Browsing Category
News
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ
ଭୁବନେଶ୍ୱର : ପାର୍ବଣ ଓ ବିବାହ ଋତୁକୁ ନଜରରେ ରଖି ଭୁବନେଶ୍ୱରରେ ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଲୋକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ହୋଇଛି । ସମସ୍ତ ଅବସର ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ରେଶମ ଶାଢ଼ି ଗୋଟିଏ ସ୍ଥାନରେ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା କଳା ଓ ଶିଳ୍ପ ପକ୍ଷରୁ…
ଆକର୍ଷଣର କେନ୍ଦ୍ର ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁର
ଭୁବନେଶ୍ବର, ତା: ୨୩/୦୧/୨୦୨୬ : ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶ ଡେକାନ ଉପତ୍ୟକାର!-->…
ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬ , ଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର
ଭୁବନେଶ୍ଵର, ; କିଏ ଧୀର ମନ୍ଥର ଗତିରେ ଆସୁଥିଲେ ତ କିଏ ଦ୍ରୁତ ଗତିରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । କିଏ ଚୋର ଧରିବାର କୌଶଳ ଦେଖାଉଥିଲେ ତ ଆଉ କିଏ ହାଇ ଜମ୍ପ ଓ ହର୍ଡଲ୍ସ ଜମ୍ପରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କ ସମ୍ମୁଖରେ ଆଘ୍ରାଣ ଶକ୍ତିକୁ ପ୍ରଦର୍ଶନ କରି…
ମତ୍ସ୍ୟ ପ୍ରାଣୀ ସମାବେଶରେ ରାଜ୍ୟ ମାଛ – ମହାନଦୀ ମହାସୀର
ଭୁବନେଶ୍ଵର, : ମତ୍ସ୍ୟ ପ୍ରାଣୀ ସମାବେଶରେ ପ୍ରମୁଖ ଆକର୍ଷଣ ସାଜିଛି ଓଡ଼ିଶାର ରାଜ୍ୟ ମାଛ - ମହାନଦୀ ମହସୀର । ଏହାର ବୈଜ୍ଞାନିକ ନାମ ହେଉଛି “ଟର୍ ମହାନଦୀକସ” । କେବଳ ମହାନଦୀରେ ଦେଖାଯାଉଥିବା ଏହି ମାଛ ଏକ ଶକ୍ତିଶାଳୀ ଶିକାରୀ ମାଛ ଭାବେ ପରିଚିତ । ପଶ୍ଚିମ ଓଡ଼ିଶାରେ ଏହାକୁ ଲୋକେ "ମହାସୋଲ"…
ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି
- ଆର୍ଥିକ ବର୍ଷ ୨୫-୨୬ ର ତୃତୀୟ ତ୍ରୈମାସରେ ବ୍ୟାଙ୍କର ମୋଟ ବ୍ୟବସାୟ ୧୦.୫ ପ୍ରତିଶତ ବୃଦ୍ଧି ପାଇଛି
- ମୋଟ ଜମା ୧୧ ପ୍ରତିଶତ ବୃଦ୍ଧି ପାଇ ୧.୫୭ ଲକ୍ଷ କୋଟି ଟଙ୍କା ହୋଇଛି
- ମୋଟ ଜମା ସହିତ ଖୁଚୁରା ଅଂଶ ୭୨ ପ୍ରତିଶତ ହୋଇଛି
- ସିଏଆର ଅନୁପାତ ୧୭.୮ ପ୍ରତିଶତ ରହିଛି
- ମୋଟ ଋଣ ୧୦…
ଡିଜିଟାଲ ପ୍ଲାଟଫର୍ମ “ECINET” ର ଶୁଭାରମ୍ଭ
ଭୁବନେଶ୍ୱର, ୨୨ ଜାନୁଆରୀ ୨୦୨୬: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଆଜି ଭାରତ ଆନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ (ଆଇଆଇସିଡିଇଏମ୍-୨୦୨୬)ରେ ନିଜର ଏକକ ଡିଜିଟାଲ୍ ପ୍ଲାଟଫର୍ମ ଇସିଆଇ ନେଟ(ECINET) ଆରମ୍ଭ କରିଛନ୍ତି। ଏହି ତିନିଦିନିଆ ସମ୍ମିଳନୀ ଜାନୁଆରୀ ୨୧ରୁ ୨୩…
କୃଷି ଓଡ଼ିଶା-୨୦୨୬: କୃଷିରୁ ଲାଭ ଓ ମୂଲ୍ୟ ଶୃଙ୍ଖଳକୁ ବୃଦ୍ଧି କରିବା ପାଇଁ ଏକ ଐତିହାସିକ କୃଷି-ପ୍ରଦର୍ଶନୀ –…
ଭୁବନେଶ୍ୱର- ୨୨/୦୧/୨୦୨୬ : କୃଷି ଓଡ଼ିଶା-୨୦୨୬ ଆଜି ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି।
କୃଷି ଓଡ଼ିଶା ନବସୃଜନ, ବଜାର ସଂଯୋଗ ଓ ସ୍ଥାୟୀ…
ଜାନୁଆରୀ ୨୭ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ
ଭୁବନେଶ୍ୱର : ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟସ୍ଥିତ ବ୍ୟାସବିହାର କ୍ୟାମ୍ପସଠାରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, ନୂଆଦିଲ୍ଲୀ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ମିଳିତ ସହଯୋଗରେ ୩୯ତମ ଆନ୍ତଃ ବିଶ୍ୱବିଦ୍ୟାଳୟ…
Kelucharan Mohapatra ଙ୍କ ଜନ୍ମଶତବାର୍ଷିକୀ ଓଡ଼ିଶା ଓ ଲଣ୍ଡନରେ ପାଳନ ହେବ
ଭୁବନେଶ୍ୱର, ୨୨.୧ : ଓଡ଼ିଶୀଗୁରୁ ପଦ୍ମବିଭୂଷଣ Kelucharan Mohapatraଙ୍କର ଜନ୍ମଶତବାର୍ଷିକୀ ପାଳନ ନିମିତ୍ତ ଲଣ୍ଡନଠାରେ ‘କଳା ଦି ଆର୍ଟସ୍ ଚାରିଟି’ର ସଂସ୍ଥାପକ ନୃତ୍ୟଶିଳ୍ପୀ ସୁସ୍ମିତା ପତି ଉଦ୍ୟମ ଆରମ୍ଭ କରିଛନ୍ତି। ୧୯୯୬ ମସିହାରୁ ଲଣ୍ଡନଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଉଦ୍ୟମ…
Reliance Foundation : ଦୃଷ୍ଟିବାଧିତ ସମୁଦାୟ ପାଇଁ ନୀତା ଅମ୍ବାନୀଙ୍କ ବଡ଼ ଘୋଷଣା, ରିଲାଏନ୍ସ ଫାଉଣ୍ଡେସନ୍ ୫ କୋଟି…
ମୁମ୍ବାଇ: ନ୍ୟାସନାଲ୍ ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ (ଏନଏବି) ଇଣ୍ଡିଆର ୭୫ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ, Reliance Foundationର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଅମ୍ବାନୀ ଦୃଷ୍ଟିବାଧିତଙ୍କ ପାଇଁ Reliance Foundation ପକ୍ଷରୁ ୫ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଘୋଷଣା…