Browsing Category

News

ଆଇଆଇଟି ଭୁବନେଶ୍ୱରରେ ମାଇକ୍ରୋଏଲଇଡି ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ଗ୍ୟାସ ସେନ୍ସର ଉପରେ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ କମ୍ପ୍ୟୁଟର ସାଇନ୍ସେସ ଏବଂ ଆଇଇଇ, ଭୁବନେଶ୍ୱର ସେକ୍ସନ ପକ୍ଷରୁ ମିଳିତ ଭାବରେ, ୧୯ ଫେବୃଆରୀ ୨୦୨୬ ରେ ଉଦୀୟମାନ ଇଲେକ୍ଟ୍ରୋନିକ୍ ଏବଂ ସେନ୍ସିଂ ପ୍ରଯୁକ୍ତିବିଦ୍ୟା ଉପରେ ଏକ ବୈଷୟିକ ଆଲୋଚନା ଆୟୋଜିତ ହୋଇଯାଇଛି।…

୨୩ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର,୨୦/୦୨:ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଯାହାର ପ୍ରଭାବରେ

ଫୋନପେ ପକ୍ଷରୁ ବାୟୋମେଟ୍ରିକ ଅଥେଂଟିକେସନ ସହିତ ୟୁପିଆଇ ପେମେଂଟ ର ଶୁଭାରମ୍ଭ

ଭୁବନେଶ୍ୱର: ଫୋନପେ ଆଜି ୟୁପିଆଇ ପେମେଂଟ ବ୍ୟବସ୍ଥାକୁ ଆହୁରି ସହଜ କରିଛି। କମ୍ପାନୀ ପକ୍ଷରୁ ଆଜିଠାରୁ ବାୟୋମେଟ୍ରିକ୍ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକମାନେ ଏବେ ଆହୁରି ଶୀଘ୍ର ଏବଂ ଗୋଟିଏ ଟଚ୍‌ରେ ପେମେଂଟ କରିପାରିବେ। ଏହି ନୂଆ ଫିଚର୍ ଦ୍ୱାରା, ୟୁଜରମାନେ ନିଜ…

ଉତ୍କଳ ବିଶ୍ବବିଦ୍ୟାଳୟ ଏଣିକି ପ୍ରବେଶ କରିପାରିବେନି ଅଣଛାତ୍ର, କଠୋର ହେଲା ନିୟମ

ଭୁବନେଶ୍ଵର,୨୦/୦୨:ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଉପରେ ରୋକ୍ ଲାଗିବ । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଥିବା ସମୟରେ ସବୁବେଳେ ନିଜର ପରିଚୟ ପତ୍ର ସାଙ୍ଗ ଧରି ବୁଲିବେ । ନିଶାକୁ କ୍ୟାମ୍ପସରେ ପ୍ରଶ୍ରୟ ଦିଆଯିବନି । ଯଦି କିଏ ମଦ କି ସିଗାରେଟ୍ ଭଳି ନିଶାଦ୍ରବ୍ୟ ସହ

ଇଡିଆଇଆଇ ପକ୍ଷରୁ ଟେକ୍ ଷ୍ଟାର୍ଟଅପ୍ ପାଇଁ ପିଜିଡିଏମ୍ ଏଂଟ୍ରେପ୍ରେନ୍ୟୁଅରସିପ୍ ଘୋଷଣା

ଭୁବନେଶ୍ୱର: ଉଦ୍ୟମିତା ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଏଂଟ୍ରେପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ଆଜି ବେଙ୍ଗାଲୁରୁରେ ଏଆଇସିଟିଇ ଅନୁମୋଦିତ ମ୍ୟାନେଜମେଂଟ୍ କାର୍ଯ୍ୟକ୍ରମ “ପିଜିଡିଏମ୍ ଇନ ଏଂଟ୍ରେପ୍ରେନ୍ୟୁଅରସିପ୍ ଫର୍ ଟେକ୍…

OCS ଫର୍ମରେ ଯୋଡ଼ିହେଲା ତୃତୀୟ ଲିଙ୍ଗ

ଭୁବନେଶ୍ଵର,୨୦/୦୨:ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ଏହି ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି

ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ଵର,୨୦/୦୨:ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ।ବିକଶିତ ଓଡ଼ିଶା ପାଇଁ ଚଳିତ ବଜେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟର

ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତ୍ତି:ରାଜସ୍ୱ ସଚିବ

ଭୁବନେଶ୍ୱର, ୧୯/୦୨:ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର ।ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢୀ ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ବିଜେଡି ଛାଡି ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର,୧୯/୦୨: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୯/୦୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଜି ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ