Browsing Category
News
ଆଇଆଇଟି ଭୁବନେଶ୍ୱର-ଡିଆରଡିଓ ସହବନ୍ଧନ କିକ୍-ଅଫ୍ ବୈଠକ ଆୟୋଜିତ
ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠାର ସମ୍ଭାବନା ସଂକ୍ରାନ୍ତରେ ଅନୁଶୀଳନ
ଭୁବନେଶ୍ୱର, ୭ ମଇ ୨୦୨୪: ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ!-->!-->!-->…
ଆମ୍ରି ହସ୍ପିଟାଲ ପରିସରରେ ଏକ ଲିଭର କ୍ଲିନିକ ର ଶୁଭାରମ୍ଭ
ଭୁବନେଶ୍ଵର : ପୂର୍ବ ଭାରତର ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଆମ୍ରି ହସ୍ପିଟାଲ ଜନସାଧାରଣଙ୍କୁ ସେବା ଯୋଗାଇବା ନିମନ୍ତେ ପୁଣି ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ଆମ୍ରି ହସ୍ପିଟାଲ ପରିସରରେ ଏକ ଲିଭର କ୍ଲିନିକର ଶୁଭାରମ୍ଭ କରିଛି। ଏଠାରେ ଆସନ୍ତା ମେ ୮ ତାରିଖରେ ଏକ ମାଗଣା ଯକୃତ!-->!-->!-->…
ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳିତ
ଭୁବନେଶ୍ୱର, ମଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଗତ ଏପ୍ରିଲ୍ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ!-->…
ଜଳ ସଂରକ୍ଷଣ ପାଇଁ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ୱାକାଥନ
ଭୁବନେଶ୍ୱର: "ଜଳ ସଂଚୟ’ ଏବଂ ପାନୀୟ ଜଳର ସଠିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ମେ ୧ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲ ଏକ ୱାକାଥନ ଆୟୋଜନ କରିବାକୁ ଯାଉଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜଡ଼ିତ ରହି ଏକ ସୁସ୍ଥ ତଥା ଅଧିକ ସମାବେଶୀ!-->!-->!-->…
ଭୁବନେଶ୍ୱରରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ
ଭୁବନେଶ୍ୱର,୨୭ ଏପ୍ରିଲ ୨୦୨୪: ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍ଜି (ମୋରିସ୍ ଗ୍ୟାରେଜେସ୍) ଏମ୍ଜି କୋମେଟ ଇଭି ଓ ଜେଡ୍ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ!-->…
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ପରିବାରର ଉତମ ସ୍ୱାସ୍ଥ୍ୟ ପାଇଁ ଆଲମଣ୍ଡ ଅତି ଲାଭଜନକ
ଭୁବନେଶ୍ୱର, ୨୫ ଏପ୍ରିଲ ୨୦୨୪: ଜୀବନର ବ୍ୟସ୍ତତା ମଧ୍ୟରେ ଆମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଆମକୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ପ୍ରୋତ୍ସାହିତ କରିଥାଏ, ଯାହା ଆମର ସାମଗ୍ରିକ ସୁସ୍ଥତା, ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ । ‘ସ୍ନାକ୍ ସ୍ମାର୍ଟ ଫର୍ ଏ!-->…
ସେମିକଣ୍ଡକ୍ଟର କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ କେନ୍ସ ସେମିକନ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ୨୫/୪: ସେମିକଣ୍ଡକ୍ଟର କ୍ଷେତ୍ରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ସାର୍ଟିଫିକେଟ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ମହୀଶୂରରେ ସ୍ଥିତ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ (କେଟିଆଇଏଲ୍) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।!-->…
ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍
ଭୁବନେଶ୍ୱର, ୨୫/୦୪/୨୦୨୪: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍ ଷ୍ଟ୍ରୋକ୍!-->…
‘ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ହେଉଛି ନିର୍ମାଣର ଭବିଷ୍ୟତ’
ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଏହି ଉପାଦେୟ ଉପାଦାନର ବିକାଶ ଏବଂ ପ୍ରୟୋଗ ବିଷୟରେ ବିଶଦ ଆଲୋଚନା
ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର (ଆଇଆଇଟି) ପକ୍ଷରୁ ନିକଟରେ 'ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍-ବିକାଶ ଏବଂ ପ୍ରୟୋଗ'!-->!-->!-->…
କଳିଙ୍ଗ ହସ୍ପିଟାଲ୍ ଲିମିଟେଡ ଓ ଜେନ୍ ଫାଉଣ୍ଡେସନ ମିଳିତ ସହଯୋଗରେ ଅଟିଜିମ୍ ସଚେତନତା ସପ୍ତାହରେ ସ୍ୱାସ୍ଥ୍ୟ ଚେକ୍ ଅପ୍…
ଭୁବନେଶ୍ବର: ଅଟିଜିମ୍ ସଚେତନତା ସପ୍ତାହର ଏକ ଅଂଶ ଭାବରେ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରି କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ଗର୍ବିତ | ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି (ASD) ଥିବା ବ୍ୟକ୍ତିବିଶେଷଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉତ୍ସର୍ଗୀକୃତ | ଏକ ଉତ୍ତମ!-->…