Browsing Category

News

ଆସୋଚାମ ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମ୍ମିଳନୀରେ ବଡ ନିବେଶ ଓ ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର :  ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ପୂର୍ବ ଭାରତର ନେଟ୍‌-ଜିରୋ ଟ୍ରାନ୍ସମିଶନକୁ ସଶକ୍ତ କରିବା’ ବିଷୟବସ୍ତୁ ସହିତ ‘ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମିଟ୍‌’ର ଉଦ୍‌ଘାଟନ କରାଯାଇଛି । ଏହି ସମ୍ମିଳନୀରେ…

କର୍ଟେନ ରେଜର – ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ

ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ପକ୍ଷରୁ ଚଳିତ ୨୫ ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ୨୦୩୬ ସୁଦ୍ଧା ଏକ ଦୃଢ଼…

ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର

ଭୁବନେଶ୍ୱର, ୧୯/୧୧/୨୦୨୫: ତୃଣମୂଳସ୍ତରରୁ ଦୁର୍ନୀତି ମୁଳୋତ୍ପାଟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଅଭିନବ ବ୍ୟବସ୍ଥା ସ୍ବରୂପ ଗ୍ରାମସଭା ଆୟୋଜିତ ହୋଇଯାଇଛି। ରାଷ୍ଟ୍ର ବିକାଶରେ ଅନ୍ତରାୟ ସାଜୁଥିବା ଏହି ମହାମାରୀ ବିରୋଧରେ ଲଢ଼େଇ ନିମନ୍ତେ…

୨ କୋଟି କ୍ରେତାଙ୍କୁ ପହଞ୍ଚି, ନୂଆ ମାଇଲସ୍ଟୋନ୍ ସୃଷ୍ଟି କଲା ଆମାଜନ କ୍ରିଏଟର୍ସ

ଭୁବନେଶ୍ୱର : ଆମାଜନ ଇଣ୍ଡିଆର କ୍ରିଏଟର ପ୍ରୋଗ୍ରାମ ଚଳିତ ବର୍ଷ ୨ କୋଟିରୁ ଅଧିକ ଗ୍ରାହକଙ୍କୁ କ୍ରିଏଟର୍ସମାନଙ୍କ ମାଧ୍ୟମରେ ପ୍ରଡକ୍ଟ ଖୋଜିବାରେ ସାହାଯ୍ୟ କରିଛି । ପାର୍ବଣ ପୂର୍ବରୁ ୧ ଲକ୍ଷ କ୍ରିଏଟର୍ସ ଥିବାବେଳେ ବର୍ତମାନ ଏହା ୧.୨୫ ଲକ୍ଷରୁ ଉର୍ଦ୍ଧ ହୋଇଗଲାଣି, ଯାହାକି କେବଳ କିଛି ମାସ…

ଡ଼ିସେମ୍ବରରୁ ଆପାର୍ଟମେଂଟ ଓ ଜମି ଜମା ସମ୍ପର୍କିତ ସମସ୍ୟାର ସମାଧାନ ହେବ – ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ

ଭୁବନେଶ୍ୱର: କନଫେଡେରେସନ ଅଫ ରିଅଲ ଇଷ୍ଟେଟ ଡେଭଲପର୍ସ ଆସୋସିଏସନ୍ସ ଅଫ ଇଣ୍ଡିଆ(କ୍ରେଡାଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚଳିତ ନଭେମ୍ବର୧୮ ତାରିଖ ସଂନ୍ଧ୍ୟାରେ ହୋଟେଲ ମେଫେୟାର କନଭେନ୍ସନ ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆଗାମୀ କାର୍ଯ୍ୟକାଳ ପାଇଁ ଏହାର ନବ ନିର୍ବାଚିତ…

ଅର୍ଥ ଟ୍ରାକିଂକୁ ସହଜ କରିଛି ଜିଓ ଫାଇନାନ୍ସ , ସବୁକିଛି ଗୋଟିଏ ଆପରେ

ମୁମ୍ବାଇ: ଜିଓ ଫାଇନାନ୍ସ ଗ୍ରାହକମାନଙ୍କର ଏବେ ସେମାନଙ୍କ ଟଙ୍କା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରିବେ। ଜିଓ ଫାଇନାନ୍ସ ଆପ୍ ଏକ ନୂତନ ଫିଚର ଆରମ୍ଭ କରିଛି ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ପୋର୍ଟଫୋଲିଓକୁ ଏକ…

ଏଆଇ ଅଫରକୁ ଅପଗ୍ରେଡ୍ କଲା ଜିଓ, ଏବେ ସମସ୍ତ ଅସୀମିତ ୫ଜି ଉପଭୋକ୍ତାଙ୍କୁ ମାଗଣାରେ ମିଳିବ ଜେମିନି୩ ଆକ୍ସେସ୍

ମୁମ୍ବାଇ, ୧୯ ନଭେମ୍ବର, ୨୦୨୫: ଜିଓ ଏହାର ଏଆଇ ଅଫରରେ ଏକ ପ୍ରମୁଖ ଅପଡେଟ୍ କରିଛି। ଅଫର ଅଧୀନରେ, ଜିଓ ଜେମିନି ପ୍ରୋ ପ୍ଲାନ୍ ଏବେ ସମସ୍ତ ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। ଏହି ଯୋଜନାରେ ଗୁଗୁଲର ନୂତନ ଏବଂ ଉନ୍ନତ ଜେମିନି ୩ ମଡେଲ୍…

ନୁଭୋକୋକୁ ସମ୍ମାନଜନକ ଏସଏପି ଏସିଇ ପୁରସ୍କାର

ଭୁବନେଶ୍ୱର : ଭାରତର ବିଶ୍ୱସ୍ତ ନିର୍ମାଣ ସାମଗ୍ରୀ କମ୍ପାନୀ ନୁଭୋକୋ ଭିସ୍ତାସ କର୍ପୋରେସନ ଲିମିଟେଡ, ‘ଡିସରପ୍ଟର - ଗ୍ରାହକ ଅଭିଜ୍ଞତା ପରିଚାଳନା' ବର୍ଗରେ ଏସଏପି ଏସିଇ ପୁରସ୍କାରରେ ସମ୍ମାନିତ ହୋଇଛି । ନୁଭୋକୋ ଏହାର ନୁଭୋକୋ ଗ୍ରାହକ ପୋର୍ଟାଲ-ନୁଭୋସେତୁ ପାଇଁ ଏହି ସମ୍ମାନଜନକ ସ୍ୱୀକୃତି…

ଆପୋଲୋ ଟାୟାର୍‌ସ ଲିମିଟେଡ ଓ କିଟ୍ ମଧ୍ୟରେ ସହଭାଗିତା

ଭୁବନେଶ୍ୱର : ଭାରତୀୟ ଅଟୋମୋଟିଭ ଓ ଶିକ୍ଷା କ୍ଷେତ୍ର ପାଇଁ ଏକ ଅଗ୍ରଗାମୀ ପଦକ୍ଷେପରେ ଆପୋଲୋ ଟାୟାର୍ସ ଲିମିଟେଡ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌), ଭୁବନେଶ୍ୱର ପକ୍ଷରୁ ଆଜି ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଟାୟାର ଟେକ୍ନୋଲୋଜି ଉପରେ ଏକ…

ଭୁବନେଶ୍ୱରରେ ପ୍ରଥମ ନୋଭା ଆଇଭିଏଫ ଫର୍ଟିଲିଟି କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ମାନର ଫର୍ଟିଲିଟି ଚିକିତ୍ସା ସୁବିଧାଥିବା ଭାରତର ଅଗ୍ରଣୀ ଫର୍ଟିଲିଟି ଚେନ, ନୋଭା ଆଇଭିଏଫ ଫର୍ଟିଲିଟି ଭୁବନେଶ୍ୱରରେ ନିଜର ପ୍ରଥମ ସେଂଟର୍‌ର ଶୁଭାରମ୍ଭ କରିଛି ।ଉଭୟ ଟିୟର ୧ ଓ ଟିୟର ୨ ସହର ଗୁଡିକରେ ନିଃସନ୍ତାନ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏହି ଫର୍ଟିଲିଟି…