Browsing Category

News

ଏମ୍‌ସ ଭୁବନେଶ୍ୱରକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପୁରସ୍କାର

• ଏସିଆର ୨୮ ପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ଏମ୍‌ସ ଭୁବନେଶ୍ୱରକୁ ପ୍ରଥମ ସ୍ଥାନ ଭୁବନେଶ୍ୱର, ୧୪/୦୩/୨୦୨୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ

ପୁରୀରେ ଖୋଲିଲା ଓୟୋର ପ୍ରଥମ ‘ହୋମ୍ ଷ୍ଟେ’, ଦକ୍ଷ ମାନବ ସମ୍ବଳ ଯୋଗାଇଦେବ ଓଏସଡିଏ

ଭୁବନେଶ୍ୱର/ପୁରୀ, ୧୨ ମାର୍ଚ୍ଚ ୨୦୨୪: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ଓ କଲରାବାଙ୍କ ସ୍ମାର୍ଟ ଗ୍ରାମ ଲୋକାର୍ପଣ

କଲରାବାଙ୍କ,୧୨/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କଠାରେ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିବା ସହ କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ନିଜ

୪୬ ଲକ୍ଷ ଚାଷୀଙ୍କୁ  ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଚାଷୀ ମାନଙ୍କ ଖୁସିରେ ମୁଁ ଖୁସି, ଚାଷୀ ଭାଇଙ୍କ ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି – ମୁଖ୍ୟମନ୍ତ୍ରୀଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀ ମାନଙ୍କୁ ଅର୍ଥିକ ସହାୟତା ଦିଆଯାଉଛି -  5T ଅଧ୍ୟକ୍ଷଗତ ୫ ବର୍ଷରେ ଚାଷୀମାନେ ୧୩,୭୯୩ କୋଟି ଟଙ୍କା କାଳିଆ ସହାୟତା ପାଇଛନ୍ତି

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ଭୁବନେଶ୍ୱର : ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ

ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର, ୦୭/୦୨/୨୦୨୪: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ର ଅବ୍ୟବିହିତ ପୂର୍ବରୁ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଶୀର୍ଷକରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି:ମନ୍ତ୍ରୀ ଭୁବନେଶ୍ୱର, ୦୩.୦୩.୨୦୨୪- ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ-  ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ

ରାଜ୍ୟର Law Officer ମାନଙ୍କର Daily ଓ Retainer Feesରେ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା Non-Cadre Law Officer ମାନଙ୍କର Daily ଓ Retainer Fees ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ Law Officers ଉପକୃତ ହେବେ।

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ଜଏଣ୍ଟ ଭେଞ୍ଚର (ମିଳିତ ଉଦ୍ୟୋଗ) ଗଠନ ଘୋଷଣା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଭାୟାକମ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଏବଂ ୱାଲ୍ଟ ଡିଜନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଘୋଷଣା

ବ୍ୟବସାୟ କରିବାର ସହଜତା ଓ ସୁଗମତା ଦୃଷ୍ଟିରୁ ଓଡିଶା ଅନ୍ୟତମ ସର୍ବୋତମ ରାଜ୍ୟ: ଇପିକଲ ଏମ୍‌ଡି

ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୪ ଆୟୋଜିତ ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୪:  ଇପିକଲ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭୂପେନ୍ଦ୍ର ସିଂହ ପୁନିଆ ଓଡିଶାକୁ ବ୍ୟବସାୟ କରିବାର ଖର୍ଚ୍ଚ ଓ ସୁଗମ ବ୍ୟବସ୍ଥା ଦୃଷ୍ଟିରୁ ଦେଶର ଅନ୍ୟତମ