Browsing Category
News
ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୧୬/୦୨:ଆସନ୍ତା ହୋଲି ଏବଂଦୋଳ ଯାତ୍ରା ପର୍ବ ସମୟରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ, ପୂର୍ବ ତଟ ରେଳପଥ ଏକାଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ!-->…
ଉତମ ରୋଗୀ ସେବା, ଉତ୍କର୍ଷ ଚିକିତ୍ସା ଯୋଗାଇ ଦେବା ପାଇଁ ସୋଆ ବଦ୍ଧପରିକର: ସୋଆ ଉପସଭାପତି
ବ୍ରହ୍ମପୁର, ଫେବୃଆରୀ ୧୬ : ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା ବେଳେ ଏହା ଉତମ ଓ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ସମସ୍ତ ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ…
ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି,ସମ୍ପୂର୍ଣ୍ଣ ଅଳଙ୍କାରାଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍…
ଭୁବନେଶ୍ଵର,୧୬/୦୨:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଏହା ଜଣା!-->…
ଭୁବନେଶ୍ୱର ହେବ ଆଇଟି ହବ,କେନ୍ଦ୍ର ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା
ଭୁବନେଶ୍ଵର,୧୬/୦୨:ଆହୁରି ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି । ଭୁବନେଶ୍ୱର ହେବ ଆଇଟି ହବ । କଟକ, ଭୁବନେଶ୍ୱର, ପୁରୀ, ପାରାଦୀପ କୁ ନେଇ ପ୍ରସ୍ତୁତ ହେଉଛି ଏକୋନମି ରିଜିୟନ୍ । କେନ୍ଦ୍ର ସରକାରଙ୍କ ବଜେଟରେ ଏହାକୁ ସ୍ଥାନ ଦିଆଯାଇଛି । ଓଡ଼ିଶାକୁ ଆର୍ଥିକ ସ୍ତରରେ ଅଧିକ ସୁଦୃଢ କରିବ । ଏଥିପାଇଁ!-->…
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ,ସମ୍ପର୍କୀୟ ଭାଇ ଦେଲେ ମୁଖାଗ୍ନି
କଟକ,୧୬/୦୨:କଟକ ସତୀଚଉରାରେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ସୂଚନା ମିଳିଛି। କଟକ ମର୍କତନଗରର ଏକ ଘରୋଇ ହସ୍ପିଟାଲରେ ରବିବାର ତାଙ୍କର ୭୨ବର୍ଷ ବୟସରେ ପରଲୋକ ଘଟିଥିଲା। ଗୁରୁବାର!-->…
ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ ,ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ
ଭୁବନେଶ୍ୱର,୧୬/୦୨: ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ । ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ ଲାଗୁ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ!-->…
ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ଵର,୧୬/୦୨:ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ।ଏହି ବୈଠକରେ ଜେଟ ଅଧିବେଶନ ରଣନୀତି ନେଇ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ଚାଷୀ ସମସ୍ୟା,!-->…
ଏବେଠୁ ପ୍ରବଳ ଖରା,ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା
ଭୁବନେଶ୍ଵର,୧୬/୦୨:ରାଜ୍ୟରୁ ବିଦାୟ ନେଉଛି ଶୀତ।ଏବେଠୁ ପ୍ରବଳ ଖରା।ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।ରାଜ୍ୟରେ ୩୫ ଡିଗ୍ରୀ ପାର କରିପାରେ ଦିନ ତାପମାତ୍ରା । ତାତିରୁ ନାହିଁ ତ୍ରାହି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ରେ ସ୍ଵାଭାବିକ ତାପମାତ୍ରା ଠାରୁ ୩.୬ ଡିଗ୍ରୀ ଅଧିକ ରହିବା ସହ!-->…
ଏପ୍ରିଲ୍ ୨୨ ରେ ଖୋଲିବ ବାବା କେଦାରନାଥଙ୍କ କପାଟ,୬ ମାସ ଯାଏଁ ଚାଲିବ କେଦାରନାଥ ଯାତ୍ରା
ଆସନ୍ତା ଏପ୍ରିଲ ୨୨ରେ ବୃଷ ଲଗ୍ନରେ ଖୋଲିବ ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାନରନାଥ ମନ୍ଦିର କପାଟ । ଏହାର ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ହୋଇଛି । ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବୁଧବାର(ଏପ୍ରିଲ ୨୨) ସକାଳ ୮ଟାରେ!-->…
ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭ ସୁରକ୍ଷା ଯାଞ୍ଚ,୩୪ପ୍ଲାଟୁନ୍ ପୋଲିସ ଫୋର୍ସ ସହ SOG କମାଣ୍ଡ ହେବେ ନିୟୋଜିତ
ଭୁବନେଶ୍ଵର,୧୬/୦୨:ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଡିସିପି ଙ୍କ ସହିତ ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ!-->…