Browsing Category

News

ରାଜ୍ୟସଭା ଯିବେ ମନମୋହନ ସାମଲ, ସୁଜିତ୍

ଭୁବନେଶ୍ଵର,୦୩/୦୩:ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ବିଜେପି ତରଫରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ

ଡ଼ାଲଖାଇ ଯୋଜନା ମାଧ୍ୟମରେ ଶ୍ରମିକ ମାନଙ୍କ ର ହେବ ସ୍କିଲ ମ୍ୟାପିଂ

ଭୁବନେଶ୍ଵର,୦୩/୦୩:ଦୁଇ ବର୍ଷ ରେ ୩୦୫ ଦାଦନ ଶ୍ରମିକ ଶବ ହୋଇ ଫେରିବା ଓ ୨୧୭୬ ପ୍ରବାସୀ ଶ୍ରମିକ ନିର୍ଯ୍ୟାତନା ର ଶିକାର ହେବା ଘଟଣା କୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ଶ୍ରମ ବିଭାଗ । ଶ୍ରମ ମନ୍ତ୍ରୀ କହିଲେ ପ୍ରବାସୀ ଶ୍ରମିକଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଉଛି । ଯେଉଁମାନେ

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ…

~ ୮୦୦ ରୁ ଅଧିକ ଟାଟା ପରିବାର ସଦସ୍ୟଙ୍କ ଏହି ଉତ୍ସବରେ ସାମିଲ କଳିଙ୍ଗନଗର, ମାର୍ଚ୍ଚ ୩, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ମଙ୍ଗଳବାର ଦିନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ…

ଡିଏଭି ପରିସରରେ ହୋଲି ଉତ୍ସବ ପାଳିତ, ଛାତ୍ରଛାତ୍ରୀ ଅବିର ମାଧ୍ୟମରେ ଦେଲେ ଶାନ୍ତି, ମୈତ୍ରୀ ଓ ବିଶ୍ୱଭାତୃତ୍ୱର…

ଝାରସୁଗୁଡ଼ା : ଝାରସୁଗୁଡ଼ା ଡିଏଭି ପରିସରରେ ହୋଲି ଉତ୍ସବ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ରଙ୍ଗର ଏହି ପବିତ୍ର ପର୍ବରେ ଛାତ୍ରଛାତ୍ରୀମାନେ ଖୁସିର ରଙ୍ଗରେ ଭିଜି ଶାନ୍ତି, ମୈତ୍ରୀ ଓ ବିଶ୍ୱଭାତୃତ୍ୱର ସୁନ୍ଦର ବାର୍ତ୍ତା ପ୍ରଚାର କରିଥିଲେ। ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ…

ମଧ୍ୟପ୍ରାଚ୍ୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ଜାରି

ଭୁବନେଶ୍ଵର,୦୩/୦୩:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ

ମାରି ରେଳ ଟ୍ରାକ୍‌ରେ ଫିଙ୍ଗିଦେଲେ

ଭୁବନେଶ୍ଵର,୦୩/୦୩:ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ବିଲଡରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ ।ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ।ମୃତ ଯୁବକ ଜଣକ ହେଉଛନ୍ତି ଏୟାର ଫିଲଡ ଥାନା ବୋତଣ୍ଡା ଅଂଚଳର ମୁରଲୀ ଧର ବେହେରା।ଗତକାଲି ବିଳମ୍ବିତ ରାତିରେ ଟ୍ରାକରୁ ତାଙ୍କ ମୃତଦେହ

ଆଜି ଚନ୍ଦ୍ରଗ୍ରହଣ: କିପରି ପାଳନ କରିବେ? କ’ଣ ଭୋଜନ ନିଷେଧ?

ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଘଟୁଛି। ଏହି ଗ୍ରହଣ ଓଡ଼ିଶା ସହିତ ଭାରତର କିଛି ଅଂଶରେ ଆଂଶିକ ଭାବେ ଦୃଶ୍ୟମାନ ହେବ। ତେବେ ଦିନବେଳାରେ ସଂପୂର୍ଣ୍ଣ ଗ୍ରହଣ ଘଟୁଥିବାରୁ ଏହା ସିଧାସଳଖ ଦେଖିବାକୁ ମିଳିବ ନାହିଁ।ତେବେ ଏହି ସମୟରେ

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

ଭୁବନେଶ୍ଵର,୦୨/୦୩:ଲୋକପ୍ରିୟ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଆଜି ଭୁବନେଶ୍ୱରରେ ପହଞ୍ଚି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ 'ହର୍ବାଲ ହୋଲି ୨୦୨୬' କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଛନ୍ତି ।ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ନିଜର 'ହର୍ବାଲ ହୋଲି'

ରାଜଧାନୀରେ ହୋଲି ପାଇଁ ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ଵର,୦୨/୦୩:ପବିତ୍ର ଦୋଳ ପୂର୍ଣ୍ଣିମା ଓ ରଙ୍ଗପର୍ବ ହୋଲି ଲାଗି ରାଜଧାନୀ ଚଳଚଞ୍ଚଳ।ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜିବ, ସେଥିନିମନ୍ତେ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ।ହୋଲିରେ ସୁରକ୍ଷାକୁ କଡାକଡି କରିବା ସହ ୩୧ ପ୍ଲାଟୁନ ପୁଲିସ

ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଜନଶୁଣାଣି

ଭୁବନେଶ୍ୱର,୦୨/୦୩:ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ ବିଭିନ୍ନ