Browsing Category

News

ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ

ଭୁବନେଶ୍ଵର, ୨୩ ଜାନୁଆରୀ ୨୦୨୪ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସଫଳ ପରୀକ୍ଷଣ

• ଅପହଞ୍ଚ ଇଲାକା, ପ୍ରାକୃତିକ ଦୁର୍ବିପାକ ସମୟରେ ସଠିକ୍‌ ସମୟରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଯୋଗାଣରେ ନେବ ପ୍ରମୁଖ ଭୂମିକା• ଏକକାଳୀନ ୨-୫ କେଜି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ବହନ କରିବାର କ୍ଷମତା• ମାତ୍ର ୩୫ ମିନିଟରେ ୬୦ କିଲୋମିଟର ଅତିକ୍ରମ କଲା ଭୁବନେଶ୍ୱର, ୨୩/୦୧/୨୦୨୪:

ପିଏନ୍‌ବି ପକ୍ଷରୁ ସମ୍ ହସ୍ପିଟାଲ୍‌କୁ ଭେଂଟିଲେଟର ଓ ଆଇସିୟୁ ଶଯ୍ୟା ପ୍ରଦାନ

ଭୁବନେଶ୍ୱର, ଜାନୁଆରୀ ୨୩ : ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଗୋଟିଏ ମଲ୍ଟିପର୍ପୋଜ ଭେଂଟିଲେଟର ଓ ୬ଟି ମୋଟୋରାଇଜ୍‌ଡ ଆଇସିୟୁ ଶଯ୍ୟା ପ୍ରଦାନ କରାଯାଇଛି । ବ୍ୟାଙ୍କର କର୍ପୋରେଟ ସୋସିଆଲ୍ ରେସପନ୍‌ସିବିଲିଟି

କିଟ୍ ଲ ସ୍କୁଲରେ ଏନଡିଆଇଇଏଏସ୍‌-୨୦୨୪ ଆଲୋଚନାଚକ୍ର

ଭୁବନେଶ୍ୱର, ୨୨/୧ : କିଟ୍ ଲ ସ୍କୁଲରେ ସୋମବାର ପରିବେଶ ମାନବବିଜ୍ଞାନର ନୂତନ ଦିଗ ଓ ଚିନ୍ତାଧାରା ଉପରେ ଏକ ଅନ୍ତର୍ଜାତୀୟ ଆଲୋଚନାଚକ୍ର (ଏନଡିଆଇଇଏଏସ୍‌-୨୦୨୪) ଉଦ୍‍ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ପରିବେଶ ମାନବବିଜ୍ଞାନ, ଗ୍ରୀନ୍‍ କ୍ରାଇମ୍‍,

ରାଷ୍ଟ୍ରୀୟ ଆଲମଣ୍ଡ ଦିବସରେ ଆଲମଣ୍ଡର ବିଭିନ୍ନ ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଭାରତରେ ଆଲମଣ୍ଡରେ ଦିନ ଆରମ୍ଭ କରିବାର ଦୀର୍ଘ ଦିନର ପରମ୍ପରା ରହିଛି । ଆଲମଣ୍ଡରେ ଭିଟାମିନ୍ ଇ, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ଆଇରନ୍‌, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଭଳି ୧୫ଟି ଅତ୍ୟାବଶ୍ୟକ ପୋଷକ ତତ୍ୱ ରହିଛି, ଯାହା ସାମଗ୍ରିକ ସୁସ୍ଥତା ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ

ଓଡିଶାରେ ୧୦,୦୦୦ କୋଟି ଟଙ୍କାର ନିବେଶ କରିବ ଏପ୍‌ସିଲନ କାର୍ବନ

ଭୁବନେଶ୍ୱର: କାର୍ବନ ଶିଳ୍ପର ଏକ ପ୍ରମୁଖ ସଂସ୍ଥା ଏପ୍‌ସିଲନ କାର୍ବନ ପ୍ରାଇଭେଟ ଲିମିଟେଡ ଭାରତରେ କାର୍ବନ ଉତ୍ପାଦର ଭବିଷ୍ୟତର ନେତୃତ୍ୱ ନେଇ ନେଇ ଓଡିଶାରେ ଆସନ୍ତା ୧୦ ବର୍ଷରେ ୧୦,୦୦୦ କୋଟି ଟଙ୍କା ନିବେଶ କରିବା ପାଇଁ ଓଡିଶା ସରକାରଙ୍କ ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହି

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଜନସାଧାରଣ ନିମନ୍ତେ ହସ୍ପିଟାଲ ସମର୍ପିତ ଭୁବନେଶ୍ୱର, ୨୧/୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସଫଳତାର ସହ ଆୟୋଜିତ ହେଲା ମେଗା ନିଯୁକ୍ତି ମେଳା

ଫୁଲବାଣୀ, ୨୧ ।୧: ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍‌, ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଂଟାମାଳ

ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି…

ଭୁବନେଶ୍ବର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯଶସ୍ଵୀ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ସାମାଜିକ-ଅର୍ଥନୈତିକ ଦୁର୍ବଳ ବର୍ଗର ୪୩୫୪ ଜଣ ମନୋନୀତ ବାଳିକା ଓ ମହିଳାଙ୍କୁ ଆର୍ଥିକ ସହାୟତା

ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି