Browsing Category
News
କେଏଫସି ପକ୍ଷରୁ ଦ ଗ୍ରେଟ କେଏଫସି ଫେଷ୍ଟିଭାଲ୍ର ଶୁଭାରମ୍ଭ
ଭୁବନେଶ୍ୱର: କେଏଫସି ଏହାର ନୂତନ କ୍ୟାମ୍ପେନ ଦ ଗ୍ରେଟ କେଏଫସି ଫେଷ୍ଟିଭାଲ ସହିତ ଉତ୍ସବଗୁଡିକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ହୋଇଛି । ଦ ଗ୍ରେଟ କେଏଫସି ଫେଷ୍ଟିଭାଲ ୨୯୯ ଟଙ୍କା ଲେଖାଏଁ ଏକ ଅତୁଳନୀୟ ମୂଲ୍ୟରେ ୪ଟି ପର୍ଯ୍ୟନ୍ତ ଫ୍ୟାନ-ଫେଭରାଇଟ ମିଲ ପ୍ରଦାନ କରୁଛି । ଚିକେନ…
ଭୁବନେଶ୍ୱର ହେବ ଦେଶର ଇଷ୍ଟର୍ଣ୍ଣ ରିଜିଅନ୍ର ମେଗା ଟେକ୍-ସିଟି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୫ ନଭେମ୍ବର ୨୦୨୫ : ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍କ୍ଲେଭ୍’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି,…
ନିବେଶରେ ନୂଆ ପଥ ଖୋଲିଲା ଦ ୱେଲ୍ଥ କମ୍ପାନୀ
ଭୁବନେଶ୍ୱର : ପାଂଟୋମାଥ୍ ଫାଇନାନ୍ସିଆଲ ସର୍ଭିସେସ ଗ୍ରୁପ ଅଧିନରେ ଥିବା ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଏଏମ୍ସି, ଦ ୱେଲ୍ଥ କମ୍ପାନୀ ଆସେଟ ମ୍ୟାନେଜମେଂଟ ହୋଲ୍ଡିଙ୍ଗସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ‘ଦ ୱେଲ୍ଥ କମ୍ପାନୀ ମଲ୍ଟି ଆସେଟ ଆଲୋକେଶନ ଫଣ୍ଡ୍’ର ଶୁଭାରମ୍ଭ କରାଯାଇଛି। ଏହି…
ଡିଜିଟାଲ ରୂପରେ ଉପଲବ୍ଧ ‘ଲୀଳାବତୀସ ଡଟର୍ସ’ର ଓଡ଼ିଆ ସଂସ୍କରଣ
ଭୁବନେଶ୍ୱର, ନଭେମ୍ବର ୨୧ : ସ୍ୱର୍ଗତ ପ୍ରଫେସର ରୋହିଣୀ ଗଡ଼ବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ଲିଳାବତୀସ ଡଟର୍ସ: ଦ ୱିମେନ୍ ସାଇଂଟିଷ୍ଟସ ଅଫ୍ ଇଣ୍ଡିଆ’ର ଓଡ଼ିଆ ଓ କନ୍ନଡ଼ ଭାଷାରେ ଇ-ଭର୍ସନ୍ ନିକଟରେ ତିରୁପତି ଠାରେ ଅନୁଷ୍ଠିତ ଇଣ୍ଡିଆନ ଏକାଡେମୀ ଅଫ୍ ସାଇନ୍ସ,…
ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ରାମ ମନ୍ଦିରରେ ରାଜ୍ୟସ୍ତରୀୟ ଦେବ ଦିପାବଳୀ ମହୋତ୍ସବ
ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ସଂସ୍ଥା ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ୟୁନିଟ-3 ରାମ ମନ୍ଦିର ଠାରେ ଏକ ଦିବସୀୟ ବିଶ୍ବ ଶାନ୍ତି ମହା ଯଜ୍ଞ ଓ 20,000 ଘୃତ ଦୀପ ପ୍ରଜ୍ବଳିତ କାଯ୍ୟକ୍ରମ ଗତକାଲି ଗୁରୁବାରଦିନ ଅନୁଷ୍ଠିତ କରାଯାଇଥିଲା। ଦେବ ଦିପାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ମାଘ…
ଅଙ୍କୁରା ହସ୍ପିଟାଲ୍ସ ଏବଂ ଆୟୁ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ପ୍ରିମିଥନ୍ ୨୦୨୫ ଆୟୋଜିତ
ଭୁବନେଶ୍ୱର : ଭାରତର ଅଗ୍ରଣୀ ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟ ନେଟୱର୍କ ଅଙ୍କୁରା ହସ୍ପିଟାଲ୍ସ, ଆୟୁ ଫାଉଣ୍ଡେସନ୍ ସହ ମିଳିତ ଭାବରେ ଭୁବନେଶ୍ୱରରେ ପ୍ରିମିଥନ ୨୦୨୫ ଆୟୋଜନ କରିଛି । ଏହା ଏକ ସଚେତନତା ଯାତ୍ରା, ଯାହା ଅପରିପକ୍ୱ (ପ୍ରିମ୍ୟାଚୁର) ଶିଶୁମାନଙ୍କ ବିଷୟରେ ଜନସାଧାରଣଙ୍କ ମଧ୍ୟରେ…
ଆସୋଚାମ ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମ୍ମିଳନୀରେ ବଡ ନିବେଶ ଓ ପ୍ରୋତ୍ସାହନ ଘୋଷଣା
ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ପୂର୍ବ ଭାରତର ନେଟ୍-ଜିରୋ ଟ୍ରାନ୍ସମିଶନକୁ ସଶକ୍ତ କରିବା’ ବିଷୟବସ୍ତୁ ସହିତ ‘ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମିଟ୍’ର ଉଦ୍ଘାଟନ କରାଯାଇଛି । ଏହି ସମ୍ମିଳନୀରେ…
କର୍ଟେନ ରେଜର – ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ
ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ପକ୍ଷରୁ ଚଳିତ ୨୫ ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ୨୦୩୬ ସୁଦ୍ଧା ଏକ ଦୃଢ଼…
ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର
ଭୁବନେଶ୍ୱର, ୧୯/୧୧/୨୦୨୫: ତୃଣମୂଳସ୍ତରରୁ ଦୁର୍ନୀତି ମୁଳୋତ୍ପାଟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଅଭିନବ ବ୍ୟବସ୍ଥା ସ୍ବରୂପ ଗ୍ରାମସଭା ଆୟୋଜିତ ହୋଇଯାଇଛି। ରାଷ୍ଟ୍ର ବିକାଶରେ ଅନ୍ତରାୟ ସାଜୁଥିବା ଏହି ମହାମାରୀ ବିରୋଧରେ ଲଢ଼େଇ ନିମନ୍ତେ…
୨ କୋଟି କ୍ରେତାଙ୍କୁ ପହଞ୍ଚି, ନୂଆ ମାଇଲସ୍ଟୋନ୍ ସୃଷ୍ଟି କଲା ଆମାଜନ କ୍ରିଏଟର୍ସ
ଭୁବନେଶ୍ୱର : ଆମାଜନ ଇଣ୍ଡିଆର କ୍ରିଏଟର ପ୍ରୋଗ୍ରାମ ଚଳିତ ବର୍ଷ ୨ କୋଟିରୁ ଅଧିକ ଗ୍ରାହକଙ୍କୁ କ୍ରିଏଟର୍ସମାନଙ୍କ ମାଧ୍ୟମରେ ପ୍ରଡକ୍ଟ ଖୋଜିବାରେ ସାହାଯ୍ୟ କରିଛି । ପାର୍ବଣ ପୂର୍ବରୁ ୧ ଲକ୍ଷ କ୍ରିଏଟର୍ସ ଥିବାବେଳେ ବର୍ତମାନ ଏହା ୧.୨୫ ଲକ୍ଷରୁ ଉର୍ଦ୍ଧ ହୋଇଗଲାଣି, ଯାହାକି କେବଳ କିଛି ମାସ…