Browsing Category

News

ଓଡ଼ିଶାର ଢେଙ୍କାନାଳରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ ମଲାଇକା ଆରୋରାଙ୍କ ଦ୍ୱାରା ଉଦଘାଟିତ

ଢେଙ୍କାନାଳ / ଭୁବନେଶ୍ୱର: ଭାରତର ଏକ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର କମ୍ପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆଜି ଓଡ଼ିଶାର ଢେଙ୍କାନାଳର ଫିଲିଂ ଷ୍ଟେସନ ନିକଟବର୍ତ୍ତୀ ଗୁଡିଆନାଳିରେ ନୂତନ ଶୋରୁମ୍ ଉଦଘାଟନ କରାଯାଇଛି। ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏହି ଶୋରୁମ୍ ଉଦଘାଟନ…

ଉକୁଣୀ ନେଲା ୧୨ ବର୍ଷିୟା ନାବାଳିକାର ଜୀବନ

ଗୋପ,୦୯/୦୨: ଉକୁଣୀ ନେଲା ନାବାଳିକାର ଜୀବନ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହି ୧୨ ବର୍ଷିୟା ନାବାଳିକା ମୃତ । ମୃତକ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ

ଧର୍ମଘଟରେ ଓଲା, ଉବେର ,ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ଵର,୦୯/୦୨:ଧର୍ମଘଟରେ ଓଲା, ଉବେର । ଯାତ୍ରୀ ହନ୍ତସନ୍ତ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ସେବା ବନ୍ଦ । ଓଲା, ଉବେର, ରାପିଡୋ ଆଦି ଆପ୍ ଭିତ୍ତିକ ଡ୍ରାଇଭରଙ୍କ ଧର୍ମଘଟ । ଭୁବନେଶ୍ବର ରସୁଲଗଡ଼ ଛକରୁ ଜୟଦେବବିହାର ପର୍ଯ୍ୟନ୍ତ ଅଟକି ରହିଛି ଶହ ଶହ ଗାଡ଼ି । ଗତ ୭ ତାରିଖରେ

ସରକାରଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଚାଷୀ କରୁଛନ୍ତି ଚେଷ୍ଟା: ସମବାୟ ମନ୍ତ୍ରୀ

ଭୁବନେଶ୍ଵର,୦୯/୦୨:ରାଜ୍ୟରେ ଧାନ କିଣାକୁ ନେଇ ଚାଷୀକୂଳ ବେଶ ଅସନ୍ତୁଷ୍ଟ ଥିବା ବେଳେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । ସରକାରଙ୍କୁ

ଟାଟା ଷ୍ଟିଲ ପକ୍ଷରୁ ତୃତୀୟ ତ୍ରୈମାସିକରେ ୮୨୫% ବୃଦ୍ଧି ସହ ୨୭୩୦ କୋଟି ଟଙ୍କାର ନିଟ ଲାଭ ହାସଲ

ଭୁବନେଶ୍ୱର, ୦୭/୦୨/୨୦୨୬: ଟାଟା ଷ୍ଟିଲ ପକ୍ଷରୁ ଚଳିତ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକରେ ୨୭୩୦ କୋଟି ଟଙ୍କାର ନିଟ ଲାଭ ହାସଲ କରାଯାଇଛି। ଏହା ଗତବର୍ଷ ତୁଳନାରେ ୮୨୫% ବୃଦ୍ଧି ପାଇଛି। ୨୦୨୫ ଅକ୍ଟୋବର–ଡିସେମ୍ବର ତିନି ମାସରେ କମ୍ପାନିର ଆୟ ୫୭,୦୦୨ କୋଟି ଟଙ୍କା ଏବଂ ଏବିଡଟା ୮୩୦୯ କୋଟି…

ସପ୍ତମ ଆର୍ଥିକ ଅନ୍ତର୍ଭୁକ୍ତିକରଣ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ଅପହଞ୍ଚ ଅଞ୍ଚଳଗୁଡ଼ିକରେ କ୍ଷୁଦ୍ର ଆର୍ଥିକ ସଂସ୍ଥାମାନେ ବିଭିନ୍ନ ଆର୍ଥିକ ସେବା ଯୋଗାଇ ରାଜ୍ୟର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରଖିପାରିଛନ୍ତି। ଋଣ ସେବା ସହିତ ଆର୍ଥିକ ଓ ଡିଜିଟାଲ ସାକ୍ଷରତା, ସାମାଜିକ ସୁରକ୍ଷା ଇତ୍ୟାଦି ସେବା ପ୍ରଦାନ କରିବାରେ ମଧ୍ୟ…

TATA POWER ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକ ପକ୍ଷରୁ ତିନି ଦିନିଆ ଭିଜିଲାନ୍ସ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୦୭ ଫେବୃଆରୀ, ୨୦୨୬: ଆଭ୍ୟନ୍ତରୀଣ ଭିଜିଲାନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଟାଟା ପାୱାର(TATA POWER) ନେତୃତ୍ଵାଧୀନ ଓଡ଼ିଶାର ଚାରୋଟିଯାକ ଡ଼ିସକମ ଗୁଡ଼ିକ ପକ୍ଷରୁ ଭିଜିଲାନ୍ସ ଅଧିକାରୀଙ୍କ ପାଇଁ…

ବାଣପୁର ପଲଟନ ପଡ଼ିଆରେ ଐତିହାସିକ ସାଧୁ-ସନ୍ଥ ସମ୍ମିଳନୀ ଅନୁଷ୍ଠିତ

ବାଣପୁର, ଫେବୃଆରୀ ୮, ୨୦୨୬: ବାଣପୁରର ଐତିହାସିକ ପଲଟନ ପଡ଼ିଆଠାରେ ରବିବାର ଦିନ ସତ୍ୟଭଞ୍ଜ ଆଧ୍ୟାତ୍ମିକ ଚ୍ୟାନେଲ ଆନୁକୁଲ୍ୟରେ "ଦ୍ବିତୀୟ ରାଷ୍ଟ୍ରୀୟ ସାଧୁ-ସନ୍ଥ ଓ ମାଳିକା ଭକ୍ତ ସମ୍ମିଳନୀ" ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ସତ୍ୟ…

ସୁନାବେଡ଼ାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

୭,୦୦୦ ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି ବ୍ରହ୍ମପୁର, ଫେବ୍ରୁଆରୀ- କୋରାପୁଟ ଜିଲ୍ଲା ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଟିପିଏସ୍ଓଡିଏଲ୍ ପକ୍ଷରୁ ଭିତ୍ତିଭୂମି ବିକାଶ କରାଯାଇଛି । ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ଓ ବିଜୁଳି

ଆଜିଠୁ କମିବ ଶୀତ ,କୁହୁଡି ନେଇ ସତର୍କ ସୂଚନା

ଭୁବନେଶ୍ଵର,୦୯/୦୨:ପୁଣି କିଛି ଦିନର ବ୍ୟବଧାନ ପରେ ଫେରିଲା ଶୀତ।ଆସନ୍ତା ୨୪ଘଣ୍ଟା ପାଇଁ ରାଜ୍ୟରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି ।ବିଶେଷକରି ନୟାଗଡ଼ ,ଗଂଜାମ, ଗଜପତି,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଖୋର୍ଦ୍ଧା ଓ ପୁରୀ ରେ ହାଲୁକା ମଧ୍ୟମ ଧରଣର କୁହୁଡି ହୋଇପାରେ ।ରାଜ୍ୟର