Browsing Category
News
କମୁଛି ସୁନା ରୂପା ଦାମ୍, କିଣି ନିଅନ୍ତୁ ମନ ପସନ୍ଦର ଗହଣା
ଭୁବନେଶ୍ଵର,୧୭/୦୨:କମୁଛି ସୁନା ରୂପା ଦାମ୍ ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୦୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୯୧୦ ଟଙ୍କା ରହିଥିବା ବେଳେ!-->…
ତିନି ଗୁଣା ବଢ଼ିଛି ରାଜ୍ୟର ଫସଲ ଉତ୍ପାଦନ:ରାଜ୍ୟପାଳ
ଭୁବନେଶ୍ଵର,୧୭/୦୨:ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ । ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି ।ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ । ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ ହୋଇଛି । ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ!-->…
ମହିଳାଙ୍କୁ ଲକ୍ଷପତି କରାଉଛି ସୁଭଦ୍ରା ଶକ୍ତି ମେଳା
ଭୁବନେଶ୍ଵର,୧୭/୦୨:ସୁଭଦ୍ରା ଶକ୍ତି ମେଳା ୨୦୨୫ରେ ୮.୮୯ କୋଟି ଟଙ୍କା ରୋଜଗାର ହୋଇଥିବା ବେଳେ ୯୧୮ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।ସେହିଭଳି ନଭେମ୍ବର ୨୦୨୫ରେ ଏହାର ଦ୍ଵିତୀୟ ସଂସ୍କରଣରେ ୧୨ କୋ କାଟି ଟଙ୍କା ରୋଜଗାର ହୋଇଥିବା ବେଳେ ୩୨୮ ଲକ୍ଷପତି ଦିଦି 10 ଜଣ ମହାଲକ୍ଷପତି ଦିଦି!-->…
ବିଶ୍ଵ ମହିଳା ଦିବସରେ ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି, ଏକ କୋଟିରୁ ଅଧିକ ମହିଳାଙ୍କ ବ୍ଯାଙ୍କ ଖାତାକୁ ଯିବ ୫ ହଜାର…
କାକଟପୁର,୧୭/୦୨:ବିଶ୍ବ ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ ୮ ରେ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା ।ଏକ କୋଟିରୁ ଅଧିକ ମହିଳାଙ୍କ ବ୍ଯାଙ୍କ ଖାତାକୁ ଯିବ ୫ ହଜାର କୋଟି ଟଙ୍କା।ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏହା ଘୋଷଣା କରିଛନ୍ତି ମହିଳା ଶିଶୁ ବିକାଶ ଏବଂ ଉପମୁଖ୍ୟମନ୍ତ୍ରୀ!-->…
ଆଜିଠୁ ଆରମ୍ଭ ହେଲା CBSE ପରୀକ୍ଷା
ଭୁବନେଶ୍ଵର,୧୭/୦୨:ଆଜିଠୁ ଆରମ୍ଭ ହେଲା CBSE ପରୀକ୍ଷା । କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା ଆରମ୍ଭ ହୋଇଛି। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ!-->…
କ୍ରୋମା ପକ୍ଷରୁ ଏସି ଓ ପ୍ରିମିୟମ ଟିଭି ଉପରେ ୭୧% ପର୍ଯ୍ୟନ୍ତ ରିହାତି ସହ ଗ୍ରୀଷ୍ମକାଳୀନ ସେଲ୍ ଉନ୍ମୋଚିତ
ଭୁବନେଶ୍ୱର: ଟାଟା ଗ୍ରୁପ୍ର ଅଂଶ ତଥା ଭାରତର ଅଗ୍ରଣୀ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ କ୍ରୋମା ସମର (ଗ୍ରୀଷ୍ମକାଳୀନ) ସେଲ୍ ୨୦୨୬ ଘୋଷଣା କରାଯାଇଛି। ତାତି ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏହି ସେଲ୍ରେ ଗ୍ରାହକମାନେ ଶୀତଳତା ପ୍ରଦାନକାରୀ ସମାଧାନ ଓ ଦୈନନ୍ଦୀନ…
ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ସମ୍ବଲପୁର,୧୬/୦୨:ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ରାତି 8ଟା 50 ମିନିଟରେ ତାଙ୍କର ପରଲୋକ ଘଟିଛି । ସ୍ନାୟୁଜନିତ ରୋଗରେ ପୀଡିତ ଥିଲେ ରାସେଶ୍ୱରୀ । ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ!-->…
ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ,ଷଷ୍ଠ ସ୍ଥାନରେ ଅଛନ୍ତି ଓଡ଼ିଶାର ଭବେଶ ପାତ୍ର
ଭୁବନେଶ୍ବର,୧୬/୦୨:ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ।ଏଥର ପ୍ରାୟ ୧୩.୦୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୨ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ଆଉ ସେହି ୧୨ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛନ୍ତି ଓଡ଼ିଶାର ଭବେଶ ପାତ୍ର। ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ!-->…
ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’,ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର,୧୬/୦୨:ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ 'ଅପରେସନ ସାଇବର କବଚ'। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା 'ବେନାମୀ ବ୍ୟାଙ୍କ ଆକାଉଣ୍ଟ' (Mule Accounts) ଏବଂ ଏଥିରେ!-->…
ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମ୍ଳାନ ପ୍ରତିଭା ଓ ସଙ୍ଗୀତମୟ ଜୀବନ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଆଦର୍ଶ : ସଂସ୍କୃତି…
ଭୁବନେଶ୍ଵର,୧୬/୦୨:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି।ଆଜି ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି!-->…