Browsing Category

News

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣାଙ୍କୁ ଓଡିଶା ଲିତକଳା ଏକାଡେମୀ ଦ୍ଵାରା…

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଜାନୁଆରୀ ୩୦ରେ ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

ଭୁବନେଶ୍ୱର: ଜାନୁଆରୀ ୧୬ ରୁ ଡିଭିଜନ ସ୍ତରରେ ଓ ଜାନୁଆରୀ ୨୪ରେ ଜିଲ୍ଲାସ୍ତରରେ ପାଣି ପଂଚାୟତ ପକ୍ଷ ପାଳନ ହେବା ପରେ ଆସନ୍ତା କାଲି ଜାନୁଆରୀ ୩୦ ତାରିଖରେ ପାଣି ପଂଚାୟତ ପକ୍ଷ ପାଳନର ୩ ୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ

ମଧୁସୂଦନ ଏକାଡେମୀରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁବାତ୍ୟା ବିପର୍ଯ୍ୟୟ ହ୍ରାସ ସଂପର୍କିତ ସ୍ୱତନ୍ତ୍ର…

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ବାତ୍ୟା ବିପର୍ଯ୍ୟୟ ପରିଚାଳନା ସଂପର୍କିତ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀ ଠାରେ ଆରମ୍ଭ ହୋଇଛି । ଜାନୁଆରୀ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ପଠନ ଗୃହରେ ନାଟକ “ବକ୍ସି ଜଗବନ୍ଧୁ” ମଞ୍ଚସ୍ଥ ହୋଇଛି

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ସବୁ

ରିଲାଏନ୍ସ ଫାଉଣ୍ଡେସନ୍‌ର କ୍ରୀଡ଼ାବିତ୍ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ୨୦୨୪ରେ ଜିତିଲେ ୬ ପଦକ

ଭୁବନେଶ୍ୱର: ତାମିଲନାଡୁରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ୨୦୨୪ରେ ରିଲାଏନ୍ସ ଫାଉଣ୍ଡେସନର ଯୁବ କ୍ରୀଡ଼ାବିତମାନେ ଦୌଡ଼କୁଦ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ଗୋଟିଏ କାଂସ୍ୟ ଏବଂ ବାଳକ ଇଭେଣ୍ଟ ଚମ୍ପିଆନସିପରେ ଗୋଟିଏ ରୌପ୍ୟ ପଦକ ସମେତ ୬ଟି ପଦକ ଜିତି ଇତିହାସ ସୃଷ୍ଟି

ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ଵର: ଓଡିଶାର ଖ୍ୟାତନାମା ପ୍ରାବନ୍ଧିକ ଓ ସମାଲୋଚକ ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ଵର ସ୍ଥିତ ଓ. ଏ. ଏସ. ଆସୋସିଏସନ ସଭାଗୃହ ରେ ପାଳିତ ହୋଇଯାଇଅଛି । ଏଥିରେ ବର୍ଷୀୟାନ୍

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର

ଭୁବନେଶ୍ୱର-ତା.୨୮.୦୧.୨୦୨୪- ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଆମ ରାଜ୍ୟ ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଆମ ମାତୃଭାଷାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଆମ ଭାଷାକୁ ସାରା ବିଶ୍ୱର କୋଣ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତି ଛାତ୍ରୀମାନଙ୍କ ଭିତରେ ଉତ୍ସାହ

ଭୁବନେଶ୍ୱର, ୨୮ ଜାନୁଆରି ୨୦୨୪: ‘‘ବୈଷୟିକ ଶିକ୍ଷା ବିଷୟରେ ମୋ’ ପରିବାର ଲୋକଙ୍କର ବିଶେଷ ଧାରଣା ନଥିଲା। ତେଣୁ ସେମାନେ ମତେ ଅନ୍ୟ କ୍ଷେତ୍ରରେ କ୍ୟାରିୟର କରିବାକୁ ପରାମର୍ଶ ଦେଉଥିଲେ। ତେବେ ସବୁ ପ୍ରତିବନ୍ଧକକୁ ହଟାଇ ମୁଁ ଟିଟିଆଇ ତକତପୁରରେ ତାଲିମ ଶେଷ କରିବା ପରେ ବିଶ୍ୱ ଦକ୍ଷତା

କିଟ୍ ଓ କିସ୍ ପକ୍ଷରୁ ଆୟୋଜିତ ପାଟଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୫ ହଜାର ମହିଳା

ଭୁବନେଶ୍ୱର, ୨୮ ।୧: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ମା ସମଲେଶ୍ବରୀଙ୍କ ପୀଠ ଲୋକାର୍ପିତ

୨୦୦ କୋଟି ବିନିଯୋଗରେ ପ୍ରାୟ ୪୦ ଏକର ପ୍ରକଳ୍ପ ଅଞ୍ଚଳର ରୂପାନ୍ତର ପ୍ରକଳ୍ପର ଶିଳ୍ପୀ ଓ କାରିଗର ମାନଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଏକ କିଲୋମିଟର ଦୀର୍ଘ ପରିକ୍ରମାର ସୁଯୋଗ, ୪ଟି ପ୍ରବେଶ ଦ୍ୱାର, ପୂଜକ ବିଶ୍ରାମାଗାର, ଦୀପ ଘର, ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ମହାନଦୀ ଘାଟର