Browsing Category
News
ଗର୍ବର ମୁହୂର୍ତ୍ତ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି
ଭୁବନେଶ୍ଵର,୦୨/୦୨:ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି ପୁଣିଥରେ ଭାରତକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କର ଅସାଧାରଣ ଦୃଢତା, ସାହସ ଓ ଅଦମ୍ୟ ମନୋବଳର ପରିଣାମ ସ୍ୱରୂପ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ଲେଖାଇବାରେ ସଫଳ ହୋଇଛନ୍ତି।
ସୁଫିୟା ମନାଲିରୁ ଲେହ ପର୍ଯ୍ୟନ୍ତ ପ୍ରାୟ!-->!-->!-->…
ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍
ପୁରୀ,୦୨/୦୨: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ ଓଡ଼ିଶା ହାଇକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କାହିଁକି ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ,!-->…
ଅନ୍ନପୂର୍ଣ୍ଣା ଗ୍ରୁପ ପକ୍ଷରୁ ଅନ୍ନପୂର୍ଣ୍ଣା ଗାଈ ଘିଅର ଔପଚାରିକ ଶୁଭାରମ୍ଭ
ଭୁବନେଶ୍ୱର :ସାତ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ଉପରେ ନିର୍ମିତ ଉତରପୂର୍ବାଂଚଳର ପ୍ରତିଷ୍ଠିତ ଘରୋଇ ଏଫଏମସିଜି କମ୍ପାନୀ, ଅନ୍ନପୂର୍ଣ୍ଣା ଗ୍ରୁପ ଉତରପ୍ରଦେଶ, ଦିଲ୍ଲୀ-ଏନସିଆର, ବିହାର, ଝାଡ଼ଖଣ୍ଡ ଓ ଓଡିଶା ସମେତ ଉତର ଓ ପୂର୍ବ ଭାରତୀୟ ବଜାରଗୁଡିକରେ ଏହାର ଫ୍ଲାଗସିପ ପ୍ରଡକ୍ଟ…
ପ୍ରସ୍ତାବିତ ଆଇପିଓ ପାଇଁ ଏନଏସଇ ସେବିଠାରୁ ଏନଓସି ହାସଲ କରିଛି
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ନିକଟରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ଠାରୁ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ (ଏନଓସି) ହାସଲ କରିଛି । ଯାହାକି ଏକ୍ସଚେଞ୍ଜର…
ଏସ୍.ଏଚ୍.ଜି ମା’ମାନକୁ ୧୯୭. ୬୬ କୋଟି ଟଙ୍କା ସୁଧ ଫେରସ୍ତ
ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ
ଭୁବନେଶ୍ୱର,୨ ଫେବୃୟାରୀ ୨୦୨୬: ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଆଜି ମିଶନ ଶକ୍ତି ଭବନ, ଭୁବନେଶ୍ୱର ଠାରେ “ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ” କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ!-->!-->!-->…
ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ଘଟଣା:କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କ୍ୟାପିଟାଲ ହସ୍ପିଟାଲ ଛକରେ କିନ୍ନର ସମାଜର…
ଭୁବନେଶ୍ୱର,୦୨/୦୨ :ଟ୍ରାନ୍ସଜେଣ୍ଡର ଅଞ୍ଜଳିଙ୍କ ନିର୍ମମ ହତ୍ୟାକୁ କେନ୍ଦ୍ର କରି ରାଜଧାନୀରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲ ଛକରେ କିନ୍ନର ସମାଜର ସଦସ୍ୟମାନେ ରାସ୍ତା ରୋକ କରି ଭାରି ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀମାନେ ଘଟଣାର ନିର୍ପେକ୍ଷ ଓ!-->…
ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ
ଢେଙ୍କାନାଳ, ୨୭ ଜାନୁଆରୀ, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି (ଔଉଝ) ସହିତ ଟାଟା ଷ୍ଚିଲର ନିଜସ୍ୱ ହସପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (ଗଞଗଐ) ମାଧ୍ୟମରେ, ଢେଙ୍କାନାଳରେ ସ୍ଥାନୀୟ ଗ୍ରାମାବାସୀଙ୍କ ପାଇଁ ପ୍ରାଥମିକ କର୍କଟ ଚିହ୍ନଟ ଏବଂ…
ହୃଦଘାତରୁ ଜୀବନ ରକ୍ଷା ପାଇଁ ‘ହାର୍ଟ ଗାର୍ଡ’ AI ମାସ୍କ
କଟକ,୦୨/୦୨:ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଏକ ଅଭିନବ ‘ହାର୍ଟ ଗାର୍ଡ’ AI ମାସ୍କ ତିଆରି କରିଛନ୍ତି କଟକର ଝିଅ ଦେବଶ୍ରିତା ଦାସ। ଏହି ଆଧୁନିକ ଡିଭାଇଜ୍ ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏକ ଆଶାର କିରଣ ହୋଇଉଠିଛି।ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ!-->…
୬ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର,୦୨/୦୨ : ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଲୋକଭବନ ଯାଇ ରାତ୍ରିଯାପନ କରିବେ।!-->!-->!-->…
ଅନ୍ତର୍ଭୁକ୍ତକାରୀ ବିକାଶ ଦିଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରଭାବୀ ପଦକ୍ଷେପ; ସ୍ୱତନ୍ତ୍ର ନିଯୁକ୍ତି ମାଧ୍ୟମରେ…
ସାମାଜିକ କଲ୍ୟାଣ ଏବଂ ଅନ୍ତର୍ଭୁକ୍ତକାରୀ ବିକାଶ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଏବଂ ଜମି ହରାଇଥିବା…