Browsing Category

News

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର -୨୯/୦୧/୨୦୨୬ : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ଆଜି ସମୀକ୍ଷା କରିଛନ୍ତି ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ। ଆଭାସି ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ମାନେ…

ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସର ଅ-ନିଶ୍ଚିତ ସୂଚୀ ୨.୦

ଭୁବନେଶ୍ୱର: ଆର୍ଥିକ ଚାପ, ସ୍ୱାସ୍ଥ୍ୟସେବା ଚିନ୍ତା, କର୍ମ-ଜୀବନ ସନ୍ତୁଳନ ଏବଂ ବ୍ୟାପକ ସାମାଜିକ ଆହ୍ୱାନ ପ୍ରଭାବରେ ଭାରତରେ ଅନିଶ୍ଚିତତା ବୃଦ୍ଧି ପାଇଛି। ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅ-ନିଶ୍ଚିତ ସୂଚୀ ୨.୦ରେ ଭାରତର ଉଦବେଗ ସୂଚୀ ୭୯ ରହିଛି।…

ଓଡ଼ିଶାର ପଛୁଆ ଅଂଚଳରେ ସ୍ଥାୟୀ ନିଯୁକ୍ତି ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର: କେନ୍ଦ୍ର ବଜେଟ ୨୦୨୬-୨୭ ପୂର୍ବରୁ, ଓଡ଼ିଶାର ପଛୁଆ ଅଂଚଳ, ବିଶେଷକରି ଦକ୍ଷିଣ-ପଶ୍ଚିମ ଅଂଚଳ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକରେ ଗତ ବର୍ଷର ଟ.୯,୧୭୬ କୋଟିର ଅତିରିକ୍ତ ପାଣ୍ଠି ସହାୟତାକୁ ବଜାୟ ରଖିବା ସହିତ ସ୍ଥାୟୀ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବାକୁ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ୨୫ତମ ସିଆଇଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ପ୍ରଦର୍ଶିତ ‘ଏନର୍ଜି ପାଭିଲିୟନ’…

ରାଉରକେଲା, ୨୮ ଜାନୁଆରୀ ୨୦୨୬: ୨୫ତମ ସିଆଇଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ପ୍ରଦର୍ଶିତ ଷ୍ଟଲ୍ ‘ଏନର୍ଜି ପାଭିଲିୟନ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ୨୭ ଜାନୁଆରୀ (ଗତକାଲି) ଉଦଘାଟନ କରିଛନ୍ତି । ଏହି ଷ୍ଟଲରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ…

ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଶକ୍ତି ବିଭାଗର ପାଭିଲିୟନକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ଚାଲିଥିବା ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ଭିଜନକୁ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଏକ ପାଭିଲିୟନ ଖୋଲାଯାଇଛି। ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଏହି ପାଭିଲିୟନର…

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା’ କାର୍ଯ୍ୟକ୍ରମ: ୩୦୦ରୁ ଊର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିଲା ‘ଜ୍ୟୋତି…

- ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମାନ୍ୟବର ମନ୍ତ୍ରୀ ଡଃ ପ୍ରଦୀପ ବଳସାମନ୍ତ - ଅଭିଯାନରେ ସାମିଲ ହେଲେଣି ୫,୦୦୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ମେମ୍ବର ସୁକିନ୍ଦା, ଜାନୁଆରୀ ୨୮ , ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ର ଏକ ପ୍ରମୁଖ କାର୍ଯ୍ୟକ୍ରମ ‘ଅରୁଣିମା’ର ୯ମ ସଂସ୍କରଣ…

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

ଭୁବନେଶ୍ୱର, ୨୮/୦୧/୨୦୨୬: 'ସମସ୍ତଙ୍କ ପାଇଁ ଏଆଇ' ମିଶନର ଅଂଶ ସ୍ୱରୂପ, ରିଲାଏନ୍ସ ଜିଓ ସାରା ଓଡ଼ିଶାରେ ଜିଓ ଏଆଇ କ୍ଲାସରୁମ୍ ପ୍ରୋଗ୍ରାମ ଜରିଆରେ ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ସାରା ଓଡ଼ିଶାରେ…

କିଟ୍ ଓ କିସ୍‌ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,:  କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ ସୋମବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପରେଡ ଅଭିବାଦନ ଗ୍ରହଣ କରି କିଟ୍ ଓ କିସ୍…

IRPRA 2025 : Advento communications ପାଇଲା ବେଷ୍ଟ ପିଆର୍ ପୁରସ୍କାର

ଭୁବନେଶ୍ୱର: PR କ୍ଷେତ୍ରରେ ଭଲ କାମକୁ ସମ୍ମାନ ଜଣାଇବା ପାଇଁ, IRPRA ୨୦୨୫ ବର୍ଷର ବିଜେତା ଏଜେନ୍ସି ଓ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛି । Advento communications ଶୀର୍ଷ ୨୦ଟି ପିଆର ଏଜେନ୍ସି ମଧ୍ୟରେ ଏକ ସ୍ଥାନ ପାଇବା ସହିତ ରେ ସମ୍ମାନିତ ହୋଇଛି । ପ୍ରତିଷ୍ଠିତ ମଂଚ ଭାବେ…

ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

ଢେଙ୍କାନାଳ, ୨୭ ଜାନୁଆରୀ, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି ସହିତ ଟାଟା ଷ୍ଚିଲର ନିଜସ୍ୱ ହସପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ ମାଧ୍ୟମରେ, ଢେଙ୍କାନାଳରେ ସ୍ଥାନୀୟ ଗ୍ରାମାବାସୀଙ୍କ ପାଇଁ ପ୍ରାଥମିକ କର୍କଟ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସୁବିଧା…