Browsing Category

News

ଆମାଜନର ହଲିଡେ ଟୟ ଲିଷ୍ଟ ଷ୍ଟୋରରେ ଅବିଶ୍ୱସନୀୟ ଅଫର୍‌

ଭୁୁବନେଶ୍ୱର: ଆମାଜନ.ଇନ ପକ୍ଷରୁ ହଲିଡେ ଟୟ ଲିଷ୍ଟର ୨୦୨୫ ସଂସ୍କରଣର ଘୋଷଣା କରାଯାଇଛି । ଏହି ବିସ୍ତୃତ ଚୟନରେ ସ୍କିଲମାଟିକ୍‌ସ, ଲେଗୋ, ବାର୍ବି, ହଟ୍ ହୁଇଲ୍‌ସ, ନର୍ଫ, ଫନସ୍କୁଲ୍ ଏବଂ ମାଟେଲ୍ ଗେମ୍‌ସ ସମେତ ପ୍ରମୁଖ ବ୍ରାଣ୍ଡଗୁଡ଼ିକର ୧୦ ଲକ୍ଷରୁ ଅଧିକ ଖେଳଣା ସଂଗ୍ରହରୁ ୧୦,୦୦୦…

ଇଭି ଏଥର୍ ଇଲେକ୍‌ଟ୍ରିକ ଡିସେମ୍ବର ଅଫରର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ପକ୍ଷରୁ ଏହାର ଦୀର୍ଘ ଏକ ମାସର ଅଭିଯାନ ‘ଏଥର୍ ଇଲେକ୍‌ଟ୍ରିକ ଡିସେମ୍ବର’ ର ୩ୟ ସଂସ୍କରଣ ଘୋଷଣା କରିଛି, ଏକ କାର୍ଯ୍ୟକ୍ରମ  ଯାହା ଆକର୍ଷଣୀୟ ନଗଦ ରିହାତି, ଇଏମଆଇ ଅଫର ଓ ବିସ୍ତୃତ ବ୍ୟାଟେରୀ ୱାରେଂଟି ବିକଳ୍ପ

ସୋଆ ରାଜ୍ୟସ୍ତରୀୟ ଆଚଂଳିକ ଏଆଇ ହାକାଥନ୍ -୨୦୨୫ ପାଇଁ କେନ୍ଦ୍ରୀୟ ଜୋନାଲ ନୋଡାଲ ସେଂଟର ମନୋନୀତ

ଭୁବନେଶ୍ୱର, ଡିସେମ୍ବର ୧: ଓଡିଶା ରାଜ୍ୟସ୍ତରୀୟ ଏଆଇ ହାକାଥନ୍ ୨୦୨୫ ପାଇଁ କେନ୍ଦ୍ରାଂଚଳ ନୋଡାଲ ସେଂଟର ଭାବେ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟକୁ ଚୟନ କରିବା ସହିତ କୃତ୍ରିମ ବୁଦ୍ଧିମତା (ଇଓ) କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ହୋଇ ଉଭା ହେବା ପାଇଁ ଓଡିଶାର…

IMS ଆଣ୍ଡ ସମ ହସ୍ପିଟାଲ୍‌ରେ Lab TechCon 2025 ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୨: ନଭେମ୍ବର ୩୦ ତାରିଖ ରବିବାର ଦିନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ ଓ ଅଲ୍ ଇଣ୍ଡିଆ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟସ ଆସୋସିଏସନ୍ (ଏଆଇଏମ୍‌ଏଲ୍‌ଟିଏ) ର ମିଳିତ ସହଯୋଗରେ ଓଡ଼ିଶା ରାଜ୍ୟସ୍ତରୀୟ ଲ୍ୟାବ ଟେକ୍‌କନ୍ ୨୦୨୫…

ଅଳିଆ ଗଦା ସ୍ଥାନାନ୍ତରଣ ପାଇଁ ଗାଡ଼କଣରେ AAP ର ପ୍ରତିବାଦ

ଭୁବନେଶ୍ୱର,: ଆମ୍ ଆଦ୍‌ମୀ ପାର୍ଟି ଭୁବନେଶ୍ୱର ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଆଜି ସ୍ମାର୍ଟ ସିଟି ପ୍ରକଳ୍ପ ଓ ଭୁବନେଶ୍ବର ମ୍ୟୁନିସିପାଲିଟି ଅନ୍ତର୍ଗତ ସୈନିକ ସ୍କୁଲ ନିକଟସ୍ଥ ଅଳିଆ ଗଦା ସ୍ଥାନାନ୍ତରଣ ଦାବିରେ ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ଲୋୱର ପିଏମଜି ପର୍ଯ୍ୟନ୍ତ ଏକ ବିଶାଳ…

ଏପ୍ରିଲ-ନଭେମ୍ବର ୨୦୨୫ ମଧ୍ୟରେ ସୋନାଲିକାର ରେକର୍ଡ ବ୍ରେକିଙ୍ଗ ପ୍ରଦର୍ଶନ

ଭୁବନେଶ୍ୱର : ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ ସେ।।ଲିକା ଟ୍ରାକ୍ଟର୍ସ ଗତ ଏପ୍ରିଲରୁ ନଭେମ୍ବର ମାସ ମଧ୍ୟରେ ୧୨୬,୧୬୨ଟି ଟ୍ରାକ୍ଟର ବିକ୍ରି କରିଛି। ଏହି ସର୍ବୋଚ୍ଚ ୱାଇଟିଡି ଟ୍ରାକ୍ଟର ବିକ୍ରି ସହିତ କମ୍ପାନୀ ଏକ ନୂଆ ରେକର୍ଡ ବ୍ରେକିଙ୍ଗ ପ୍ରଦର୍ଶନ ହାସଲ କରିଛି। ଏହି…

ମୋଟୋରୋଲା ଇଣ୍ଡିଆ ଓ ଫୋନପେ’ର ଇଣ୍ଡସ ଆପଷ୍ଟୋର ମଧ୍ୟରେ ସହଭାଗୀତା

ଭୁବନେଶ୍ୱର : ଭାରତର ସ୍ୱଦେଶୀ ଆଣ୍ଡ୍ରଏଡ ଆପ ମାର୍କେଟପ୍ଲେସ, ଇଣ୍ଡସ ଆପଷ୍ଟୋର ମୋଟୋରୋଲା ସହିତ ତା’ର ସହଭାଗୀତା ବିଷୟରେ ଘୋଷଣା କରିଛି। ଏହି ସହଭାଗୀତା ଫଳରେ ଭାରତରେ ମୋଟୋରୋଲା ଡିଭାଇସଗୁଡ଼ିକରେ ଇଣ୍ଡସ ଆପଷ୍ଟୋର ଉପଲବ୍ଧ ହେବ। ଏହା ଦ୍ୱାରା ଇଣ୍ଡସ ଆପଷ୍ଟୋରର ୟୁଜରମାନଙ୍କ ସଂଖ୍ୟା ଆହୁରି…

ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ

ନୂଆଦିଲ୍ଲୀ, ଡିସେମ୍ବର ୨, ୨୦୨୫: ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଯାତ୍ରା ଅନୁଭୂତିକୁ ଅଧିକ ସୁଗମ କରିବା ପାଇଁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ରିଲାଏନ୍ସ ଜିଓ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏହି ସହଭାଗୀତା ଅଧୀନରେ, ୫୦

ସୋଆରେ ପ୍ରାଣୀବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ଓ ସ୍ବାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଡିସେମ୍ବର ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ସୋମବାର କ୍ୟାମ୍ପସ୍ -୪ ଅଡିଟୋରିୟମ୍‌ରେ ବ୍ୟାଚଲର ଅଫ୍ ଭେଟେରୀନାରି ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ…

ଡିଜିଟାଲ ଠକେଇ ଵିରୁଦ୍ଧରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ସେଫ ସେକେଣ୍ଡ ଆକାଉଣ୍ଟର ଶୁଭାରମ୍ଭ

ଭୁବନେଶ୍ୱର : ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ତଥା ଏମଡି ଗୋପାଳ ଭିଟ୍ଟଲ ଏୟାରଟେଲର ଗ୍ରାହକମାନଙ୍କୁ ଚିଠି ଲେଖି ଡିଜିଟାଲ ସ୍କାମ ଏବଂ ଠକେଇର ବଢୁଥିବା ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ନକଲି ପାର୍ସଲ ଡେଲିଭରି କଲ୍, ଫିସିଂ ଲିଙ୍କ୍ ଏବଂ ଡିଜିଟାଲ୍ ଗିରଫଦାରୀ ଠକେଇ ଭଳି ବିପଦ