Browsing Category
News
ସାଧାରଣ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟି ସଂସ୍କାରକୁ Credai ଓଡିଶାର ସ୍ୱାଗତ
ଭୁବନେଶ୍ୱର: ଓଡ଼ିଶା ସରକାର, ସାଧାରଣ କ୍ଷେତ୍ର ଏବଂ ସୁବିଧା ହସ୍ତାନ୍ତର ଉପରେ ଷ୍ଟାମ୍ପ ଡ୍ୟୁଟିକୁ ଯୁକ୍ତିଯୁକ୍ତ କରି ଆପାର୍ଟମେଂଟ ପ୍ରକଳ୍ପର ପଞ୍ଜୀକରଣ ପ୍ରକ୍ରିୟାରେ ଏକ ପ୍ରମୁଖ ସଂସ୍କାର ଆଣିଛନ୍ତି । ଏହି ପଦକ୍ଷେପକୁ ଭାରତୀୟ ରିଅଲ ଇଷ୍ଟେଟ୍ ଡେଭଲପର୍ସ ଆସୋସିଏସନ୍ (Credai), ଓଡ଼ିଶା…
KIIT ରେ ଚେସ୍ ମହାକୁମ୍ଭର ଭବ୍ୟ ଉଦ୍ଯାପନ
ଭୁବନେଶ୍ୱର, ୧୫ ।୧: ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି KIIT ରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଏଫ୍ଆଇଡିଇ)ର ଉପସଭାପତି ତଥା…
ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ କଳିଙ୍ଗନଗର ପୋଲିସର ମିଳିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନ
କଳିଙ୍ଗନଗର,ଜାନୁଆରୀ ୧୫, ୨୦୨୬: ୩୭ତମ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ, ସୁରକ୍ଷିତ ଏବଂ ଦାୟିତ୍ୱସମ୍ପନ୍ନ ସଡ଼କ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ୍ କଳିଙ୍ଗନଗରର (ଟିଏସକେ) ସୁରକ୍ଷା ବିଭାଗ, କଳିଙ୍ଗନଗର ପୋଲିସ ସହଯୋଗରେ…
ବିଶ୍ୱନାଥନ୍ ଆନନ୍ଦଙ୍କ ଦ୍ଵାରା କିଟରେ ଚେସ୍ ମହାକୁମ୍ଭ ଉଦଘାଟିତ
ଭୁବନେଶ୍ୱର : କିଟ୍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଏଫ୍ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ!-->…
ରିଲାଏନ୍ସ ଫାଉଣ୍ଡେସନ୍ ଏବଂ ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନ୍ ପକ୍ଷରୁ ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ…
ମୁମ୍ବାଇ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଆନୁଷ୍ଠାନିକ ପ୍ରାକ୍-ସମିଟ୍ କାର୍ଯ୍ୟକ୍ରମର ଅଂଶ ଭାବରେ, ରିଲାଏନ୍ସ ଫାଉଣ୍ଡେସନ୍, ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନ୍ ସହିତ ମିଳିତ ଭାବରେ, ନଭି ମୁମ୍ବାଇସ୍ଥିତ ଜିଓ ଇନଷ୍ଟିଚ୍ୟୁଟରେ ଶିକ୍ଷା କ୍ଷେତ୍ରରେ ଏଆଇ ଉପରେ ଏକ ଉଚ୍ଚସ୍ତରୀୟ!-->…
ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ ପାଇଁ ସାଟେଲାଇଟ୍-ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି…
ଭୁବନେଶ୍ୱର : ଚତୁର୍ଥ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଆନ୍ତର୍ଜାତୀୟ ସମ୍ମିଳନୀ ୨୦୨୬ରେ ଜର୍ଣ୍ଣାଲ ଅଫ୍ ଜିଓକେମିକାଲ୍ ଏକ୍ସପ୍ଲୋରେସନ୍ରେ ପ୍ରକାଶିତ ଓଡ଼ିଶାରେ ବକ୍ସାଇଟ୍ ପ୍ରୋସ୍ପେକ୍ଟିଂ ଏବଂ ଅନୁସନ୍ଧାନ ପାଇଁ ସାଟେଲାଇଟ୍-ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତୀୟ ପ୍ରଯୁକ୍ତି!-->…
ମହତ୍ୱାକାଂକ୍ଷୀ ଭବିଷ୍ୟତ ରୋଡମ୍ୟାପ ସହିତ ଭାରତ ପ୍ରତିବଦ୍ଧତା ସୁଦୃଢ କରିଛି ହୋଣ୍ଡା
ଭୁବନେଶ୍ୱର, ୧୨ ଜାନୁଆରୀ ୨୦୨୬: ପ୍ରିମିୟମ କାରଗୁଡିକର ଏକ ଅଗ୍ରଣୀ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ଆଜି ଭାରତୀୟ ବଜାର ପ୍ରତି ନିଜର ମଜବୁତ ଓ ଦୀର୍ଘକାଳିନ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଭାରତ ପାଇଁ ଏକ ମହତ୍ୱାକାଂକ୍ଷୀରୋଡମ୍ୟାପକୁହାଇଲାଇଟ କରିଛି ଯେଉଁଥିରେ…
ବଡମାଲ ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ଝାରସୁଗଡ଼ା:ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନାରେ ଦିଲୀପ ବେହେରା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ ଲାଇକରା ଥାନାରେ ଆଇ ଆଇ ସି ଭାବେ ଅବସ୍ଥାପିତ ଥିଲେ।ବଡମାଲ ଥାନାଧିକାରୀ ରାଜେନ୍ଦ୍ର ଶିଆଳ ଡିଏସପି ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାରେ ଯୋଗଦେଇଛନ୍ତି।
ଝାରସୁଗୁଡ଼ା!-->!-->!-->…
ଆଇଆଇଏମ୍ ସମ୍ବଲପୁରରେ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍ ଆୟୋଜିତ
ସମ୍ବଲପୁର: ଭାରତର ପ୍ରମୁଖ ପରିଚାଳନା ଶିକ୍ଷା ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ଦ୍ୱାରା ଏକ୍ସିକ୍ୟୁଟିଭ୍ ଏମ୍ବିଏ (୨୦୨୫–୨୭) ଓ କାର୍ଯ୍ୟରତ ପେଶାଜୀବୀଙ୍କ ପାଇଁ ଏମ୍ବିଏ (୨୦୨୪–୨୦୨୬) ବ୍ୟାଚ୍ (ଦିଲ୍ଲୀ କେନ୍ଦ୍ର) ପାଇଁ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍ ଆୟୋଜନ କରାଯାଇଛି।
ଚଳିତ…
ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆର ପ୍ରଫେସର ଏମିରିଟସ ଆର୍.ଏନ୍.ପି ଚୌଧରୀଙ୍କ ପରଲୋକ
ଭୁବନେଶ୍ୱର, ଜାନୁଆରୀ ୧୨:
ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍. ଏନ୍. ପି. ଚୌଧରୀଙ୍କ ରବିବାର ପରଲୋକ!-->!-->!-->…