ…
ଭାରତରେ ନ୍ୟୁ ମିନି କୁପର ଏସ ଓ ଅଲ୍-ଇଲେକ୍ଟ୍ରିକ ମିନି କଂଟ୍ରିମ୍ୟାନର ଶୁଭାରମ୍ଭ
ଭୁବନେଶ୍ୱର: ନୂଆ ମିନି କୁପର ଏସ ଓ ନୂଆ ଅଲ୍-ଇଲେକ୍ଟ୍ରିକ ମିନି କଂଟ୍ରିମ୍ୟାନ୍ର ଶୁଭାରମ୍ଭ ସହିତ ଭାରତରେ ଏକ ନୂଆ ଘରର ସନ୍ଧାନ କରିଛି ନୂଆ ମିନି ପରିବାର । ଏହି କାର୍ଗୁଡିକ କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ସମସ୍ତ ମିନି…
ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା
ଭୁବନେଶ୍ୱର, ୦୫/ ୦୮: ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ!-->…
ଭାରତରେ ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆ ପକ୍ଷରୁ ଏହାର ଫାର୍ଷ୍ଟ ଇଲେକ୍ଟ୍ରିକ ଅଫରିଂ ଅଲ୍-ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ କରାଯାଇଛି ଯାହାକି ଭାରତର ପ୍ରଥମ ପ୍ରିମିୟମ ଇଲେକ୍ଟ୍ରିକ ସ୍କୁଟର ଅଟେ । ଏହି ଅର୍ବାନ ଇଲେକ୍ଟ୍ରିକ ସ୍କୁଟର କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ୍…
ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪
ଭୁବନେଶ୍ଵର, ଅଗଷ୍ଟ ୦୪, ୨୦୨୪: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ 'ଏକ୍ସିଡ୍!-->…