Browsing Category
News
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଦିଆଯିବ ଗାର୍ଡ ଅଫ ଅନର
କଟକ,୧୬/୦୨:କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଦିଆଯିବ ଗାର୍ଡ ଅଫ ଅନର।ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଚାଲିଛି ଶେଷ ଦର୍ଶନ।କଟକ ମହାନ୍ତିପଡ଼ା ସ୍ଥିତ ବାସଭବନରେ ଚାଲିଛି ଶେଷ ଦର୍ଶନ।ସତୀଚୌରା ଶ୍ମଶାନରେ କରାଯିବ ଶେଷକୃତ୍ୟ।ସତୀଚୌରା ଶ୍ମଶାନରେ ଦିଆଯିବ ଗାର୍ଡ ଅଫ ଅନର।ରାଜ୍ୟ!-->…
ଆସନ୍ତାକାଲି ଠାରୁ କମ୍ପିବ ବିଧାନସଭା
ଭୁବନେଶ୍ଵର,୧୬/୦୨:ଆସନ୍ତାକାଲି ଠାରୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ।ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ତାହା ଆଜି ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ । ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ!-->…
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ଏକ ଦିବସୀୟ କର୍ମଶାଳା
ଝାରସୁଗୁଡ଼ା : ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଯୁକ୍ତଦୁଇ ଉଭୟ ବାଳକ ଓ ବାଳିକା ଜାତୀୟ ସେବା ସଂସ୍ଥାର ଆନୁଷ୍ଠାନିକ ଉଦଘାଟନ ସହିତ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ଏକ ଦିବସୀୟ କର୍ମଶାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ସିଆଇଆଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପାଇଁ ନିବେଶକ ମାନଙ୍କୁ ଆମନ୍ତ୍ରଣ
ସମ୍ବଲପୁର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପରିବର୍ତନଶୀଳ ପଦକ୍ଷେପର ଶୁଭାରମ୍ଭ କରାଯାଇଛି ଯାହା ପଶ୍ଚିମ ଓଡିଶାରେ ଶିକ୍ଷା, ଦକ୍ଷତା, ଉଦ୍ୟୋଗିକତା ଓ ବଜାର-ପରିଚାଳିତ କୃଷି ବିକାଶକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି…
୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ
ହୀରାକୁଦ/ସମ୍ବଲପୁର, ଫେବୃୟାରୀ ୧୫ – ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ରବିବାର ସମ୍ବଲପୁରର ଐତିହାସିକ…
ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ଏଥର ସଅଳ ସରିଲା ନୀତିକାନ୍ତି
ଭୁବନେଶ୍ଵର,୧୫/୦୨:ମହାପ୍ରଭୁ ଲିଙ୍ଗରାଜଙ୍କ ଉଠିଲା ମହାଦୀପ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ, ଯାହା ଶିବଭକ୍ତ ତଥା ବ୍ରତଧାରୀଙ୍କୁ ନିରୋଳା ଆନନ୍ଦ ଦେଇଛି । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ ।!-->…
ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ‘ବିଲ୍ ପେ’ ଆଣ୍ଡ୍ ଉଇନ୍’ ଯୋଜନାରେ ଟିପିସିଓଡିଏଲ୍ର ୫୦୦ ଭାଗ୍ୟଶାଳୀ ଉପଭୋକ୍ତା…
ଭୁବନେଶ୍ୱର, ୧୫ ଫେବୃଆରୀ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଠିକ୍ ସମୟରେ ବିଜୁଳି ବିଲ୍ ପୈଠ କରିବା ଏବଂ ଡିଜିଟାଲ୍ କାରବାରକୁ ବୃଦ୍ଧି କରିବା ପାଇଁ ‘ବିଲ୍ ପେ’ ଆଣ୍ଡ୍ ଉଇନ୍’…
ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”
ମ୍ୟୁନିଚ୍, ଫେବୃଆରୀ ୧୪, ୨୦୨୬: ଆଫ୍ରିକା, ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାର ପନ୍ଦରଟି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ "ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ" (ଟିଟିଏ) ଗଠନ ଘୋଷଣା କରିଛନ୍ତି। ଏହା ସମାନ ଚିନ୍ତାଧାରା ରହିଥିବା ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀଙ୍କ ଏକ ଗୋଷ୍ଠୀ…
ଟିମ୍ ଇଣ୍ଡିଆର ବିଜୟ ପାଇଁ ସ୍ବତନ୍ତ୍ର ପୂର୍ଜାଚ୍ଚନା, ମନ୍ତ୍ର ଉଚ୍ଚାରଣ ସହିତ ମହାକାଳ ମନ୍ଦିରରେ ହେଲା ଜଳାଭିଷେକ
ଟି୨୦ ବିଶ୍ବକପ ୨୦୨୬ରେ ଆଜି ଭାରତ-ପାକିସ୍ତାନ ଲଢେଇ । ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଲେ ସବୁଠାରୁ ଅଧିକ ଫ୍ୟାନ୍ସ ଉତ୍ସାହିତ ରହିଥାନ୍ତି । ଆଉ ଏଥିପାଇଁ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଟିମ ଇଣ୍ଡିଆର ବିଜୟ ପାଇଁ ଖାସ୍ ପୂଜା କରାଯାଇଛି ।
ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ!-->!-->!-->…
ଫେବୃଆରୀ ୧୬ ତାରିଖରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି
ଭୁବନେଶ୍ଵର,୧୫/୦୨:ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି । ଏହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ହେବ । ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି କରାଯିବ । ଇଚ୍ଛୁକ ବ୍ୟକ୍ତି!-->…