Browsing Category
News
ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
ପରିଦର୍ଶନ କଲେ ଓଡିଶା ଷ୍ଟଲ, ବୁଲି ଦେଖିଲେ ବାଲୁକା ଶିଳ୍ପ
ମୁମ୍ବାଇ-ତା. ୨୮.୧୦.୨୦୨୫ : ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ। ଏହା ସର୍ବଦା ଓଡିଶାବାସୀଙ୍କୁ ଅନୁପ୍ରାଣିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି । ଉତ୍କଳର!-->!-->!-->…
ଏମ୍ସ ଭୁବନେଶ୍ୱରରେ ହ୍ୟାଣ୍ଡ୍ ଫ୍ରାକ୍ଚର ଫିକ୍ସେସନ୍ କର୍ମଶାଳା
ଭୁବନେଶ୍ୱର, ୨୪/୧୦/୨୦୨୫: ଏମ୍ସ ଭୁବନେଶ୍ୱର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ, (ଆଇଏସଏସଏଚ୍ ଏବଂ ଏପିଆର୍ଏଏସ୍ଓ)ର ତତ୍ତ୍ୱାବଧାନରେ ଏକ ହ୍ୟାଣ୍ଡ୍ ଫ୍ରାକ୍ଚର ଫିକ୍ସେସନ୍ କର୍ମଶାଳା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ କଙ୍କାଳ ସ୍ଥିରୀକରଣ ଠାରୁ…
ଏନଏସଇ ପକ୍ଷରୁ ମୁହୁରତ ଟ୍ରେଡିଂ ସେଶନ ଆୟୋଜିତ
ଭୁବନେଶ୍ୱର : ଦୀପାବଳିର ଶୁଭ ଅବସରକୁ ପାଳନ କରିବା ପାଇଁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ଗତ ଅକ୍ଟୋବର ୨୧ ତାରିଖ ୨୦୨୫ ଅପରାହ୍ନରେ ଏକ ସ୍ୱତନ୍ତ୍ର ମୁହୁରତ ଟ୍ରେଡିଂ ସେଶନର ପରିଚାଳନା କରାଯାଇଥିଲା । ଏହି ଅଧିବେଶନ ନୂଆ ହିନ୍ଦୁ ଆର୍ଥିକ ବର୍ଷ ବିକ୍ରମ…
ଭାରତର ସୀମା ସୁରକ୍ଷାକୁ ମଜବୁତ କରୁଛି ଓଡ଼ିଶା ଷ୍ଟାର୍ଟଅପ ଆଇଜି ଡ୍ରୋନ୍ସ
ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ଆଇଜି ଡ୍ରୋନ୍ସ ନିକଟରେ ହୋଇଥିବା ଅପରେସନ୍ ସିନ୍ଦୁରରେ ଏକ ରଣନୀତିକ ସହଯୋଗୀ ଭାବେ ଉଭା ହୋଇଥିଲା । ଏହି ଟେକ୍ନୋଲୋଜି ନିୟନ୍ତ୍ରଣ ରେଖା ଏବଂ ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଭାରତର ସୀମା ସୁରକ୍ଷା ଅଭିଯାନକୁ ସମର୍ଥନ କରୁଛି। କମ୍ପାନୀର ଉଚ୍ଚ-କ୍ଷମତା…
ପ୍ରାରମ୍ଭିକ ହସ୍ତକ୍ଷେପ ସହିତ ପିସିଓଏସର ଚିକିତ୍ସା ସମ୍ଭବ
ଭୁବନେଶ୍ୱର: ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ (ପିସିଓଏସ)କୁ ସାଧାରଣତଃ ଅନିୟମିତ ଋତୁସ୍ରାବ, କେଶ ଓ ତ୍ୱଚାରେ ପରିବର୍ତନ, ଓଜନ ବୃଦ୍ଧି କିମ୍ବା ଗର୍ଭଧାରଣରେ ସମସ୍ୟା ଭଳି ଏକ ବ୍ୟକ୍ତିଗତ ସମସ୍ୟା ଭାବେ ବିବେଚନା କରାଯାଇଥାଏ । ଡଚ୍ ଆଣ୍ଡ ଇରାନିଆନ କୋହର୍ଟସର ଯୁଗ୍ମ ଅଧ୍ୟୟନ ଦର୍ଶାଇଛି ଯେ,…
ଏମ୍ସ ଭୁବନେଶ୍ୱର ଭିଆର୍ଡିଏଲ୍କୁ ଭାରତ ସରକାରଙ୍କ ଭାଇରାଲ୍ ଡାଇଗ୍ନୋଷ୍ଟିକ୍ସ ଏବଂ ଗବେଷଣାରେ ଉତ୍କର୍ଷତା କ୍ଷେତ୍ରରେ…
ଭୁବନେଶ୍ୱର : ଭାଇରଲ୍ ଡାଇଗ୍ନୋଷ୍ଟିକ୍ସରେ ଉଚ୍ଚମାନର ନିର୍ଣ୍ଣୟ ସେବା, ଗବେଷଣା ଏବଂ ଗୁଣବତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତ ଏମ୍ସ ଭୁବନେଶ୍ୱରର ଭାଇରାଲ୍ ରିସର୍ଚ୍ଚ ଏବଂ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (ଭିଆର୍ଡିଏଲ୍) କୁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର!-->…
ଜିଓ ପ୍ଲାଟଫର୍ମସର ଦ୍ଵିତୀୟ ତ୍ରୈମାସିକ ନେଟ୍ ଲାଭ ୧୨.୮ ପ୍ରତିଶତ ବୃଦ୍ଧି ସହିତ ୭,୩୭୯ କୋଟି ଟଙ୍କା ହୋଇଛି
ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୫-୨୬ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ସମନ୍ୱିତ ନେଟ ଲାଭରେ ବାର୍ଷିକ ୧୨.୮ ପ୍ରତିଶତ ବୃଦ୍ଧି ପାଇ ୭,୩୭୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ!-->…
ଅନ୍ତିମ ସଂଧ୍ୟାରେ ମେଗା ନାଟକ ରାଷ୍ଟ୍ର ପୁରୁଷ ଅଟଳ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା
ଭୁବନେଶ୍ୱର: ଐତିହାସିକ ରବୀନ୍ଦ୍ର ମଣ୍ଡପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିକୁ ଏକ ଭବ୍ୟ ଓ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଦୁୁଇ ଦିନିଆ ଉତ୍ସବର ପ୍ରଥମ ଦିନରେ କାର୍ଯ୍ୟକ୍ରମ “ଅଟଳନାମା” ଉତ୍ସାହର ସହ ଆରମ୍ଭ ହୋଇଥିଲା…
ଏନଏସଇରେ ୨୦୦କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡ ତାଲିକାଭୁକ୍ତ କରିଛି ସୁରତ ମୁନିସିପାଲ କର୍ପୋରେଶନ
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ସୁରତ ମୁନିସିପାଲ କର୍ପୋରେଶନ (ଏସଏମସି) ଦ୍ୱାରା ଜାରି କରାଯାଇଥିବା ୨୦୦ କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡର ଲିଷ୍ଟିଙ୍ଗ ସମାରୋହ ଆୟୋଜିତ…
ଶ୍ରୀ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ “ନାଟକ ଓ ଚଳଚ୍ଚିତ୍ରର ଆତ୍ମାକୁ ଅନୁସନ୍ଧାନ” ବିଷୟରେ…
ଭୁବନେଶ୍ୱର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଭାଷା ଓ ସାମାଜିକ ବିଜ୍ଞାନ ବିଭାଗ କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ଅନୁଷ୍ଠାନ ଦ୍ୱାରା ଶ୍ରୁତି ଭବନରେ ଏକ ସ୍ପତନ୍ତ୍ର ବକ୍ତୃତା: “ନାଟକ ଓ ଚଳଚ୍ଚିତ୍ରର ଆତ୍ମାକୁ ଅନୁସନ୍ଧାନ” ଶୀର୍ଷକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାନ ନାଟ୍ୟ…