Browsing Category
News
ଇସରାଏ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚାର୍ଟରିଙ୍ଗ୍ ସେରିମନି ପାଳିତ
ଭୁବନେଶ୍ୱର,: ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଙ୍ଗ୍ ଆଣ୍ଡ ଏୟାର କଣ୍ଡିସ୍ନିଂ ଇଞ୍ଜିନିୟର୍ସ (ଆଇଏସ୍ଏଚ୍ଏଆର୍ଏଇ) ଭୁବନେଶ୍ୱର ଚାପ୍ଟର ଗର୍ବର ସହିତ ଏହାର ଚାର୍ଟରିଂ ସେରିମନିର ଆୟୋଜନ କରିଛି, ଯାହା ରାଜ୍ୟରେ ଏହାର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରା କ୍ଷେତ୍ରରେ ଏକ!-->!-->!-->…
କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିଜର ରିଟେଲ ପାର୍ଟନରଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ
ଭୁବନେଶ୍ୱର: ହରି କ୍ରିଷ୍ଣା ଗ୍ରୁପ୍ର କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ସମ୍ମାନିତ ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକର ଆୟୋଜନ କରାଯାଇଥିଲା । ଏହି ଏକତ୍ରିକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍ନା ଏକ୍ସକ୍ଲୁସିଭ…
ଷ୍ଟାର ହେଲ୍ଥ ଇନ୍ସୁରାନ୍ସ ପକ୍ଷରୁ ହୋମ୍ ହେଲ୍ଥ କେୟାର ସର୍ଭିସ୍
ଭୁବନେଶ୍ୱର: ଅଗ୍ରଣୀ ହେଲ୍ଥ ଇନ୍ସୁରାନ୍ସ କମ୍ପାନୀ, ଷ୍ଟାର ହେଲ୍ଥ ଆଣ୍ଡ ଆଲାଇଡ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ (ଷ୍ଟାର ହେଲ୍ଥ ଇନ୍ସୁରାନ୍ସ) ଦେଶବ୍ୟାପୀ ୫୦ରୁ ଅଧିକ ସହରରେ ନିଜର ହୋମ୍ ହେଲ୍ଥ କେୟାର ସେବାର ଶୁଭାରମ୍ଭ କରିଛି । ଏହି ଅତ୍ୟଧିକ ବ୍ୟକ୍ତିଗତ ଗ୍ରାହକ-କୈନ୍ଦ୍ରିକ ଉତ୍ପାଦ…
ଇଇଏସ୍ଏଲ୍ ପକ୍ଷରୁ ଚ୍ୟାନେଲ ପାର୍ଟନରଙ୍କ ସହ ବୈଠକ ଆୟୋଜିତ
ଭୁବନେଶ୍ୱର: ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ସରକାରୀ କ୍ଷେତ୍ରର ଏକ ଯୁଗ୍ମ ଉଦ୍ୟୋଗ, ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ (ଇଇଏସ୍ଏଲ୍) ପକ୍ଷରୁ ଭୁବନେଶ୍ୱରରେ ଏକ ଚ୍ୟାନେଲ ପାର୍ଟନର୍ସ ପ୍ରୋଗ୍ରାମ (ସିପିପି)ର ଆୟୋଜନ ନକରାଯାଇଛି । ଯାହାକି ଭାରତରେ ଶକ୍ତି ଦକ୍ଷ ଆପ୍ଲାଏନ୍ସଗୁଡିକର…
ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍ଭି ଏରୋ; ୟୁଏସ୍ଏରେ ୧୪…
ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…
ଟ୍ରେଣ୍ଡ୍ସ ‘ରଜ ମୌଜ ୨୦୨୪’ ପ୍ରତିଯୋଗିତାର ବିଜେତା ହେଲେ ସମ୍ମାନିତ
ବାଲେଶ୍ୱରର ଭାଗ୍ୟଶ୍ରୀ ଦାସ ଓ ଭଦ୍ରକର ରିଙ୍କିରାଣୀ ସାହୁ ଟ୍ରେଣ୍ଡସ୍ ରଜ ମୌଜ ୨୦୨୪ ବେଷ୍ଟ ରଜ ଲୁକ୍ସ ପ୍ରତିଯୋଗିତାରେ ଯଥାକ୍ରମେ ସେଲ୍ଫି ଓ ରିଲ୍ସ ବର୍ଗରେ ପ୍ରଥମ ପୁରସ୍କାର ଜିତିଛନ୍ତି
ଭୁବନେଶ୍ୱର, ୨୯ ଜୁନ୍ ୨୦୨୪: ରିଲାଏନ୍ସ ରିଟେଲର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ!-->!-->!-->…
ସିଆଇଆଇ ‘ଫାର୍ମ ୨ ଫୋର୍କ’ର ୧୦ମ ସଂସ୍କରଣରେ କୃଷି ରପ୍ତାନିରେ ଉନ୍ନତିର ସମ୍ଭାବନା ଉପରେ ଆଲୋକପାତ
ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା ଏକ!-->…
ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସର୍ବୋତମ କ୍ୟାନ୍ସର ଚିକିତ୍ସା ପାଇଁ ମାର୍ଗ ପ୍ରସ୍ତୁତ କରିଛି ଓଡିଶା
ଭୁବନେଶ୍ୱର: ପାର୍ଟନର୍ସିପ ଟୁ ଫାଇଟ୍ କ୍ରୋନିକ୍ ଡିଜିଜ୍ (ପିଏଫ୍ସିଡି) ପକ୍ଷରୁ ଓଡିଶାରେ ବୃଦ୍ଧି ପାଉଥିବା କ୍ୟାନ୍ସର ରୋଗର ମୁକାବିଲା ପାଇଁ ପ୍ରତିଷ୍ଠିତ ଚିକିତ୍ସା ବିଶେଷଜ୍ଞଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ବିଶିଷ୍ଟ ଅନ୍କୋଲୋଜିଷ୍ଟ ଏବଂ ଉତ୍କଳ ହସ୍ପିଟାଲର…
ମୁଖ୍ୟମନ୍ତ୍ରୀ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୁଣିଲେ ଅଭିଯୋଗ, ତୁରନ୍ତ ସମାଧାନ କଲେ
କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନଅସୁସ୍ଥ ଉର୍ମିଳା, ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନେ ଓ ଆହୁରି ଅନେକ ମୁଖ୍ୟମନ୍ତ୍ରୀଙ୍କ ଭରଷା ପାଇ ଖୁସି ମନରେ ଫେରିଲେ
ଭୁବନେଶ୍ଵର, ୨୫/୦୬/୨୦୨୪ : ସବୁଦିନ ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ!-->!-->!-->…
ମେଡଟେକ୍ ରେ ଭାରତର ପରବର୍ତ୍ତୀ ଲମ୍ପ: MISSO ର ଶୁଭାରମ୍ଭ – ମେରିଲ ଦ୍ଵାରା ବୈପ୍ଳବିକ ଆଣ୍ଠୁ ପ୍ରତିରୋପଣ ରୋବଟ
ଭାରତର ଚିକିତ୍ସା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଏକ ତ୍ୱରାନ୍ୱିତ ଅଗ୍ରଗତିରେ, ମେରିଲ୍ ଗୌରବର ସହିତ MISSO କୁ ଉନ୍ମୋଚନ କରିଛି, ଯାହା ଅସ୍ଥିଶଲ୍ୟ ଅସ୍ତ୍ରୋପଚାରର ଦୃଶ୍ୟପଟକୁ ରୂପାନ୍ତର କରିବା ପାଇଁ ଏକ ସ୍ୱଦେଶୀ ବିକଶିତ ଆଣ୍ଠୁ ପ୍ରତିରୋପଣ ରୋବଟ୍ ସେଟ୍ ଅଟେ। ଏହି ଅତ୍ୟାଧୁନିକ ଜ୍ଞାନ…