Browsing Category
News
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର,: ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀ ୨୦୨୬ ତାରିଖ ରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆରଡିସି ସ୍ତରୀୟ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା…
ସାଧବ ଉତ୍ସବ-୨୦୨୬: ଡକ୍ଟର ସତ୍ୟପ୍ରକାଶ ମିଶ୍ରଙ୍କୁ ‘ୟଙ୍ଗ୍ ଇନୋଭେଟର ଆୱାର୍ଡ’ ପ୍ରଦାନ
ଭୁବନେଶ୍ୱର,୧୮ ଜାନୁୟାରୀ ୨୦୨୬ : ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ପରମ୍ପରା ନୂତନତ୍ୱ ଢାଞ୍ଚାରେ ନିର୍ମାଣ କରିବା ପାଇଁ ପୁରୀ ସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ ଠାରେ ‘ପୂର୍ବୋଦୟ ଓଡି଼ଶା ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ‘ସାଧବ ଉତ୍ସବ-୨୦୨୬’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜାତୀୟ…
ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ କାର୍ଯ୍ୟକ୍ରମରେ ସୋଆ ଛାତ୍ରଙ୍କ କୃତିତ୍ୱ
ଭୁବନେଶ୍ୱର, ଜାନୁଆରୀ ୧୭: ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ)ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)…
KIMS ରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର, ୧୭।୧: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ (କିମସ)ରେ ଜଣେ ଏକ ବର୍ଷ ବୟସର ଶିଶୁଠାରେ ଜଟିଳ ଓ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଶିଶୁଟିର ମୁଣ୍ଡର ଆକାର ଅସ୍ୱାଭାବିକ ରହିଥିବା ବେଳେ ଆଖି ଫୁଲିବା ଓ ବୃଦ୍ଧି ବିଳମ୍ବ ହେଉଥିଲା ଏପରି ଅବସ୍ଥାରେ ଶିଶୁଟିକୁ ପରିବାର…
ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ଶୁଳିଆପଦା ଟୁସୁ ମହୋତ୍ସବରେ ଗୃହନିର୍ମାଣ ଓ ନଗର ଉନ୍ନୟନ…
ବାରିପଦା, ୧୬ ଜାନୁଆରୀ ୨୦୨୬: ଶୁଳିଆପଦା ବ୍ଲକ ଅନ୍ତର୍ଗତ ବଡ଼ସୋଳ ଗ୍ରାମ କମିଟି ଆନୁକୂଲ୍ୟରେ ଅଷ୍ଟମ 'ଟୁସୁ ମହୋତ୍ସବ-୨୦୨୬' ବେଶ ଉତ୍ସାହ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଅଞ୍ଚଳର ସମୃଦ୍ଧ ଲୋକକଳା, ପରମ୍ପରା ଓ ଗୋଷ୍ଠୀଗତ ଏକତାକୁ ପ୍ରଦର୍ଶିତ କରୁଥିବା ଏହି!-->!-->!-->…
Classic Legends ର ନୂତନ ପେଟେଂଟ ହାସଲ
ଭୁବନେଶ୍ୱର : ଭାରତରେ ଡିଜାଇନ୍-ଚାଳିତ ପ୍ରଦର୍ଶନ ମୋଟରସାଇକେଲ୍ ନିର୍ମାତା ଭାବରେ ଏହାର ପରିଚୟକୁ ସୁଦୃଢ଼ କରି Classic Legends ଏକ ନୂତନ ପେଟେଂଟ ଲାଭ କରିଛି । ୨୦୨୫ ୟେଜଦି ଆଡଭେଂଚରରେ ପ୍ରଥମ ଥର ଦେଖାଯାଇଥିବା ଏକ ଆଡଜଷ୍ଟେବଲ୍ ଭାଇଜର ଏବଂ ସ୍ପିଡୋମିଟର ବିଶିଷ୍ଟ ଏହି ପେଟେଂଟକୁ ପେଟେଂଟ…
WESCO ଇଂଜିନିୟର୍ସ ସର୍ଭିସ ଆସୋସିଏସନ ପକ୍ଷରୁ TPWODL କର୍ତୁପକ୍ଷଙ୍କୁ ନୂତନ ବର୍ଷର ଶୁଭେଚ୍ଛା
ଭୁବନେଶ୍ୱର: ନୂତନ ବର୍ଷ ଉପଲକ୍ଷେ WESCO ଇଂଜିନିୟର୍ସ ସର୍ଭିସ ଆସୋସିଏସନର ପ୍ରମୁଖ କର୍ମକର୍ତାମାନେ TPWODL ର ବରିଷ୍ଠ ନେତୃତ୍ୱଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆସୋସିଏସନର ସଦସ୍ୟମାନେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ପ୍ରବୀଣ…
ଶୀତକାଳୀନ ଦାନ୍ତ ଯତ୍ନ ପାଇଁ ଆପଣଙ୍କ ଗାଇଡ୍ : ଡା. ସୋନିଆ ଦତ୍ତ, MDS, PhD, ପ୍ରୋଫେସର, ପବ୍ଲିକ୍ ହେଲ୍ଥ…
ଶୀତକାଳରେ ମୁଖ ସ୍ୱାସ୍ଥ୍ୟକୁ ମଜବୁତ କରିବା ପାଇଁ Dabur Red ପରି ଆୟୁର୍ବେଦିକ ଟୁଥପେଷ୍ଟ ବ୍ୟବହାର କରିବା ଉଚିତ।
ଭୁବନେଶ୍ୱର: ଶୀତକାଳ ଆମ ଦାନ୍ତ ଓ ମୁଖ ସ୍ୱାସ୍ଥ୍ୟ ଉପରେ ଗୁପ୍ତ ପ୍ରଭାବ ପକାଏ। ଏ ସମୟରେ ଦାନ୍ତର ସେନ୍ସିଟିଭିଟି ବଢ଼ିଯାଏ, ମୁଖ ଶୁଖିଲା ଲାଗେ ଓ ମସୁଡ଼ା ସହଜରେ ଜ୍ୱଳନଶୀଳ…
ଜାନୁଆରୀ ୧୬ରୁ ଆରମ୍ଭ ହେବ ରାଜାରାଣୀ ସଂଗୀତ ଉତ୍ସବ
ଭୁବନେଶ୍ୱର, ୧୫ ଜାନୁଆରୀ, ୨୦୨୬ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ସଂଗୀତ ଉତ୍ସବ ଆୟୋଜିତ ହେବ।ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା!-->…
ସ୍ୱତନ୍ତ୍ର ଚଢ଼ାଉ ଦ୍ଵାରା ୨.୯୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଜବତ
ଭୁବନେଶ୍ୱର : ଅବକାରୀ ବିଭାଗ ପକ୍ଷରୁ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୫ ଓ ୨୬ତମ ଦିନରେ, NDPS ଆଇନ ଅନୁସାରେ ୨୪ଟି ମାମଲା ସହ ମୋଟ ୪୮୬ଟି ମାମଲା ରୁଜୁ ହୋଇଛି । ଏଥି ସହିତ ମୋଟ ୨.୯୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ!-->…