Browsing Category

News

KIIT ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଭାରତର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କର ଏକ ପସନ୍ଦଯୋଗ୍ୟ ହବ୍‍ ରେ ପରିଣତ ହୋଇଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ନିକଟରେ ନିତି ଆୟୋଗର ରିପୋର୍ଟ ପ୍ରକାଶ…

ଆଦାନି ଫାଉଣ୍ଡେସନ୍‌ଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ସହାୟତା

ଧାମରା: ଆଦାନି ସିଏସଆର୍ ଶାଖା ତରଫରୁ ଆଦାନି ଫାଉଣ୍ଡେସନ୍‌ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସହଭାଗୀ ହୋଇ, ସମୁଦାୟ ସ୍ବାସ୍ଥ୍ୟ ସୁଦୃଢ କରିବାରେ ନୂତନ ପଦକ୍ଷେପ ଗ୍ରହଣ କରିଛି I ଚାନ୍ଦବାଳି, ତିହିଡି ଓ ବସୁଦେବପୁର ବ୍ଲକ୍‌ର ୯୫ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ…

Petrol & Diesel Price Today : କମିଲା ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର (Petrol & Diesel Price Today) ମୂଲ୍ୟ ହ୍ରାସ ପାଇଛି। ଜାନୁଆରୀ ୦୬, ୨୦୨୬ରେ, ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ୦.୧୦ ପଇସା ହ୍ରାସ ପାଇଛି। ମଙ୍ଗଳବାର ଦିନ, ପେଟ୍ରୋଲ ଲିଟର ପିଛା ୧୦୦.୯୩…

ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟ ଦ୍ଵାରା ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ

ଜାନୁଆରୀ ୮ରୁ ୧୧ ଚାଲିବ ପର୍ଯ୍ୟନ୍ତ Kalinga Literary Festival

ଭୁବନେଶ୍ୱର : Kalinga Literary Festival (KLF) ବା କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ଦ୍ୱାଦଶ ସଂସ୍କରଣର ଘୋଷଣା କରିଛି ଯାହା ଆସନ୍ତା ଜାନୁଆରୀ ୮ରୁ ୧୧ ତାରିଖ ୨୦୨୬ ପର୍ଯ୍ୟନ୍ତ ମେ’ଫେୟାର, ଭୁବନେଶ୍ୱରଠାରେ ଆୟୋଜିତ ହେବ । ଓଡିଶାର ଐତିହାସିକ ମନ୍ଦିରମାଳିନୀ ସହରରେ ସ୍ଥାପିତ କେଏଲ୍‌ଏଫ…

ବିଧାନସଭା ଠାରେ ଉତ୍କଳ କେଶରୀ Dr. Harekrushna Mahatabଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର, ୦୨/୦୧/୨୦୨୬ ନବଉତ୍କଳର ନିର୍ମାତା ଉତ୍କଳ କେଶରୀ Dr. Harekrushna Mahatabଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବି୍ରଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ…

ଓଡ଼ିଶା ଡବ୍ଲ୍ୟୁସିଡି ଜିଇଏମ୍ ସ୍ମାର୍ଟଫୋନ୍ ଟେଣ୍ଡର(ବିଡ୍ ନଂ.ଜିଇଏମ୍/୨୦୨୫/ବି/୬୪୭୯୪୯୮-୭୯,୦୩୩ ୟୁନିଟ୍)

ଭୁବନେଶ୍ୱର : ଓଡ଼ିଶା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ସ୍ପେଶାଲ ପର୍ପସ୍ ଟେଲିଫୋନ୍ସ' (ଆଇସିଡିଏସ୍ ପାଇଁ ସ୍ମାର୍ଟଫୋନ୍) – ପୋଷଣ ଅଭିଯାନ (ଭି୨)' ପାଇଁ ଜିଇଏମ୍ ଟେଣ୍ଡର ଆହ୍ୱାନ କରାଯାଇଛି । ୭୯,୦୩୩ ସ୍ମାର୍ଟଫୋନ୍ ପାଇଁ ଜିଇଏମ୍/୨୦୨୫/ବି/୬୪୭୯୪୯୮ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

ଭୁବନେଶ୍ୱର, : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ…

ସୋଆ ଆଇଡିଏସ୍ ରେ ନୂତନ ବର୍ଷରେ ହ୍ୱାଇଟ କୋଟ ଶପଥ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଗୁରୁବାର ନୂଆବର୍ଷ ପାଳନ ସହ White COAT ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଆସିଷ୍ଟାଂଟ ପ୍ରଫେସର…

AI ଭିଡିଓ ଫିଲ୍ମ ମାଧ୍ୟମରେ ସଂସ୍କୃତି ପ୍ରଚାର

ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଦ୍ଵାରା ଗୁରୁ କେଲୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରେ ଅବସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ୦୧.୦୧.୨୦୨୬ ତାରିଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ସାଧାରଣ ଭକ୍ତ ତଥା ଅନୁଷ୍ଠାନର ସଦସ୍ୟ…