Browsing Category

News

ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୩୧,୩୨୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ…

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୩୧,୩୨୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ଗୋଟିଏ ବର୍ଷ ପୂର୍ବରୁ ସମାନ ସମୟରେ ୨୬,୨୫୬ କୋଟି ଟଙ୍କା ଥିଲା। ନିୟମିତ ପ୍ରିମିୟମରେ କମ୍ପାନି ୧୫…

ହକି ଇଣ୍ଡିଆ ଲିଗ୍‌-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌ପିସି କ୍ୟାଡେଟ୍‌

ଭୁବନେଶ୍ୱର, ୨୯ ଜାନୁଆରୀ, ୨୦୨୬: ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌) ୨୦୨୬ରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍‌ଟିଏଚ୍‌ଏଚ୍‌ପିସି) ର କ୍ୟାଡେଟ୍‌ମାନେ ଚମତ୍କାର କ୍ରୀଡ଼ା ପ୍ରଦଶର୍ନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଚ୍‌ଆଇଏଲ୍‌ର ଏହି ସିଜିନରେ ଏକାଡେମୀର ମୋଟ ୮…

ଟିପିସିଓଡିଏଲ୍‌ର ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର ତୁଳନାତ୍ମକ ପ୍ରଦର୍ଶନୀ ଅଭିଯାନ

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଏହାର ସେବାଯୋଗାଣ ଅଞ୍ଚଳରେ ଥିବା ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଆରମ୍ଭ କରାଯାଇଥିବା 'ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର ତୁଳନାତ୍ମକ ପ୍ରଦର୍ଶନୀ' ପଦକ୍ଷେପକୁ…

ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ଝାରସୁଗୁଡା,୨୯/୧ : ଝାରସୁଗୁଡା ସହର ସ୍ଥିତ ନବ ଦାସ ଅଡିଟରୀୟମ ଠାରେ ଓଡିଶା ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ଝାରସୁଗୁଡା ର ପୂର୍ବତନ ବିଧାୟକ ସ୍ବର୍ଗତ ନବ କିଶୋର ଦାସ ଙ୍କ ୩ ୟ ଶ୍ରାଦ୍ଧ ବାର୍ଷିକୀ ଗୁରୁବାର ପାଳିତ ହୋଇ ଯାଇଛି | ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ନବ ଦାସ ଫାଉଣ୍ଡେସନ

ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କଦ୍ଵାରା ବନ୍ଦେ ମାତରମ୍ ସଂରଚନା

ଝାରସୁଗୁଡ଼ା, ୨୯/୦୧/୨୦୨୬ : ଡିଏଭି ପବ୍ଲିକ୍ ସ୍କୁଲ, ଝାରସୁଗୁଡ଼ା ପରିସରରେ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ୧୫୦ ତମ ବନ୍ଦେ ମାତରମର ସ୍ମୃତିମୟ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ’ର ଏକ ଭବ୍ୟ ସଂରଚନା କରିଥିଲେ । ଭାରତମାଟିର ଗୌରବମୟ ଇତିହାସର

କର୍ମନିଯୁକ୍ତି ଓ ଆର୍ଥିକ ବିକାଶରେ ପ୍ରତିବନ୍ଧକ ସାଜିଛି ଅବ୍ୟବହୃତ ଖଣିଜ ସମ୍ପଦ

ଭବାନୀପାଟଣା : ନିଯୁକ୍ତି, ଜୀବିକା ଓ ଆଂଚଳିକ ସମାନତା ଉପରେ କାର୍ଯ୍ୟ କରୁଥିବା ଏକ ନୀତି-କେନ୍ଦ୍ରିତ ବିକାଶମୂଳକ ସଂସ୍ଥା ପ୍ରହାର ପକ୍ଷରୁ ଭବାନୀପାଟଣାର ହୋଟେଲ ମିଡ୍‌ଟାଉନଠାରେ ‘ସାଉଥ-ୱେଷ୍ଟ ଓଡିଶା: ଇକୋନୋମିକ ଆଣ୍ଡ ଏମ୍ପେ୍ଲାୟମେଂଟ ଗ୍ରୋଥ, ଚ୍ୟାଲେଞ୍ଜ୍‌ସ ଆଣ୍ଡ ଅପର୍‌ଚ୍ୟୁନିଟିଜ୍‌’…

ଟାଟା ପ୍ଲେ ପକ୍ଷରୁ ନୂଆ ଚ୍ୟାନେଲ ଓଡିଆ ମନୋରଂଜନ ର ଶୁଭାରମ୍ଭ

ଭୁବନେଶ୍ୱର : ଟାଟା ପ୍ଲେ ପକ୍ଷରୁ 'ଟାଟା ପ୍ଲେ ଓଡ଼ିଆ ମନୋରଞ୍ଜନ' ନାମକ ଏକ ନୂଆ ଚ୍ୟାନେଲର ଶୁଭାରମ୍ଭ କରାଯାଇଛି । ଏହି ସେବା ବିଶେଷ କରି ଓଡ଼ିଆ ଭାଷାଭାଷୀ ଦର୍ଶକଙ୍କ ପାଇଁ ସଂଗୃହିତ ଚଳଚ୍ଚିତ୍ର, ଟିଭି ଶୋ, ଯାତ୍ରା, ଭକ୍ତି ବିଷୟବସ୍ତୁ ଏବଂ ସଙ୍ଗୀତର ଏକ ବିବିଧ ମିଶ୍ରଣ ଆଣିଛି । ଏହି…

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ

ଭୁବନେଶ୍ବର, ୨୯ ଜାନୁଆରୀ ୨୦୨୬: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି । ରାଜ୍ୟର ସମସ୍ତ ୨୩୦ ଗୋଟି ସରାକରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।…

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର -୨୯/୦୧/୨୦୨୬ : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ଆଜି ସମୀକ୍ଷା କରିଛନ୍ତି ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ। ଆଭାସି ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ମାନେ…

ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସର ଅ-ନିଶ୍ଚିତ ସୂଚୀ ୨.୦

ଭୁବନେଶ୍ୱର: ଆର୍ଥିକ ଚାପ, ସ୍ୱାସ୍ଥ୍ୟସେବା ଚିନ୍ତା, କର୍ମ-ଜୀବନ ସନ୍ତୁଳନ ଏବଂ ବ୍ୟାପକ ସାମାଜିକ ଆହ୍ୱାନ ପ୍ରଭାବରେ ଭାରତରେ ଅନିଶ୍ଚିତତା ବୃଦ୍ଧି ପାଇଛି। ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅ-ନିଶ୍ଚିତ ସୂଚୀ ୨.୦ରେ ଭାରତର ଉଦବେଗ ସୂଚୀ ୭୯ ରହିଛି।…