Browsing Category
News
ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ
କଟକ,୨୬/୦୨:ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଘୋଡ଼ା ନାଚ ଶିଳ୍ପୀ ଡ.ଉତ୍ସବ ଚରଣ ଦାସଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ପରେ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।ଚିକିତ୍ସିତ ଅବସ୍ଥାରେ ଗୁରୁବାର ଭୋର!-->…
ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍
ଭୁବନେଶ୍ଵର,୨୬/୦୨:ପୁଣି ଆଇଗିଣିଆରେ ଅଘଟଣ।ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍ (Clod Storage Pipe) । ଭାଲବ୍ ରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍। ଚାରିଆଡ଼େ ବ୍ୟାପିଲା ଅମୋନିଆ ଗ୍ୟାସ୍ । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀର ଅପରେସନ। ଦୋକାନ ଦୋକାନ ବୁଲି ଲୋକଙ୍କୁ କଲେ ଏଭାକୁଏଟ୍। ୱାଟର!-->…
Swiggy Dineoutର ବଡ଼ ଖାଦ୍ୟ ମହୋତ୍ସବ: ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଭୁବନ ବାମ୍
ଭୁବନେଶ୍ୱର: ଭାରତର ଲୋକପ୍ରିୟ ଫୁଡ୍ ଆପ୍ ‘Swiggy Dineout’ ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ ତଥା ବଡ଼ ଖାଦ୍ୟ ମହୋତ୍ସବ ‘ଗ୍ରେଟ୍ ଇଣ୍ଡିଆନ୍ ରେଷ୍ଟୁରାଂଟ ଫେଷ୍ଟିଭାଲ୍ (GIRF) ୨୦୨୬’ ର ଶୁଭାରମ୍ଭ କରାଯାଇଛି। ଭାରତର ଏହି ସବୁଠାରୁ ବଡ଼ ଡାଇନିଂ ଫେଷ୍ଟିଭାଲ୍ (ବାହାରେ ଖାଇବାର ମହୋତ୍ସବ) ପାଇଁ…
Airtel Payments Bank ପକ୍ଷରୁ ଏନଏଫସି-ବେସଡ ବାଲାନ୍ସ ଅପଡେଟ ଫିଚରର ଶୁଭାରମ୍ଭ
ଭୁବନେଶ୍ୱର : ଏୟାରଟେଲ ପେମେଂଟସ ବ୍ୟାଙ୍କ(Airtel Payments Bank) ପକ୍ଷରୁ ଏହାର ରୁପେ ଅନ-ଦ-ଗୋ କାର୍ଡଗୁଡିକ ପାଇଁ ଏହାର ଇନଷ୍ଟାଂଟ ଏନଏଫସି ବେସଡ ବାଲାନ୍ସ ଅପ୍ଡେଟ(NFC-Based Balance Update) ଫିଚରର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହାକୁ ଏନସିଏମସି ଦ୍ୱାରା ସକ୍ଷମ କରାଯାଇଛି ।…
ଫୋନପେ ପକ୍ଷରୁ ଏଆଇ-ପାୱାର୍ଡ ସର୍ଚ୍ଚ ସୁବିଧାର ଶୁଭାରମ୍ଭ
ଭୁବନେଶ୍ୱର : ଫୋନପେ ପକ୍ଷରୁ ମାଇକ୍ରୋସଫ୍ଟ ଫାଉଣ୍ଡ୍ରି ସହାୟତାରେ ପ୍ରସ୍ତୁତ ଏକ ଏଆଇ-ପାୱାର୍ଡ ‘ନ୍ୟାଚୁରାଲ ଲାଙ୍ଗୁଏଜ ସର୍ଚ୍ଚ’ ଫିଚରର ଶୁଭାରମ୍ଭ କରାଯାଇଛି । ଏହି ଫିଚର ଫୋନପେ ୟୁଜରମାନଙ୍କୁ ସାଧାରଣ ଭାଷାରେ ଟେକ୍ସଟ କିମ୍ବା ଭଏସ କମାଣ୍ଡ ମାଧ୍ୟମରେ ଆପ ଭିତରେ ବିଭିନ୍ନ କାର୍ଯ୍ୟ ଆରମ୍ଭ…
Holi 2026 : ଭୁବନେଶ୍ୱରରେ ଡିଜେ କ୍ୟାଶମିରଙ୍କ ସହ ପାଳନ କରନ୍ତୁ ସନବର୍ଣ୍ଣ ହୋଲି ୱିକେଣ୍ଡ ୨୦୨୬
Holi 2026: ଏହି ମାର୍ଚ୍ଚ ମାସରେ, ବହୁ ପ୍ରତୀକ୍ଷିତ ସନବର୍ଣ୍ଣ ହୋଲି ୱିକେଣ୍ଡ(Sunburn Holi Weekend)ବିଶ୍ୱ ପ୍ରସିଦ୍ଧ ଡିଜେ ତଥା ପ୍ରଯୋଜକ କ୍ୟାଶମିରଙ୍କୁ ଭୁବନେଶ୍ୱରକୁ ଆଣୁଛି । ଶନିବାର, ୭ ମାର୍ଚ୍ଚ ୨୦୨୬ ରେ ୱଣ୍ଡରଲା ଆମ୍ୟୁଜମେଟ୍ ପାର୍କରେ ସେ ତାଙ୍କର ପ୍ରଥମ ପ୍ରଦର୍ଶନ ଦେବେ ।!-->…
ରାଜ୍ୟରେ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ଜାରି,୯୦ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ
ଭୁବନେଶ୍ୱର, ୨୪/୦୨:ଖରିଫ ଋତୁ ୨୦୨୫-୨୬ ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ୮୦% ପ୍ରତିଶତ ଧାନ ସଂଗ୍ରହ କରାଯାଇଥିବା ବେଳେ ୧୩ରୁ ଅଧିକ ଜିଲ୍ଲା ସେମାନଙ୍କ ଧାର୍ଯ୍ୟ ଲକ୍ଷ୍ୟର ୯୦% ଅତିକ୍ରମ!-->…
୨୪ ପର୍ଯ୍ୟନ୍ତ ଆଉ ସରକାର କୁ ଫେରିବନି ବିଜେଡି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର,୨୪/୦୨:ବଜେଟ ସାଧାରଣ ଆଲୋଚନା ସମୟରେ ବିରୋଧୀଙ୍କୁ ଘୋର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।ବିରୋଧି ଦଳ ଚାଷୀଙ୍କ ନାରେ ରାଜନୀତି କରୁଛନ୍ତି। କେବଳ ଚାଷୀଙ୍କ ନାରେ ରାଜନୀତି କରିବାକୁ ଗୃହ କୁ ଅଚଳ କରୁଛନ୍ତି ବିରୋଧୀ। ବିରୋଧି ଦଳର ଭୂମିକା ନିର୍ବାହ ନ କରି କେବଳ ହୋ ହାଲ୍ଲା!-->…
୫ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା
ଭୁବନେଶ୍ଵର,୨୪/୦୨:ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା।ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି।ଯାହାର ପ୍ରଭାବରେ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା!-->…
ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ
ଭୁବନେଶ୍ଵର,୨୪/୦୨:ଆମ ବସ୍ ଦୁର୍ଘଟଣା ରେ ସର୍ବାଧିକ ଭୁବନେଶ୍ୱର ରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକ ରେ ଜଣେ ମୃତ୍ୟୁବରଣ କରିଛନ୍ତି।ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର।ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା,!-->…