Browsing Category
News
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ବିଶ୍ଵ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହ ଅତ୍ୟାଧୁନିକ ଭିତ୍ତିଭୂମିକୁ ପ୍ରଶଂସା କଲେ
ଭୁବନେଶ୍ବର, ୧୭ ଏପ୍ରିଲ ୨୦୨୫: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଶିଳ୍ପ!-->!-->!-->…
ଆମାଜନ ଇଣ୍ଡିଆ ପକ୍ଷରୁ ସ୍ମାର୍ଟଚଏସ ପ୍ରୋଗ୍ରାମ ର ସମ୍ପ୍ରସାରଣ
ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଟାବଲେଟ ବର୍ଗରେ ଏହାର ସ୍ମାର୍ଟଚଏସ ପ୍ରୋଗ୍ରାମର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପ୍ରୋଗ୍ରାମ ସ୍ୱତନ୍ତ୍ର ଗ୍ରାହକ ଆବଶ୍ୟକତା ଓ ଉପଯୋଗିତା ଉପରେ ଆଧାର କରି ବିଶେଷଜ୍ଞଙ୍କ ପରାମର୍ଶ ମାଧ୍ୟମରେ ଡିଭାଇସ ଚୟନକୁ ସରଳ କରୁଛି। ଲାପଟପ ବର୍ଗରେ…
ଫୋନପେ ପକ୍ଷରୁ ୟୁପିଆଇ ସର୍କଲ ସେବା ଆରମ୍ଭ
ଭୁବନେଶ୍ୱର: ଫୋନପେ ପକ୍ଷରୁ ଏହାର ଆପରେ ୟୁପିଆଇ ସର୍କଲର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହା ଏହାର ୟୁଜରମାନଙ୍କୁ ଏକ ସର୍କଲ ସୃଷ୍ଟି କରିବାକୁ ଏବଂ ସେମାନଙ୍କ ପରିବାର, ବନ୍ଧୁ କିମ୍ବା ବିଶ୍ୱସ୍ତ କଂଟାକ୍ଟଗୁଡ଼ିକ ତରଫରୁ ପେମେଂଟ କରିବାକୁ ଦେଇଥାଏ । ୟୁପିଆଇ ସର୍କଲ ନିର୍ଭରଶୀଳମାନଙ୍କୁ ଏକ…
ସେଚ ସାମର୍ଥ୍ୟ ବୃଦ୍ଧିରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକର ବ୍ୟାପକ ନିର୍ମାଣ ଉପରେ ଗୁରୁତ୍ବ
ଭୁବନେଶ୍ବର: ରାଜ୍ୟ ସରକାର ଜଳ ସଂରକ୍ଷଣ ଓ ପରିଚାଳନାକୁ ପ୍ରାଥମିକତା ଦେବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । କେନାଲର ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ପାଖରେ ଯେପରି ପାଣି ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରହିଛି । ବୃହତ୍, କ୍ଷୁଦ୍ର, ମଧ୍ୟମ, ଉଠା ଜଳ ସେଚନ , ମେଗା ଲିଫ୍ଟ ଏବଂ!-->…
ଭୁବନେଶ୍ୱରରେ ସେନେସ ଶୋ’ରୁମର ଶୁଭାରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ'ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ ପାଇଁ ଜଣାଶୁଣା । ଏହି ବ୍ରାଣ୍ଡରେ ଅନେକ ପ୍ରକାରର…
ଡିଏସ ଗ୍ରୁପ ପକ୍ଷରୁ ପଲ୍ସ ଗୋଲମୋଲର ଶୁଭାରମ୍ଭ
ଭୁବନେଶ୍ୱର: ଏକ ବ୍ୟବସାୟିକ ନିଗମ ଏବଂ ଏକ ଅଗ୍ରଣୀ ଏଫଏମସିଜିି ସଂଗଠନ, ଧରମପାଲ ସତପାଲ ଗ୍ରୁପ (ଡିଏସ ଗ୍ରୁପ) ଏହାର ନୂଆ ଉତ୍ପାଦ ଶୃଙ୍ଖଳ-ପଲ୍ସ ଗୋଲମୋଲ ଇମିଲି ଫ୍ଲେବର ଗୋଲିର ଶୁଭାରମ୍ଭ ଘୋଷଣା କରିଛି । ପିଢି ପିଢି ଧରି ଲୋକଙ୍କୁ ଆମୋଦିତ କରୁଥିବା ପରିଚିତ ତେନ୍ତୁଳି (ଇମିଲି) ସ୍ୱାଦ…
ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସ ‘ଜୁଏଲ୍ସ ଅଫ୍ ଇଣ୍ଡିଆ – ତିରୁପତି…
ମୁମ୍ବାଇ, ୧୧ ଏପ୍ରିଲ୍, ୨୦୨୫: ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ , ତିରୁପତିର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହାର ସ୍ୱତନ୍ତ୍ର 'ଜୁଏଲ୍ସ ଅଫ୍ ଇଣ୍ଡିଆ' କଲେକ୍ସନର ୧୦ମ ସଂସ୍କରଣରେ ତିରୁପତି କଲେକ୍ସନକୁ ଗର୍ବର ସହିତ!-->!-->!-->…
ଘରୋଇ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ
ଭୁବନେଶ୍ବର: ସମ୍ପ୍ରତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଥିଲାବେଳେ ଭାଜପା ସରକାରର ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ଓ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ବଢେଇବାର ନିଷ୍ପତ୍ତି ଗରିବ ଓ ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗି ଦେଲାପରି ମନେ ହେଉଛି।!-->…
ଭୁବନେଶ୍ୱରରେ ଖୋଲିଲା ବୈଷୟିକ-ଜ୍ଞାନକୌଶଳ ସମର୍ଥିତ ଅଫ ଲାଇନ ଶିକ୍ଷା କେନ୍ଦ୍ର
ଭୁବନେଶ୍ୱର : ଫିଜିକ୍ସୱାଲା ଏକ ଶିକ୍ଷା ଭିତିକ କମ୍ପାନୀ, ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଠାରେ ନିଜର ଉପସ୍ଥିତି ଜାହିର କରିବା ସହ ଏହା ନୂତନ ବୈଷୟିକ-ଜ୍ଞାନକୌଶଳ ସଂପନ୍ନ ପିଡବ୍ଲୁ କେନ୍ଦ୍ରର ଶୁଭ ଉଦଘାଟନ କରିଛି । ଫିଜିକ୍ସୱାଲାର ମୁଖ୍ୟ ଗ୍ରୋଥ ଅଧିକାରୀ ଶ୍ରୀ ବିବେକ ଗୌର ଏହି…
ଚଳିତ ଆଇପିଏଲ୍ରେ ଏମ୍ ଏସ୍ ଧୋନିଙ୍କ ଅତୁଟ ପରମ୍ପରାକୁ ମେନ୍ ଅଫ୍ ପ୍ଲାଟିନମ୍ଙ୍କ ସହ ପାଳନ କରନ୍ତୁ
ଭୁବନେଶ୍ୱର : ଆଇପିଏଲ୍ ଋତୁ ଆରମ୍ଭ ହେବା ମାତ୍ରେ କ୍ରିକେଟ୍ ଜ୍ୱର ଚରମ ସୀମାରେ ପହଂଚିଛି ଏବଂ ଥାଲା ପୁଣି ଥରେ ହଳଦିଆ ଜର୍ସି ପିନ୍ଧିବାକୁ ସ୍ତୁତ ହେଉଛନ୍ତି, ଯାହା ସାରା ଦେଶର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପ୍ରତ୍ୟେକ ଏମଏସ ଧୋନିଙ୍କ ସମର୍ଥକଙ୍କ ପାଇଁ, ଏହା କେବଳ ଏକ!-->…