Browsing Category
News
ରାଜଧାନୀରେ ଅଘଟଣ,୧୦ ଫୁଟ ତଳକୁ ଖସିଲା କାର
ଭୁବନେଶ୍ଵର,୦୯/୦୨:ରାଜଧାନୀରେ ଅଘଟଣ । ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡ଼ ଭାଙ୍ଗି ତଳକୁ ଖସି ପଡ଼ିଲା କାର । ପ୍ରାୟ ୧୦ ଫୁଟ ତଳକୁ ଖସିଲା କାର । ଫଳରେ ତଳେ ଥିବା ଘର ଭାଙ୍ଗି ଯାଇଛି । ଅଳ୍ପେକେ ବଞ୍ଚିଗଲେ କାର ଡ଼୍ରାଇଭର ।୨ଟି ଘର କ୍ଷତିଗସ୍ତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି
୨୨ତମ ଧଉଳି-କଳିଙ୍ଗ ମହୋତ୍ସବର ଉଦ୍ଯାପନୀ ସଂଧ୍ୟା
ଭୁବନେଶ୍ୱର,୦୮/୦୨:ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳୀ ପାହାଡ଼ର ପାଦଦେଶରେ ଆୟୋଜିତ ୨୨ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଶାସ୍ତ୍ରୀୟ,!-->…
ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା
ବ୍ରହ୍ମଗିରି,୦୮/୦୨: : ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ!-->…
SCSTRTI ରେ ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ
ଭୁବନେଶ୍ୱର,୦୮/୦୨:ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRITI), ଓଡ଼ିଶା ଆନୁକୂଲ୍ୟରେ ଫେବୃଆରୀ ୭ ରୁ ଫେବୃଆରୀ ୨୧, ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁକୁ ନେଇ ୧୫ ଦିନିଆ ଲାଇଭ୍ ପ୍ରଦର୍ଶନ!-->…
ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ
ଗଜପତି,୦୮/୦୨:ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଦୁର୍ଘଟଣା ଘଟିଛି । ଗାଡିଟି ଗଞ୍ଜାମ ଜିଲ୍ଲା ସୋରଡା ମଧୁରବନ୍ଧ ଗାଁରୁ ଖାରିଖୁମ୍ମା ଗାଁକୁ ଯାଉଥିଲା । ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୧୭ଜଣ ଆହତ ହୋଇଛନ୍ତି । ୭ଜଣଙ୍କ!-->…
କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ,୦୮/୦୨:ଚିକିଟି ସୁନପୁରରୁ ବିଶାଖାପାଟଣା ଗଲାବେଳେ ଭୟଙ୍କର ଦୁର୍ଘଟଣା । ଆଇଚରରେ ପିଟିହେଲା କାର୍ । ଦୁର୍ଘଟଣାରେ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନପୁରରୁ ରୋଗୀଙ୍କୁ ଅଧିକ!-->…
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା
ନୂଆଦିଲ୍ଲୀ,୦୮/୦୨:ଲକ୍ଷ ଲକ୍ଷ ଟ୍ରେନ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର।ରେଳବାଇର ଏହି ନୂଆ ନିଷ୍ପତ୍ତି । ଯାତ୍ରୀମାନେ ଦୀର୍ଘଦିନ ଧରି ଦାବି କରୁଥିଲେ ଯେ କେତେକ ଟ୍ରେନ ସୁପରଫାଷ୍ଟ ଟ୍ୟାଗ୍ ରଖିଥିଲେ ମଧ୍ୟ ବହୁତ ଷ୍ଟେସନରେ ରହୁଥିବାରୁ ସେମାନଙ୍କ ଗତି ସାଧାରଣ ଏକ୍ସପ୍ରେସ୍ ଟ୍ରେନ ପରି!-->…
ରାଜଧାନୀରେ ହାଇଟେକ୍ ଚୋର,ବରଯାତ୍ରୀ ବେଶରେ ଲୁତିନେଲେ ୩ ଲକ୍ଷ ଟଙ୍କା
ଭୁବନେଶ୍ୱର,୦୮/୦୨:ରାଜଧାନୀରେ ଚାଞ୍ଚଲ୍ୟ।ବରଯାତ୍ରୀ ବେଶରେ ଆସିଲେ ୩ଲକ୍ଷ ଟଙ୍କା ଲୁଟିନେଲେ ।ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଏକ ତାରକା ହୋଟେଲରେ। ବାହାଘର ଅବସରରେ ବରଯାତ୍ରୀ ବେଶରେ ଆସିଥିବା ଦୁର୍ବୃତ୍ତମାନେ ଚତୁରତାର ସହିତ ଲୁଟ୍ କରି ଫେରାର ହୋଇଯାଇଛନ୍ତି ।କେମିତି ଘଟିଲା!-->…
22nd Dhauli-Kalinga Mahotsav : ଓଡ଼ିଶୀ ଏବଂ ପୁରୁଲିଆ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
ଭୁବନେଶ୍ୱର : ୦୬.୦୨.୨୦୨୬- (22nd Dhauli-Kalinga Mahotsav)ଐତିହାସିକ ଧଉଳୀର ପାଦଦେଶରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀଏବଂ ଆର୍ଟ ଭିଜନ୍ ମିଳିତ ସହଯୋଗରେ ଆୟୋଜିତ ୨୨ତମ ଧଉଳୀ କଳିଙ୍ଗ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଧଉଳି…
ରୟାଲ ଷ୍ଟାଗ୍ ବୁମବକ୍ସର ୪ର୍ଥ ସଂସ୍କରଣର ଶୁଭାରମ୍ଭ
ଭୁବନେଶ୍ୱର : ସିଗ୍ରାମର ‘ରୟାଲ ଷ୍ଟାଗ୍ ବୁମବକ୍ସ’ ଏହାର ଚତୁର୍ଥ ସିଜିନ୍ ସହିତ ପୁଣି ଥରେ ଫେରିଆସିଛି। ଏହି ସଙ୍ଗୀତ ମହୋତ୍ସବରେ ବଲିଉଡର ମନଛୁଆଁ ଗୀତ ଏବଂ ହିପ୍-ହପ୍ର ଦମଦାର୍ ବିଟ୍ର ଏକ ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିବ। ପୂର୍ବ ବର୍ଷଗୁଡ଼ିକର ସଫଳତା ପରେ, ଏହି ସିଜିନ୍କୁ ଆହୁରି ବଡ଼…