Browsing Category
News
ଅଲ୍ଟିମେଟ ଖୋ ଖୋ ସିଜନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ମୁକୁଲ ମୁଦଗଲ
ଭୁବନେଶ୍ୱର: ଭାରତର ପ୍ରମୁଖ ପ୍ରଫେସନାଲ ଖୋ ଖୋ ଲିଗ, ଅଲ୍ଟିମେଟ ଖୋ ଖୋ ପକ୍ଷରୁ ଜଷ୍ଟିସ ମୁକୁଲ ମୁଦଗଲ (ଅବସରପ୍ରାପ୍ତ)ଙ୍କୁ ସିଜିନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ରଣନୈତିକ ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ନୈତିକ ମାନଦଣ୍ଡ କୁ ପ୍ରୋତ୍ସାହିତ!-->…
ସୋଆର ୫ ଜଣଙ୍କୁ ଓଜେଏସ୍ ପରୀକ୍ଷାରେ ସଫଳତା
ଭୁବନେଶ୍ୱର, ଡିସେମ୍ବର ୨୮: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ!-->…
ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସ୍ଡି ମଧ୍ୟରେ ବୁଝାମଣା
ଭୁବନେଶ୍ୱର,ଡିସେମ୍ବର ୨୮: ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ସେଂଟର ଫର ୟୁଥ ଆଣ୍ଡ ସୋସିଆଲ୍!-->…
ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍ ନହ୍ନିପରୀ ୨୦୨୩ ମୁକୁଟ
ଭୁବନେଶ୍ୱର, ୨୭/୧୨: ଉତ୍ତରପ୍ରଦେଶର ସ୍ନିଗ୍ଧା ମାଲବୀୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୩ର ଫାଇନାଲ୍ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି ।!-->…
ଓଡିଶା ଜଗରନଟ୍ସ ଓ ତେଲୁଗୁ ୟୋଦ୍ଧାସ ନିଜ ନିଜ ମ୍ୟାଚରେ ବିଜୟୀ
କଟକ,୨୭ ଡିସେମ୍ବର, ୨୦୨୩: ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଆଜି ମୁମ୍ବାଇ ଖିଲାଡିସ୍ ବିରୋଧରେ ୩୧-୨୮ ପଏଂଟ୍ର ବିଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍ସ ନିଜର ବିଜୟଧାରା ବଜାୟ ରଖିଛି । ୩ଟି ମ୍ୟାଚ୍ରେ ୮ ପଏଂଟ୍ ସହିତ ଓଡିଶା ଜଗରନଟ୍ସ ପଏଂଟ୍ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି!-->…
ରାଜସ୍ଥାନ ୱାରିୟର୍ସ ବିରୋଧରେ ତେଲୁଗୁ ୟୋଦ୍ଧାସର ବଡ ବିଜୟ
କଟକ,୨୭ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ତେଲୁଗୁ ୟୋଦ୍ଧାସ୍ ଚମତ୍କାର ପ୍ରଦର୍ଶନ ସହ ନିଜର ୨ୟ ବିଜୟ ପଞ୍ଜୀକୃତ କରିଛି । ଆଜି (ବୁଧବାର) ୪ର୍ଥ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୧ମ ମ୍ୟାଚ୍ରେ ତେଲୁଗୁ ୟୋଦ୍ଧାସ୍ ୩୮-୨୮ ପଏଂଟ୍ରେ ରାଜସ୍ଥାନ!-->…
କିଟରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର, ୨୭/୧୨: କିଟ୍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍ଘାଟିତ ହୋଇଯାଇଛି। କିଟ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ,!-->…
୫T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
ଭୁବନେଶ୍ବର, ୨୭.୧୨.୨୦୨୩ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା!-->…
କ୍ୱାଞ୍ଜା ସେଲିବ୍ରେସନ୍ ୨୦୨୩ରେ ପ୍ରଦର୍ଶନ କରିବେ ବଲିଉଡ୍ ଗାୟକ ଜାଡେନ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍ସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରବାସୀ ପୁରୁଣା ବର୍ଷକୁ ବିଦାୟ ଦେବା ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବଲିଉଡର ବିଶିଷ୍ଠ କଳାକାରମାନଙ୍କ ସଙ୍ଗୀତକୁ ସିଧାସଳଖ ଶୁଣି ଉତ୍ସବର ଖୁସିକୁ ବହୁଗୁଣିତ କରିବାକୁ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି ।!-->…
ଓରମାସ ଶିଶିର ସରସ ଏଥର ବରମୁଣ୍ଡା ପଡ଼ିଆରେ ଜାନୁଆରି ୬ ରୁ ୧୫
ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆସନ୍ତା ଜାନୁଆରି ମାସରେ ଆୟୋଜନ ହେବାକୁ ଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-2024ରେ, ସମସ୍ତ ସହଯୋଗୀ ବିଭାଗ ଏବଂ ସଂସ୍ଥା ପୂର୍ବ ବର୍ଷ ଭଳି ଏଥର ମଧ୍ୟ ମେଳାକୁ ସଫଳ!-->…