Browsing Category

News

ବେଦାନ୍ତ ଆଲୁମିନିୟମର ବେଦସୁତା ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଗ୍ରାମୀଣ ଜୀବିକାକୁ ତ୍ୱରାନ୍ନିତ କରିଛି

ଭୁବନେଶ୍ୱର: ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫସଲ ମଧ୍ୟରୁ କପା ହେଉଛି ଅନ୍ୟତମ ଏହା କେବଳ କପଡ଼ା ପାଇଁ ବ୍ୟବହୃତ ହୁଏ ନାହିଁ ବଂର ଦେଶର ଆର୍ôଥକ, ସାମାଜିକ ଏବଂ ସାଂସ୍କୃତିକ ପରିଚୟକୁ ବାନ୍ଧି ରଖେ। ଅକ୍ଟୋବର ୭ ତାରିଖକୁ ବିଶ୍ୱ କପା ଦିବସ ଭାବରେ ବିଶ୍ୱବ୍ୟାପୀ ପାଳନ କରାଯାଏ, ଏହି

ଏନଏସଇ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ବ୍ଲକ ଓ ବୋନ ମାରୋ ଟ୍ରାନ୍ସପ୍ଲାଂଟ ସେଂଟର ପାଇଁ ଭୂମି ପୁଜା ଆୟୋଜିତ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ଏହାର ସିଏସଆର ଅଭିଯାନର ଅଂଶ ଭାବେ ନଭି ମୁମ୍ବାଇରେ ଏକ ଉଲ୍ଲେଖନୀୟ ଜି+୧୧-ଷ୍ଟୋରେ କ୍ୟାନ୍‌ସର ହସ୍ପିଟାଲ ପ୍ରକଳ୍ପ ସହିତ ମଲ୍ଟିସ୍ପେଶାଲିଟି ବ୍ଲକ ଓ ୬୦-ବେଡ୍ ବୋନ ମାରୋ ଟ୍ରାନ୍ସପ୍ଲାଂଟ (ବିଏମଟି) ସେଂଟର ପାଇଁ ଟାଟା…

ରାମା ଗ୍ରୁପ ପକ୍ଷରୁ ରାମା ଇକୋର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସବୁଠାରୁ ବିଶ୍ୱସ୍ତ ରିଅଲ୍ ଇଷ୍ଟେଟ୍ ବିକାଶକାରୀଙ୍କ ମଧ୍ୟରୁ ଅନ୍ୟତମ ରାମା ଗ୍ରୁପ୍‌, ରାୟପୁରର ଶଙ୍କର ନଗରରେ ଅବସ୍ଥିତ ଏକ ସ୍ଥାୟୀ ଆବାସିକ ଏବଂ ଖୁଚୁରା ସମ୍ପ୍ରଦାୟ ରାମା ଇକୋର ଶୁଭାରମ୍ଭ କରିଛି । ୫୦ ଏକରରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ, ରାମା ଇକୋ ବାସ୍ତୁ ଅନୁକୂଳ…

ଭୁବନେଶ୍ୱରରେ କିସ୍‌ନା ଡ଼ାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ର ୨ୟ ସ୍ୱତନ୍ତ୍ର ଶୋ’ରୁମ

ଭୁବନେଶ୍ୱର: କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଭୁବନେଶ୍ୱରର ଷ୍ଟାଲ୍‌ୱାର୍ଟ ହାଇଟଠାରେ ଏହାର ୨ୟ ଏକ୍ସକ୍ଲୁସିଭ ଶୋ’ରୁମ ର ଶୁଭାରମ୍ଭ କରାଯାଇଛି । ଏହି ଉଦଘାଟନ ସମାରୋହରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ ।…

ବଟରଫ୍ଲାଇ କାର୍ନିଭାଲ ୨୦୨୫ରେ ଯୁବବର୍ଗଙ୍କ ଉଚ୍ଚକୋଟୀର କଳା ପ୍ରଦର୍ଶନ

ଭୁବନେଶ୍ୱର: ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହାର ବାର୍ସିକ କାର୍ଯ୍ୟକ୍ରମ ସ୍ତାନିୟ ଭଞ୍ଜକଳା ମଣ୍ଡପ ଠାରେ ଛୋଟ ଛୋଟ ପିଲା ମାନଙ୍କର ଉଚ୍ଚକୋଟୀର କଳା ପ୍ରଦର୍ଶନ ସହ ସମ୍ପନ୍ନ ହୋଇଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପିଲା ଏବଂ ମହିଳାଙ୍କର ଏକ ଅବିସ୍ମରଣିୟ ଅଂଶ…

କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ ହେଉଛି ଏକ ସମୟୋଚିତ ପଦକ୍ଷେପ

ଭୁବନେଶ୍ୱର, ୨୭।୯: କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ (କେସିଆଇଏଏମ୍‌)ର କର୍ଟେନ ରେଜର ଏବଂ ଭିଜନର ଶୁଭାରମ୍ଭ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌ର ବିଚାରପତି ଡ. ଜଷ୍ଟିସ୍ ଅବଦୁଲକାୱି ଏ.

ଏନସିଭିଇଟିର ସ୍ୱୀକୃତି: ଦେଶର ପ୍ରଥମ ବହୁମୁଖୀ ବୃହତ ଉଦ୍ୟୋଗ ଭାବେ ଜିନ୍ଦଲ ଷ୍ଟିଲକୁ ମିଳିଲା ଦକ୍ଷତା ପ୍ରମାଣପତ୍ର…

ନୂଆଦିଲ୍ଲୀ : ଦେଶର ପ୍ରଥମ ବୃହତ ବହୁମୁଖୀ ଉଦ୍ୟୋଗ ତଥା ପ୍ରଥମ ସମନ୍ୱିତ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ, ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା (ଆଓ୍ୱାର୍ଡିଂ ବଡି) ଭାବେ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି)ର ସ୍ୱୀକୃତି ହାସଲ କରି ନୂଆ ମାନକ ପ୍ରତିଷ୍ଠା କରିଛି।

ଓଡ଼ିଶା ସୋଲାର ଇଣ୍ଡଷ୍ଟ୍ରି କୁ ନୂତନ ଦିଗ ଦେବ ଗୌତମ ସୋଲାର

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ସୋଲାର ମଡ୍ୟୁଲ ନିର୍ମାତା ଗୌତମ ସୋଲାର ପକ୍ଷରୁ ‘ଗ୍ଲାସ-ଟୁ-ଗ୍ଲାସ (ଜି୨ଜି) ବନମ ଗ୍ଲାସ-ଟୁ-ଟ୍ରାନ୍ସପରେଂଟ-ବ୍ୟାକସିଟ (ଜି୨ଟିବି) ସୋଲାର ମଡ୍ୟୁଲସ୍‌’ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଶ୍ୱେତପତ୍ର (ହ୍ୱାଇଟପେପର)ର ଉନ୍ମୋଚନ କରାଯାଇଛି । ଭୁବନେଶ୍ୱରର…

ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ : ଭାରତର ପୂର୍ବତନ ମୁଖ୍ୟ ବିଚାରପତି

ଭୁବନେଶ୍ୱର, ସେପ୍ଟେମ୍ବର ୨୬: ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଆଗେଇ ଚାଲିଥିବା ବେଳେ ଦେଶ ସମ୍ମୁଖରେ ଏବେ ବି ଅନେକ ଆହ୍ୱାନ ରହିଛି ବୋଲି ଶୁକ୍ରବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତୀ ଗୋପାଳ ବଲ୍ଳଭ ପଟ୍ଟନାୟକ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଜାତୀୟ ଚଳଚିତ୍ର ପୁରସ୍କାରରେ ଦ ସାଇଲେଂଟ ଏପିଡେମିକ ଡକ୍ୟୁମେଂଟାରୀ ସମ୍ମାନିତ

ଭୁବନେଶ୍ୱର: ରାହାଗିରି ଫାଉଣ୍ଡେଶନ ଦ୍ୱାରା ସହ-ପ୍ରଯୋଜିତ ଡକ୍ୟୁମେଂଟାରୀ ଦ ସାଇଲେଂଟ ଏପିଡେମିକ୍‌କୁ ୭୧ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଯାହାକି ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ବେଷ୍ଟ ନନ୍‌-ଫିଚର ଫିଲ୍ମ ଭାବେ ପ୍ରଦାନ କରାଯାଇଛି ।…