Browsing Category
News
ସୁସ୍ଥ ରହିବେ ପିଲା, ମଜବୁତ ହେବ ରୋଗ ପ୍ରତିରୋଧକ ଶକ୍ତି: ଡାବରର ବଡ଼ ପଦକ୍ଷେପ
ଭୁବନେଶ୍ୱର : ଶୀତ ଋତୁ ହେଉଛି ଭାରତରେ ଅନ୍ୟତମ ବହୁପ୍ରତିକ୍ଷୀତ ଋତୁ, କିନ୍ତୁ ଏହା ନିଜ ସହ ଥଣ୍ଡା-କାଶ ଏବଂ ଶ୍ୱାସକ୍ରିୟା ସମସ୍ୟା ଭଳି କିଛି ରୋଗ ମଧ୍ୟ ଆଣିଥାଏ; ଯାହାକି ଏହି ଋତୁରେ ସର୍ବାଧିକ ପ୍ରଚଳିତ ଏବଂ ସାଧାରଣତଃ ଏହା କମ୍ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଦେଖା ଦେଇଥାଏ ।…
କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା,ଅଭିଯୁକ୍ତ ଗିରଫ
ଭୁବନେଶ୍ଵର,୧୨/୦୨:କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା।ଅଭିଯୁକ୍ତ କୁ ଗିରଫ କଲା ପୋଲିସ ।ଗିରଫ ଅଭିଯୁକ୍ତ ହେଲେ ତପନ ଦାସ ଓରଫ ସିଲୁ ।ତା ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି ପୋଲିସ ।ନାବାଳିକା ଛାତ୍ରୀ ସ୍କୁଲ ଯାଉଥିବା ବେଳେ ଗତ 10ତାରିଖ ଦିନ ଅପହରଣ ନେଇ!-->…
ଆତଙ୍କ ଖେଳାଇଛନ୍ତି ହାତୀପଲ
ରାଉରକେଲା,୧୨/୦୨:ରାଜରାସ୍ତାରେ ଗଜରାଜ। ଆତଙ୍କ ଖେଳାଇଛନ୍ତି ହାତୀପଲ। ସୁନ୍ଦରଗଡ ଜିଲ୍ଲା କୁତ୍ରାରେ ୧୫ ଟିକିଆ ହାତୀପଲ ଆତଙ୍କ । କୁତ୍ରା ଥାନା ନିକଟରେ ରାସ୍ତା ପାର ହେଉଛନ୍ତି ହାତୀପଲ । ହାତୀ ବୁଲୁଥିବାରୁ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।!-->…
କଟକରେ ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା
କଟକ,୧୨/୦୨:ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ ଲାଗିଲା କଟକଣା । ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ । ୬୫!-->…
ଦମ୍ପତିଙ୍କୁ ୩୫ ଘଣ୍ଟା ଡିଜିଟାଲ୍ ଆରେଷ୍ଟ
ଭୁବନେଶ୍ଵର,୧୨/୦୨: ଭୁବନେଶ୍ବର ଦମ୍ପତିଙ୍କୁ ୩୫ ଘଣ୍ଟା ନିଜ ଘର ଭିତରେ ଡିଜିଟାଲ ଆରେଷ୍ଟ।ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ।ନିଜକୁ ପୋଲିସ ଅଫିସର କହି ୯ ତାରିଖରେ ଦିନ ୧୧ଟା ୩୦ରେ ଦମ୍ପତିଙ୍କୁ ପ୍ରଥମ କଲ ଆସିଥିଲା । ଆଧାର!-->…
ଜମି ପଟ୍ଟାରେ ଲାଗିବ ଇଲେକ୍ଟ୍ରୋନିକ ଚିପ୍ : ରାଜସ୍ଵମନ୍ତ୍ରି
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା।ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା। ପଟ୍ଟା ରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ପଟ୍ଟା ର ସମ୍ପୂର୍ଣ୍ଣ ଇତିହାସ ବାହାରିବ ।ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ ଲାଗିବ!-->…
ଭାରତ ବନ୍ଦ ବେଳେ ରୋଚକ ଦୃଶ୍ୟ, ହଟହଟା ହେଲା ବର
ଭୁବନେଶ୍ଵର,୧୨/୦୨:ଶ୍ରମ କୋଡ୍ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ । ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା ଦେଇଛନ୍ତି । ଏଥିସହ ଓଡ଼ିଶାରେ!-->…
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ସ୍ମାର୍ଟ ଏବଂ ଭରସାଯୋଗ୍ୟ ବିଦ୍ୟୁତ ବିତରଣ ପଛରେ…
ଭୁବନେଶ୍ୱର, ୧୧ ଫେବୃଆରୀ ୨୦୨୬: ସମାବେଶୀ ଅଭିବୃଦ୍ଧି ଏବଂ କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ 'ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ଦିବସ-୨୦୨୬' ପାଳନ କରାଯାଇଛି । ଏହି…
ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ
ଭୁବନେଶ୍ୱର,12/02:ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡ୍କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ!-->…
ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର
ଭୁବନେଶ୍ଵର,୧୨/୦୨:ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୫୧ ପଇସା ରହିଛି ।ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା!-->…