Browsing Category

News

ଫାଇନାଲରେ ନ୍ୟୁଜିଲାଣ୍ଡ

କଲିକତା,୪/୩:ପ୍ରଥମ ଦଳ ଭାବେ ଫାଇନାଲରେ ନ୍ୟୁଜିଲାଣ୍ଡ।ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ।ଜିତିବା ପାଇଁ ନ୍ୟୁଜିଲାଣ୍ଡ ପାଇଁ ୧୭୦ ରନର ଟାର୍ଗେଟ୍ ଥିଲା। ଦଳ ୧୨.୫ ଓଭରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୭୩ ରନ୍ କରି ଟାର୍ଗେଟ୍ ହାସଲ କରି ନେଇଛି।

ଶ୍ରୀମନ୍ଦିରର ତିନି ସେବକଙ୍କୁ କୈଫିୟତ୍ ତଲବ

ପୁରୀ,୪/୦୩:ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି।ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆଳି,୪/୩: ଖରସ୍ରୋତା ନଦୀକୁ ଡେଇଁ ଯୁବତୀକୁ ଆତ୍ମହତ୍ୟା ଉଦ୍ୟମ। ଉଦ୍ଧାର କଲେ ସ୍ଥାନୀୟ ଲୋକ ।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଅଞ୍ଚଳରୁ ଆସିଛି ଅଭାବନୀୟ ଦୃଶ୍ୟ। ପାରିବାରିକ କଳହରୁ ଯୁବତୀଙ୍କ ଆତ୍ମହତ୍ୟା ସନ୍ଦେହ । ସୂଚନା ଅନୁଯାଇ ଆଜି ସାନ୍ଧ୍ୟ ୮ ଘଟିକା ସମୟରେ

୮ ଘଣ୍ଟା ହେବ ଜଳୁଛି ଜଙ୍ଗଲ, ସବୁଆଡେ ନିଆଁ

ଉଦଳା,୦୪/୦୩: ୮ ଘଣ୍ଟା ହେବ ଜଳୁଛି ଜଙ୍ଗଲ। ସକାଳ ଯାଇ ରାତି ହେଲା କିନ୍ତୁ ନିଆଁ ଲିଭିବା ବଦଳରେ ହୁ ହୁ ହୋଇ ଜଳି ଜଙ୍ଗଲ ଭିତରେ ମାତି ଚାଲିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବନାଞ୍ଚଳ ବାଘମୁଣ୍ଡା ଅଞ୍ଚଳରୁ। ଦିନ ୧୦ ଟା ପାଖରୁ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି।

ନ୍ୟାୟ ନପାଇଲେ ଚରମ ନିଷ୍ପତ୍ତି ନେବେ ମୃତ ୟୁଟ୍ୟୁବର ରାହୁଲ ମହାରଣାଙ୍କ ସ୍ତ୍ରୀ ତ୍ରିସ୍ନା

ଭୁବନେଶ୍ଵର,୦୪/୦୩:ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ ମୃତ ୟୁଟ୍ୟୁବର ରାହୁଲ ମହାରଣାଙ୍କ ସ୍ତ୍ରୀ ତ୍ରିସ୍ନା। ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କ ସ୍ୱାମୀଙ୍କ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନୁହନ୍ତି ତ୍ରିସ୍ନା । ଏପରିକି ତାଙ୍କ ପରିବାର ମଧ୍ୟ

ବଢୁଛି ଦିନ ତାପମାତ୍ରା, ଦୈତ୍ୟନଗରୀ ରେ ୪୦ ଡିଗ୍ରୀ ହୋଇପାରେ ତାପମାତ୍ରା

ଭୁବନେଶ୍ଵର,୦୪/୦୩:ସମଗ୍ର ରାଜ୍ୟରେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେବା ସତ୍ୱେ ଗରମ ଜାରି ରହିବ ।  କଟକରେ ଦିନ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରା ୨୦ରୁ ୨୩ ଡିଗ୍ରୀ ମଧ୍ୟରେ ରହିପାରେ ।  ସେହିପରି

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ଵର,୦୪/୦୩:ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା  ।  ୬ ତାରିଖରେ CISF KRTC, ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରଗୃହ ମନ୍ତ୍ରୀ ।   ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପ୍ରସ୍ତୁତି ଆରମ୍ଭ ।  ଗାଇଡ ଲାଇନ୍ ଅନୁଯାୟୀ କମିଶନରେଟ

ହୋଲି ପାଇଁ ରାଜଧାନୀରେ ବୁଲିଲେ ଖୋଦ୍ ପୋଲିସ କମିସନର

ଭୁବନେଶ୍ଵର,୦୪/୦୩:ହୋଲି ପାଇଁ ରାଜଧାନୀରେ ବୁଲିଲେ ଖୋଦ୍ ପୋଲିସ କମିସନର।ବିଭିନ୍ନ ଗଳିକନ୍ଦି ପାଖରୁ ବସ୍ତି ସବୁଠି ନିଜେ ବୁଲି ପରିସ୍ଥିତି କୁ ଯାଞ୍ଚ କଲେ ଆଉ ଅମାନିଆ ମାନଙ୍କୁ ବି ତାଗିଦ୍ କଲେ।ଦିନ ତମାମ ବିଭିନ୍ନ ସ୍ଥାନମାନଙ୍କରେ ପୋଲିସ କରିଥିଲା ଜୋରଦାର ପେଟ୍ରୋଲିଂ ।ସବୁ ଥାନା

ରାସାୟନିକ ନୁହେଁ, ପ୍ରାକୃତିକ ଉପାୟରେ ହଟାନ୍ତୁ ହୋଲି ରଙ୍ଗ

ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ନିଜକୁ ହୋଲିର ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ହୋଲିରେ ରଙ୍ଗ ଖେଳିବାକୁ ମଜା ତ ଲାଗେ। କିନ୍ତୁ

ରାଜ୍ୟସଭା ଯିବେ ମନମୋହନ ସାମଲ, ସୁଜିତ୍

ଭୁବନେଶ୍ଵର,୦୩/୦୩:ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ବିଜେପି ତରଫରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ