Browsing Category

News

ସୋଆର ପ୍ରତିଷ୍ଠାତାଙ୍କୁ ଭେଟିଲେ ଅଷ୍ଟ୍ରିଆ ଭିଏନା ସ୍ଥିତ ଜିଏମଆଇ ଅନୁଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ଵର : ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଷ୍ଟ୍ରିଆ ଭିଏନା ସ୍ଥିତ ଗ୍ରେଗର ମେଣ୍ଡେଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମଲିକ୍ୟୁଲାର ପ୍ଲାଂଟ ବାୟୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଲିଆମ୍ ଦୋଲାନ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ

ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’

ଭୁବନେଶ୍ୱର ୭ ।୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, କବି-କବିତା କାର୍ଯ୍ୟକ୍ରମ, କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାରତୀୟ ସାହିତ୍ୟିକା

ଶିଶିର ସରସ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଷ୍ଟଲ

ପ୍ରଚାରିତ ହେଉଛି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଭୁବନେଶ୍ୱର-ତା.୦୭.୦୧.୨୦୨୪- ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ 'ଶିଶିର ସରସ-୨୦୨୪' ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି

ଅଲଟେିମଟ ଖୋ ଖୋ ସିଜନ-୨ : ସେମିରେ ପହଂଚିଲା ଚେନ୍ନାଇ କ୍ୱିକ ଗନ୍ସ ଓ ଓଡ଼ିଶା ଜଗରନଟସ୍

କଟକ,୬ ଜାନୁଆରୀ ୨୦୨୪: ଅଲ୍ଟେିମଟ ଖୋ ଖୋ ସିଜନ େ୨ର ଆଜି କଟକର ଜୱାହାରଲାଲ େନେହରୁ େଇଣ୍ଡାର ଷ୍ଟାଡିୟମେର ଖେଳାଯାଇଥିବା ୨ୟ ମ୍ୟାଚେର ଚେନ୍ନାଇ କ୍ୱିକ ଗନ୍ସ, ମୁମ୍ବାଇ ଖିଲାଡିସକୁ ପରାଜିତ କରି ୪ର୍ଥ ଦଳ ଭୋବ ସେମି ଫାଇନାଲେର ପ୍ରେବଶ କରିଛି । ଚେନ୍ନାଇ, ମୁମ୍ବାଇ ଖିଲାଡିସକୁ ୪୧-୧୮ର

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ପ୍ରତି ଘରୁ ଆସିବ ସିନ୍ଦୁର

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ

୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’

ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ଭୁବନେଶ୍ୱର, ୫ ।୧: କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବ। କିଟ୍‍ ବିଶ୍ୱବିଦ୍ୟାଳୟ

ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ଭୁବନେଶ୍ୱର, ୫/୦୧: ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ । ଖୋର୍ଦ୍ଧା ଅଂଚଳର ଜନୈକ

କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଉଦ୍‍ଘାଟିତ

ଭୁବନେଶ୍ୱର, ୫ ।୧: ୪୦ତମ ସର୍ବଭାରତୀୟ ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଶୁକ୍ରବାର କିଟରେ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଲାପ ହେଉଛି ସୁନ୍ଦର ଓ ଭଲ ପାଇବାର ପ୍ରତୀକ ବୋଲି କହିଥିଲେ।

ତେଲୁଗୁ ୟୋଦ୍ଧାସ ପରେ ସେମି ଫାଇନାଲରେ ପହଞ୍ଚିଲା ଗୁଜରାଟ ଜିଆଂଟ୍ସ

କଟକ,୫ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟ୍ସ, ରାଜସ୍ଥାନ ୱାରିୟର୍ସକୁ ପରାଜିତ କରି ୨ୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଜିଆଂଟ୍ସ ୪୬-୨୨ର ବୃହତ ଅନ୍ତରରେ

ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା ରାଜ୍ୟ କମ୍ୟୁନିଟି ରେଡ଼ିଓ ସଂଘର ଉପସଭାପତି ମନୋନୀତ

ଭୁବନେଶ୍ୱର, ୪/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ଶ୍ରୀମତି ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ