Browsing Category
News
ପ୍ରାକ୍-ପ୍ରାଥମିକ ଶିକ୍ଷାର ସ୍ତରକୁ ସୁଦୃଢ଼ କରିବା ଲକ୍ଷ୍ୟ: ଶିଶୁ ବାଟିକା ପିଲାଙ୍କ ପାଇଁ ମାଗଣା ପୋଷାକ
ଭୁବନେଶ୍ଵର,୦୪/୦୨:ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ (ୟୁନିଫର୍ମ) ସହ!-->…
ହ୍ୱାଟସ୍ଆପରେ ମିଳିବ ରାଜସ୍ୱ ସେବା, ୨୪ ଘଣ୍ଟିଆ ସୁବିଧା; ଦୁର୍ନୀତି ଉପରେ ଲାଗିବ ଲଗାମ
ଭୁବନେଶ୍ୱର,୦୪/୦୨: ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଓ ଲୋକହିତକାରୀ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏବେ ରାଜସ୍ୱ ବିଭାଗର ସମସ୍ତ ପ୍ରମୁଖ ସେବା ହ୍ୱାଟସ୍ଆପ ମାଧ୍ୟମରେ ୨୪ ଘଣ୍ଟା ଉପଲବ୍ଧ ହେବ। ଜମି-ଜମା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ, ଆବେଦନ ଓ ସମସ୍ୟାକୁ ଏହି ହ୍ୱାଟସ୍ଆପ!-->…
ଭାରତ–ଆମେରିକା ବ୍ୟାପାର ଘୋଷଣାକୁ ସ୍ୱାଗତ କଲେ କୁମାର ମଙ୍ଗଳମ୍ ବିର୍ଲା, ନିବେଶ ଓ ଶିଳ୍ପ ସହଯୋଗ ଉପରେ ଗୁରୁତ୍ୱକୁ…
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭାରତ–ଆମେରିକା ବ୍ୟାପାର ସମ୍ପର୍କିତ ଘୋଷଣାକୁ ସ୍ୱାଗତ କରି, ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ôଥକ ଓ ରଣନୈତିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି।
ସେ କହିଛନ୍ତି,“ଆଜିର ବ୍ୟାପାର ଘୋଷଣା ପାଇଁ ମୁଁ…
ପୋଲିସ ଏସ୍ଆଇ ନିଯୁକ୍ତି ଅନିଶ୍ଚିତତା, ରାସ୍ତାକୁ ଓହ୍ଲାଇବ ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ
ଭୁବନେଶ୍ୱର ୦୪।୦୨ : କେବେ ହେବ ପୋଲିସ୍ SI ପରୀକ୍ଷା ? ଆସନ୍ତା ୫ତାରିଖ ରେ ‘ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ’ ଆନ୍ଦୋଳନ ।ନିଯୁକ୍ତି ଦୁର୍ନୀତି ଓ ଚାକିରୀ ବିକ୍ରିକୁ ପ୍ରସଙ୍ଗ କରି ଷ୍ଟୁଡେଣ୍ଟ୍ ଏଗେନେଷ୍ଟ କରପସନ ନେତୃତ୍ୱରେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ମେଧାବୀ । ରାଜ୍ୟରେ ପୋଲିସ SI!-->…
ଆଜି ବିଶ୍ୱ କର୍କଟ ଦିବସ: ‘United by Unique’ ଥିମ୍ ସହ କ୍ୟାନ୍ସର ସଚେତନତାର ଆହ୍ୱାନ
ଭୁବନେଶ୍ୱର,୦୪/୦୨: ଆଜି ସାରା ବିଶ୍ୱରେ ପାଳିତ ହେଉଛି ‘ବିଶ୍ୱ କର୍କଟ ଦିବସ’ (World Cancer Day)। ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ କର୍କଟ ରୋଗ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ସଠିକ୍ ଚିକିତ୍ସା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।
ଚଳିତ ବର୍ଷର!-->!-->!-->…
ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୁରୀ,୦୪/୦୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ପହଞ୍ଚି ଶ୍ବେତଗଙ୍ଗା ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି। ବେଦବିଧି ଓ ପରମ୍ପରା ଅନୁଯାୟୀ ପିଣ୍ଡଦାନ ସମ୍ପନ୍ନ କରିବା ପରେ ରାଷ୍ଟ୍ରପତି ଶ୍ରୀଜଗନ୍ନାଥ!-->…
କେମିତି କଟିବ ଆପଣଙ୍କ ଆଜିର ଦିନ , ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶି
ମେଷ – କର୍ମକ୍ଷେତ୍ରରେ ସଫଳତା ମିଳିବ। ଧୈର୍ଯ୍ୟ ରଖି କାମ କଲେ ଲାଭ ହେବ। ପରିବାରିକ ସମ୍ପର୍କ ମଧୁର ରହିବ।ବୃଷ – ଆର୍ଥିକ ଦିଗ ମଜବୁତ ହେବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।ମିଥୁନ – ନୂତନ କାର୍ଯ୍ୟ ଆରମ୍ଭର ଯୋଗ ଅଛି। ବନ୍ଧୁଙ୍କ ସହଯୋଗ!-->!-->!-->…
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା
ଭୁବନେଶ୍ଵର,୦୩/୦୨: ଓଡ଼ିଶାରେ ପ୍ରଥମଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଜା । ୯ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ୨ ବର୍ଷ ଜେଲ୍ । ସଜା ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ଏହାସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ କାରାଦଣ୍ଡ । ୬ଜଣ!-->…
ରାଜଧାନୀରେ ଆଦିବାସୀ ଗାଁର ଭ୍ରମ
ଭୁବନେଶ୍ଵର,୦୩/୦୨:ରାଜଧାନୀରେ ଆଦିବାସୀ ଗାଁର ଭ୍ରମ । ଜଙ୍ଗଲ ସାମଗ୍ରୀ ସାଙ୍ଗକୁ ଜନଜାତୀଙ୍କ ଚଳଣି ।ଚାଲିଛି ଆଦିବାସୀ ମେଳା ୨୦୨୬ । ୟୁନିଟ ୱାନ୍ ଆଦିବାସୀ ପଡ଼ିଆରେ ଚାଲିଛି ଏହି ମେଳା । ଚଳିତବର୍ଷ ମେଳାରେ ୯୪ଟି ଆଦିବାସୀ ହାଟ, ୧୫ଟି କଳା ଏବଂ ହସ୍ତଶିଳ୍ପ ସମେତ ୧୦୯ଟି ଷ୍ଟଲ ଖୋଲାଯାଇଛି!-->…
ପୂର୍ବ ଶତ୍ରୁତାର ପ୍ରତିଶୋଧ! ସୁପାରି ଦେଇ ଆକ୍ରମଣ ମାମଲାରେ ବିଜେପି କର୍ପୋରେଟର ପ୍ରାର୍ଥୀ ଗିରଫ
ଭୁବନେଶ୍ୱର,୦୩/୦୨: ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ସୁପାରି ଦେଇ ମରଣାନ୍ତକ ଆକ୍ରମଣ କରାଇଥିବା ଅଭିଯୋଗରେ ବିଜେପିର ଜଣେ କର୍ପୋରେଟର ପ୍ରାର୍ଥୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୁବନେଶ୍ୱର ୪୫ନମ୍ବର ୱାର୍ଡର ପ୍ରଶାନ୍ତ ନାୟକ ଓରଫ ବନି।ପୋଲିସ ସୂଚନା!-->…