Browsing Category
News
ରାଜ୍ୟରେ ୪୦ଜଣ ସକ୍ରିୟ ମାଓବାଦୀ
ଭୁବନେଶ୍ଵର,୨୩/୦୨:ରାଜ୍ୟରେ ମାଓବାଦୀ ସମସ୍ୟା ଜନିତ ସ୍ଥିତିରେ କ୍ରମାଗତ ଭାବରେ ଉନ୍ନତି ପରିଲକ୍ଷିତ ହୋଇଅଛି | ସାଂପ୍ରତିକ ସ୍ଥିତିରେ କେନ୍ଦ୍ର ସରକାରଙ୍କ Security Related Expenditure (SRE) ଯୋଜନା ଅନୁଯାୟୀ କେବଳ କନ୍ଧମାଳ ଜିଲ୍ଲାକୁ "Other LWE Affected District" ବର୍ଗରେ!-->…
ରାଷ୍ଟ୍ରପତି ଭବନରେ ରାଜାଜୀଙ୍କ ପ୍ରତିମା ସ୍ଥାପନ ଭାରତୀୟ ବୌଦ୍ଧିକ ଐତିହ୍ୟକୁ ପୁନଃପ୍ରତିଷ୍ଠିତ କରିବ –…
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୩/୦୨:ରାଷ୍ଟ୍ରପତି ଭବନ ପରିସରରେ ସୋମବାର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରୀଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ‘ରାଜାଜୀ!-->…
ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଏବେ aiims ଭୁବନେଶ୍ୱରରେ
ଭୁବନେଶ୍ୱର, ୨୩/୦୨/୨୦୨୬: ଓଡ଼ିଶା ଏବଂ ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ପରିଦୃଶ୍ୟକୁ ଏକ ନୂତନ ଦିଶା । ଏମ୍ସ ଭୁବନେଶ୍ୱର ସଫଳତାର ସହିତ ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ(ଲିଭର ଟ୍ରାନ୍ସପ୍ଲାଣ୍ଟ୍) କାର୍ଯ୍ୟକ୍ରମ ସହିତ ଏକ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଆରମ୍ଭ କରିଛି।!-->…
ବଜେଟ ୨୦୨୬-୨୭: ସହରାଞ୍ଚଳ ଗତିଶୀଳତା ପାଇଁ ୪୨୧ କୋଟିର ବ୍ୟୟ ବରାଦ
ଭୁବନେଶ୍ୱର,୨୩/୦୨:ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି ।ରାଜ୍ୟରେ ସହରାଞ୍ଚଳ!-->…
ପାରାଦୀପ ହେବ ସ୍ପୋର୍ଟସ୍ ହବ୍
ଭୁବନେଶ୍ବର, ୨୩/୦୨:ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହିକ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡା ହବ୍ ଭାବେ ଗଢି ତୋଳିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଳ୍ପ, ଦକ୍ଷତା ବିକାଶ ଏବଂ!-->…
୫ ବର୍ଷରେ ଗିରଫ ହୋଇଛନ୍ତି ୩୧୦,ଆକ୍ସନ ମୋଡରେ ଭିଜିଲାନ୍ସ
ଭୁବନେଶ୍ଵର,୨୩/୦୨:ଅଧିକାରୀଙ୍କ ଶିରା ଶିରାରେ ଦୁର୍ନୀତି, ଆକ୍ସନ ମୋଡରେ ଭିଜିଲାନ୍ସ।ବିଗତ 5 ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ 310 ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଆର୍ଥିକ କାରବାରରେ ଅନିୟମିତତାରେ ସମ୍ପୃକ୍ତଭୋଇ ଭିଜିଲାନ୍ସ ଦ୍ୱାରା ଗିରଫ।22 ଜଣ ସରକାରୀ!-->…
ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା,୨ ଦିନ ରାଜ୍ୟରେ ବର୍ଷା
ଭୁବନେଶ୍ଵର,୨୩/୦୨:ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା।୨ ଦିନ ରାଜ୍ୟରେ ବର୍ଷା। ସର୍ଟକ ରହିବାକୁ ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶ।ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ଆଜି ରାଜ୍ୟର!-->…
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ଵର,୨୩/୦୨:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧବାର୍ଷିକୀରେ ଆଜି ୧୨୦ ବାଟାଲିୟନ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ତଥା ରାଜେନ୍ଦ୍ର ନାରାୟଣ!-->…
ରାଷ୍ଟ୍ର ପରିଚାଳନାରେ ନ୍ୟାୟ ଇଞ୍ଜିନ୍ ସଦୃଶ:ନ୍ୟାୟମୂର୍ତୀ ଶଶିକାନ୍ତ ମିଶ୍ର
ଭୁବନେଶ୍ୱର, : ଭାରତର ସମ୍ବିଧାନ ରାଷ୍ଟ୍ରର ନାଗରିକଙ୍କୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି କରିବା ସୁନିଶ୍ଚିତ କରିଛି । ଯାହାଦ୍ୱାରା କି ରାଷ୍ଟ୍ର ନିରନ୍ତର ଭାବରେ ଉଚ୍ଚତର ସ୍ତରକୁ ଯାଇ ସଫଳତା ହାସଲ କରି ପାରିବ ବୋଲି ଶନିବାର ଓଡିଶା…
ଆସନ୍ତାକାଲି ବିଶାଳ ଚାଷୀ ସମାବେଶ,ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ
ଭୁବନେଶ୍ଵର,୨୩/୦୨:ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାର ଙ୍କ ବାହାସ୍ପୋଟ ବିରୁଦ୍ଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ!-->…