Browsing Category

News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ…

ନିମନ୍ତ୍ରଣ ରକ୍ଷା କରି ସେବାୟତ ଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ ଏ କାମ ମହାପ୍ରଭୁଙ୍କ କାମ ପୁରୀ ବାସୀଙ୍କ କାମ. ସେବାୟତ ବନ୍ଧୁ ମାନଙ୍କ କାମ. ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇଦେବେ . ମୁଖ୍ୟମନ୍ତ୍ରୀଆପଣ ଇତିହାସ ରଚିଲେ, ଯୁଗ ଯୁଗ ଧରି ଆପଣଙ୍କ ନାଁ ରହିବ

ଅଲଟିମେଟ୍ ଖୋ ଖୋର ଦିତୀୟ ଦିନରେ ଚେନ୍ନାଇ କ୍ୱିକ୍ ଗନ୍ସ ଏବଂ ଗୁଜରାଟ ଜାଏଂଟ୍ସର ବିଜୟ

କଟକ,୨୫ ଡିସେମ୍ବର, ୨୦୨୩: ସୋମବାର କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ସିଜିନ୍-୨ର ୨ୟ ଦିବସର ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ କୁଇକ ଗନ୍ସ ଏବଂ ତେଲୁଗୁ ଯୋଦ୍ଧାସ୍ ମଧ୍ୟରେ ଦମଦାର ଟକ୍କର ହୋଇଛି । ରାମଜୀ କଶ୍ୟପଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ଵର-ତା୨୫.୧୨.୨୦୨୩- ବିଶିଷ୍ଟ କବି,ପ୍ରବୀଣ ରାଜନେତା,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ୱତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ

ଡିସେମ୍ବର ୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର, ୨୫ ।୧୨: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣର ସେମିଫାଇନାଲ୍‍ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନ୍‌ରୁ ମନୋନୀତ ହୋଇଥିବା ୨୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ

ମାଆ ଓ ଗୁରୁ ସର୍ବଦା ପ୍ରେରଣାର ଉତ୍ସ: ରାଜ୍ୟପାଳ ରଘୁବର ଦାସ

କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ କଲରାବାଙ୍କ, ୨୩ ।୧୨: ବିଶ୍ୱର ଯେତେସବୁ ମହାମାନବ ଓ ସାଧକ ରହିଆସିଛନ୍ତି ସେମାନଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ସେମାନଙ୍କ ମାଆ ଓ ଗୁରୁ । ଆଜି କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ

କଳିଙ୍ଗ ହସ୍ପିଟାଲର ସମ୍ପ୍ରସାରଣର ଅନାବରଣ

ଭୁବନେଶ୍ୱର, ୨୨ ଡିସେମ୍ବର ୨୦୨୩: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କେଏଚ୍‌ଏଲ୍‌) ଭୁବନେଶ୍ୱର ପକ୍ଷରୁ ଏହାର ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉନ୍ମୋଚନ ଏବଂ ସମୁଦାୟରେ ସ୍ୱାସ୍ଥ୍ୟସେବାକୁ


କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୨ ।୧୨: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର ଉଦ୍‍ଘାଟନ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ

ଗୁଣାତ୍ମକ ମାଛ ଜାଆଁଳ ସମ୍ଵନ୍ଧରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମୟୋପଯୋଗୀ ମତ୍ସ୍ୟନୀତି ଏବଂ ଅଭିନବ ପଦକ୍ଷେପ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇ ୨୦୨୨-୨୩ ମସିହରେ ୧୦ ଲକ୍ଷ ଟନ୍‌ରୁ ଊଦ୍ଧ୍ୱର୍ରେ ପହଞ୍ଚିଛି । ରାଜ୍ୟରେ ବର୍ଷିକ ମୁଣ୍ଡପିଛା ମାଛ ଆହରଣ ଗତ ୨୩ ବର୍ଷ ମଧ୍ୟରେ ୭.୭୧

ପ୍ରଥମ ସମ୍ମମ୍ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଘାଟିତ

ଭୁବନେଶ୍ୱର, ଡିସେମ୍ବର ୨୧: ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରଥମ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ହକି ତାରକା ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲ୍ଲୀପ୍ ତିର୍କୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମମ୍‌ର ଏହି

ଟିଟିଲାଗଡରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଉଦଘାଟନ କରିଛନ୍ତି WODC ଅଧ୍ୟକ୍ଷ

ବଲାଙ୍ଗୀର, ୨୦ ଡିସେମ୍ବର ୨୦୨୩ : ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଟିଟିଲାଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଶୁଭ ଉଦଘାଟନ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଏହି ପ୍ରକଳ୍ପ ପାଇଁ ପରିଷଦ ପକ୍ଷରୁ 61.50 ଲକ୍ଷ ଟଙ୍କା