Browsing Category
News
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଚାରିକାନ୍ଧ’
ଭୁବନେଶ୍ଵର,୨୬/୦୨:ଆସନ୍ତାକାଲି ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଚାରିକାନ୍ଧ' । ୪୬ ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ୨୨ରୁ ଅଧିକ ସ୍ଥାନରେ ପୁରସ୍କୃତ ହୋଇଥିବା ଭାରତର ପ୍ରଥମ ମିଡ଼ ଲେନଥ ଫିଲ୍ମ ଅଟେ । ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ଏବେ ରାଜ୍ୟରେ!-->…
ଟିପିସିଓଡିଏଲ୍ର ‘ବିଲ୍ ପେ ଆଣ୍ଡ୍ ୱିନ୍’ ସ୍କିମ୍’: ଭୁବନେଶ୍ୱରର ୯୦ ଜଣ ଉପଭୋକ୍ତା ପାଇଲେ ଆକର୍ଷଣୀୟ ପୁରସ୍କାର
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଭୁବନେଶ୍ୱରରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ସର୍କଲ-୧ ର ୯୦…
Job Opportunity in Trident : ଟ୍ରାଇଡେଂଟ ଲିମିଟେଡ ପକ୍ଷରୁ ବଡ ନିଯୁକ୍ତି ସୁଯୋଗ ଘୋଷଣା
(Job Opportunity in Trident): ଭାରତର ପ୍ରତିଷ୍ଠିତ କମ୍ପାନୀ ଟ୍ରାଇଡେଂଟ ଲିମିଟେଡ୍ ପକ୍ଷରୁ ଏକ ବଡ଼ ଧରଣର ନିଯୁକ୍ତି ସୁଯୋଗ ଘୋଷଣା କରାଯାଇଛି। କମ୍ପାନୀ ନିଜର ଉତ୍ପାଦନ ବିଭାଗରେ ୩୦୦୦ରୁ ଅଧିକ ନୂଆ ନିଯୁକ୍ତି ଦେବାକୁ ଯାଉଛି। ବୟନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ବଢ଼ାଇବା ଏବଂ ରୋଜଗାର…
୨୨୫ କୋଟିର ଗଞ୍ଜେଇ ତେଲ ଜବତ,କୋରାପୁଟ ଜିଲ୍ଲା ପୋଲିସକୁ ବଡ଼ ସଫଳତା
କୋରାପୁଟ,୨୬/୦୨:ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍ ଉପରେ ଚଢ଼ାଉ କରି ୧୮୦ ଲିଟରରୁ!-->…
ଜୀବନ ଓ ଜୀବିକାକୁ ସୁଦୃଢ଼ କରିବା ପାଇଁ ଆଦିବାସୀ ସମୁଦାୟଙ୍କର ସାମୁହିକ ସଙ୍କଳ୍ପ
ରାୟଗଡ଼ା: ବିଷମକଟକରେ ତିନି ଦିନ ଧରି ଆୟୋଜିତ ଗ୍ରାମୀଣ ଚର୍ଚ୍ଚା-୨୦୨୬ ଉତ୍ସାହ ଓ ଆଶାଭରା ପରିବେଶରେ ଶେଷ ହୋଇଛି। ଏଥିରେ ଆଦିବାସୀଙ୍କ ଜୀବନ ଓ ସେମାନଙ୍କର ଜୀବିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡିଶା ସମେତ ୭ଟି ରାଜ୍ୟର ଆଦିବାସୀ ସମୁଦାୟଙ୍କ ନେତୃବୃନ୍ଦ, ମହିଳା ଓ ଯୁବବର୍ଗ ଏକତ୍ରିତ ହୋଇ…
Instagram : ଇନଷ୍ଟାଗ୍ରାମର ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ମାଇଲଷ୍ଟୋନ୍ । ଡୋନାଲ୍ଡ ଟ୍ରମ୍ପଙ୍କୁ କାଟି ଇନଷ୍ଟାଗ୍ରାମରେ ହେଲେ ନମ୍ବର ୱାନ୍- ୧୦କୋଟି ଟପିଲା ମୋଦୀଙ୍କ ଫଲୋଅର୍ସ ସଂଖ୍ୟା।ଗତ ଦଶନ୍ଧି ମଧ୍ୟରେ, ତାଙ୍କ ଆକାଉଣ୍ଟ ବିଶ୍ୱ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଡିଜିଟାଲ୍ ସ୍ଥାନ ମଧ୍ୟରୁ ଗୋଟିଏ!-->…
Manipal Hospital Bhubaneswar: ଲିଭର ଟ୍ରାନ୍ସପ୍ଲାଣ୍ଟ୍ ରେ ନୂତନ ମାଇଲଷ୍ଟୋନ୍
ଭୁବନେଶ୍ୱର : ମଣିପାଲ ହସ୍ପିଟାଲ ଭୁବନେଶ୍ୱର(Manipal Hospital Bhubaneswar) ପକ୍ଷରୁ ଏକ ପ୍ରେସ୍ ମିଟ୍ ଆୟୋଜିତ ହୋଇଥିଲା, ଯେଉଁଥିରେ ବର୍ଷୋଧିକ କ୍ଲିନିକାଲ୍ ଅନୁଭବ ଓ ଦକ୍ଷତା ଆଧାରିତ ଲିଭର ପ୍ରତ୍ୟାରୋପଣ କ୍ଷେତ୍ରରେ ହସ୍ପିଟାଲର ସ୍ଥାନକୁ ପୁନଃ ଉଲ୍ଲେଖ କରାଯାଇଥିଲା।
ଏହି…
ଆସନ୍ତା ମାର୍ଚ୍ଚ 2 ତାରିଖରେ ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ,ସମୟ ଓ ଶୁଭବେଳା
ପୁରୀ,୨୬/୦୨:ଆସନ୍ତା ମାର୍ଚ୍ଚ 2 ତାରିଖ ସୋମବାର ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ,ସମୟ ଓ ଶୁଭବେଳା। ଆସନ୍ତା ମାର୍ଚ୍ଚ 2 ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ!-->…
ସୋଆ(SOA)ରେ ଏକ ଦିବସୀୟ ‘ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା (NSS) ଏବଂ ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬(Viksit Bharat Youth…
Rajya Sabha Election: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି
ଭୁବନେଶ୍ଵର,୨୬/୦୨:ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ(Rajya Sabha Election) ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ମାର୍ଚ୍ଚ ୫!-->…