Browsing Category

News

ସୂର୍ଯ୍ୟା ରୋଶ୍‌ନୀ ର ଟର୍ବୋ ଫ୍ଲେକ୍ସ ରେଞ୍ଜ ସହ ୱୟାର ଓ କେବୁଲ ସେଗ୍‌ମେଂଟରେ ପ୍ରବେଶ

ଭୁବନେଶ୍ୱର: ଲାଇଟିଙ୍ଗ, ଫ୍ୟାନ, ହୋମ ଆପ୍ଲାଏନ୍ସ, ଷ୍ଟିଲ ଓ ପିଭିସି ପାଇପ କ୍ଷେତ୍ରରେ ଭାରତର ଅନ୍ୟତମ ବିଶ୍ୱସନୀୟ ସଂସ୍ଥା ସୂର୍ଯ୍ୟା ରୋଶ୍‌ନୀ ଏହାର ନୂଆ ଟର୍ବୋ ଫ୍ଲେକ୍ସ ରେଞ୍ଜର ଲଂଚ ସହିତ ୱୟାର ଓ କେବୁଲ ସେଗ୍‌ମେଂଟରେ ପ୍ରବେଶ କରିଛି । ନୂଆ ଟର୍ବୋ ଫ୍ଲେକ୍ସ ରେଞ୍ଜ ହେଉଛି ଆଧୁନିକ

ଚମତ୍କାର ସଂସ୍କରଣ ସହିତ ଫେରି ଆସୁଛି ‘ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ ଟୁର’

ଭୁବନେଶ୍ୱର : ଫ୍ୟାଶନ କ୍ଷେତ୍ରରେ ଭାରତର ସବୁଠାରୁ ସ୍ପଷ୍ଟ ସ୍ୱର, ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର ୨୦୨୫ ରେ ଆଉ ଏକ ଚମତ୍କାର ସଂସ୍କରଣ ସହିତ ଫେରି ଆସୁଛି । ଏହି ଟୁର ଫ୍ୟାଶନ, ସୃଜନଶୀଳତା ଏବଂ ସଂସ୍କୃତିକୁ ଏକତ୍ରିତ କରି ‘ଦି ୱାନ୍ ଆଣ୍ଡ ଓନଲି’ ଷ୍ଟେଜ୍ ସୃଷ୍ଟି କରିଛି । ଫ୍ୟାଶନ…

ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

ଭୁବନେଶ୍ୱର, : ସ୍ୱପ୍ନ ଦେଖ, ନମ୍ର ରୁହ ଓ ନିଜର ୩୫ ବର୍ଷ ବୟସ ହେବା ପୂର୍ବରୁ କିଛି ସଫଳତା ହାସଲ କରି ଦେଖାଅ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି କର୍ପୋରେଟ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ବ୍ୟକ୍ତି, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲଆଣ୍ଡଟି) ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ…

୨୦୨୫-୨୭ ପାଇଁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ନୂଆ ପରିଚାଳନା କମିଟି ଗଠିତ

ଭୁବନେଶ୍ୱର: ୧୦୦ରୁ ଅଧିକ ଅଗ୍ରଣୀ ଡେଭ୍‌ଲପରଙ୍କ ପ୍ରତିନିଧିତ୍ୱ କରୁଥିବା  କନ୍‌ଫେଡେରେଶନ ଅଫ୍ ରିଅଲ ଇଷ୍ଟେଟ ଡେଭ୍‌ଲପର୍ସ ଆସୋସିଏଶନ୍ସ ଅଫ୍ ଇଣ୍ଡିଆ (କ୍ରେଡାଇ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୨୦୨୫-୨୭ ଅବଧି ପାଇଁ  ଏହାର ନବନିର୍ବାଚିତ ପରିଚାଳନା କମିଟିର ଘୋଷଣା କରାଯାଇଛି । ରିଟର୍ଣ୍ଣିଂ…

ବେଦାନ୍ତ ଝାରସୁଗୁଡା ପକ୍ଷରୁ ଆଉଟରିଚ୍ ପଦକ୍ଷେପ ଅନ୍ତର୍ଗତ ଜାତୀୟ କର୍କଟ ସଚେତନତା ଦିବସ ପାଳନ

ଝାରସୁଗୁଡା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହି ଅଂଚଳରେ ଜନସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ ଏହାର ନିରନ୍ତର ପ୍ରତିବଦ୍ଧତାର ଅଂଶ ଭାବରେ ଝାରସୁଗୁଡାର ମହିଳା ମହାବିଦ୍ୟାଳୟରେ ଏକ ସାମୁଦାୟ ଆଉଟରିଚ୍ ସଚେତନତା ଅଧିବେଶନ ଆୟୋଜନ କରି ଜାତୀୟ

ସାମଗ୍ରିକ ସୁସ୍ଥତା ବଜାୟ ରଖିବାରେ ସହାୟକ ହୋଇଥାଏ ଆଲମଣ୍ଡ

ଭୁବନେଶ୍ୱର : ମଧୁମେହ ରୋଗ ଏବଂ ସମସ୍ତଙ୍କ ପାଇଁ ପହଂଚଯୋଗ୍ୟ ଚିକିତ୍ସାର ମହତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘କାର୍ଯ୍ୟକ୍ଷେତ୍ରରେ ମଧୁମେହ’, ଯାହା କର୍ମଚାରୀ ଓ…

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

ଭୁବନେଶ୍ୱର, ୮ ।୧୧: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡ. ରାମଦାସ ଅଠୱାଲେ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। କିଟ୍‍ର ସମସ୍ତ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ବିଭାଗ ବୁଲି ଦେଖିବା ପରେ ସେ କିସ୍‍ର ୪୦ ହଜାର…

ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ

ଭୁବନେଶ୍ୱର , ନଭେମ୍ବର ୮ : ନର୍ସିଂ ଏଭଳି ଏକ ମହାନ ବୃତି ଯେଉଁଥିରେ କି ବିଶ୍ୱରେ କଷ୍ଟ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ମାନବିକ ସ୍ପର୍ଶ ବଳରେ ସେମାନଙ୍କର ଯନ୍ତ୍ରଣା ଲାଘବ କରିବାର ସୁଯୋଗ ମିଳିଥାଏ ବୋଲି ଶୁକ୍ରବାର କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି…

ଆପ ପକ୍ଷରୁ ରାଜ୍ୟ ମହିଳା ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଆମ୍ ଆଦ୍‌ମୀ ପାର୍ଟି ଓଡିଶାର ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ସଭାପତି ଶ୍ରୀମତି ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା…

ଜିଓର ୫ଜି ପ୍ରଯୁକ୍ତି ସାରା ବିଶ୍ୱରେ ‘ମେଡ୍ ଇନ୍ ଇଣ୍ଡିଆ’ର ପ୍ରଭାବକୁ ବୃଦ୍ଧି କରିବ: ଜେଫରିଜ୍ ରିପୋର୍ଟ

ମୁମ୍ବାଇ: ରିଲାଏନ୍ସ ଜିଓ ପ୍ଲାଟଫର୍ମ ବର୍ତ୍ତମାନ ଏହାର ଉନ୍ନତ ୫ଜି ପ୍ରଯୁକ୍ତି ମାଧ୍ୟମରେ ବିଶ୍ୱ ସ୍ତରରେ ସମ୍ପ୍ରସାରଣ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉଭୟରେ ସମ୍ପୂର୍ଣ୍ଣ ୫ଜି ସମାଧାନ ବିକଶିତ କରିଛି, ଯେଉଁଥିରେ ଓପନ ଆରଏଏନ-ଆଧାରିତ ରେଡିଓ,