Browsing Category

News

କଟକରେ ପ୍ରଥମ ଏକ୍ସପେରିଏନ୍ସ ସେଂଟର ସହିତ ନିଜର ଉପସ୍ଥିତି ବିସ୍ତାର କରିଛି ଏଥର ଏନର୍ଜି

କଟକ : ଭାରତରେ ଇଲେକ୍‌ଟ୍ରିକ ଟୁହ୍ୱିଲରଗୁଡିକର ଏକ ଅଗ୍ରଣୀ ନିର୍ମାତା ଏଥର ଏନର୍ଜି ପକ୍ଷରୁ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର (ଇସି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ତୁଳସୀପୁରର ରାମଗଡସ୍ଥିତ କନିକା ଛକଠାରେ ଅବସ୍ଥିତ ରହିଛି। ନୂଆ କଟକ ଏକ୍ସପେରିଏନ୍‌ସ ସେଂଟରରେ…

ଏନଏସଇରେ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୧୨ କୋଟିରେ ପହଂଚିଲା

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ରେ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ସେପ୍ଟେମ୍ବର ୨୩ ତାରିଖରେ ୧୨ କୋଟି ଅତିକ୍ରମ କରିଛି। ଏଥିସହିତ ସେପ୍ଟେମ୍ବର ୨୩, ୨୦୨୫ ସୁଦ୍ଧା ଏନଏସଇରେ ପଞ୍ଜୀକୃତ ଥିବା ମୋଟ ନିବେଶ ଆକାଉଂଟ ସଂଖ୍ୟା ୨୩.୫ କୋଟି ରହିଛି, ଯାହା…

୨୦୨୫ରେ ମୁମ୍ବାଇରେ ବିଶ୍ୱର ସବୁଠୁ ବଡ ୟୁନିଫର୍ମ ମେଳା!

ଭୁବନେଶ୍ୱର : ସୋଲାପୁର ଗାରମେଂଟ ମାନୁଫ୍ୟାକ୍‌ଚରର୍ସ ଆସୋସିଏଶନ (ଏସଜିଏମଏ) ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କ ବୟନଶିଳ୍ପ ବିଭାଗ ସହ ସହଭାଗିତାରେ ୯ମ ଆନ୍ତର୍ଜାତୀୟ ୟୁନିଫର୍ମ ନିର୍ମାତା ମେଳା ୨୦୨୫ର ଘୋଷଣା କରାଯାଇଛି ଯାହା ଆସନ୍ତା ନଭେମ୍ବର ୨୬ରୁ ୨୮ ତାରିଖ ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇର…

ଓଲା ଇଲେକ୍‌ଟ୍ରିକ ପକ୍ଷରୁ ଓଲା ସେଲିବ୍ରେଟ୍‌ସ ଇଣ୍ଡିଆ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର / କଟକ : ଭାରତର ସର୍ବବୃହତ ପ୍ୟୋର-ପ୍ଲେ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ ପକ୍ଷରୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହାର ନୂଆ ଓଲା ସେଲିବ୍ରେଟ୍‌ସ ଇଣ୍ଡିଆ କ୍ୟାମ୍ପେନ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନର ଅଂଶ ଭାବେ କମ୍ପାନୀ ୨୩ ସେପ୍େଟମ୍ବର ୨୦୨୫ରୁ ପରବର୍ତୀ ୯ ଦିନ ପାଇଁ…

କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଂଚିଲା ୱିପ୍ରୋ ଜିଇ ହେଲଥକେୟାର

କଟକ : ହେଲ୍‌ଥକେୟାର ଟେକ୍ନୋଲୋଜିର ଏକ ଆନ୍ତର୍ଜାତୀୟ ପ୍ରଦାତା, ୱିପ୍ରୋ ଜିଇ ହେଲ୍‌ଥକେୟାର ପକ୍ଷରୁ ରାଜ୍ୟବ୍ୟାପୀ ଏହାର ସକ୍ରିୟ ଅଭିଯାନ ‘ହେଲ୍‌ଥ ୟାତ୍ରା’ର ୨ୟ ପର୍ଯ୍ୟାୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ଆରମ୍ଭ କରିବା ପରେ ଏହି ‘ହେଲ୍‌ଥ ୟାତ୍ରା’ ଏବେ କଟକର ଏସସିବି ମେଡିକାଲ କଲେଜ…

ଫୋନପେ ପକ୍ଷରୁ ସୁଲଭ ମୂଲ୍ୟରେ ଫାୟାରକ୍ରାକର ଇନସ୍ୟୁରାନ୍ସ

ଭୁବନେଶ୍ୱର : ପର୍ବପର୍ବାଣି ସମୟକୁ ଦୃଷ୍ଟିରେ ରଖି ବାଣ ଯୋଗୁଁ ହେଉଥିବା ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଫୋନପେ ପୁଣି ଥରେ ନିଜର ଫାୟାରକ୍ରାକର ଇନସ୍ୟୁରାନ୍ସ କଭରେଜକୁ ଶୁଭାରମ୍ଭ କରିଛି । ଏହି ସୁଲଭ ପ୍ଲାନ କେବଳ ଟ.୧୧ (ଜିଏସଟି ସହିତ) ରେ ଉପଲବ୍ଧ ଅଛି ଏବଂ ଏହା…

ଶିଶୁମାନଙ୍କର ଅଭିବୃଦ୍ଧି ଓ ବିକାଶକୁ ୯୦ ଦିନରେ ତ୍ୱରାନ୍ୱିତ କରେ ଚିଲରନ ଫୁଲ

ଭୁବନେଶ୍ୱର : ସାରା ବିଶ୍ୱରେ ତିନିଟି ଶିଶୁ ମଧ୍ୟରୁ ଜଣଙ୍କୁ ବାଲ୍ୟାବସ୍ଥା ଅପପୁଷ୍ଟି ପ୍ରଭାବିତ କରେ, ବିଶେଷ କରି ଭାରତରେ, ଯେଉଁଠାରେ ପାଂଚ ବର୍ଷରୁ କମ୍ ବୟସର ୩୫% ଶିଶୁଙ୍କ ଉଚ୍ଚତା କମ ରହିଥାଏ ଏବଂ ୧୯% ଶିଶୁ ତାଙ୍କ ଉଚ୍ଚତା ତୁଳନାରେ ଖୁବ୍ ପତଳା ହୋଇଥାଆନ୍ତି (ଏନଏଫଏଚଏସ-୫) ।…

କୋଲେଷ୍ଟ୍ରଲରୁ ନିୟନ୍ତ୍ରଣ ପାଇବା ପାଇଁ ଖାଆନ୍ତୁ ଆଲମଣ୍ଡ

ଭୁବନେଶ୍ୱର : ପ୍ରତିବର୍ଷ ହୃଦରୋଗ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଅକାଳରେ ନଷ୍ଟ ହେଉଛି । ବିଶେଷ କରି ଭାରତରେ ହୃଦରୋଗ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ୱାର୍ଲ୍ଡ ହାର୍ଟ ଫେଟେରେଶନ ମଧ୍ୟ ଉଲ୍ଲେଖ କରିଛି ଯେ, ମହିଳାମାନେ ପ୍ରଥମେ ହୃଦଘାତର ଶିକାର ହେବା ସମ୍ଭାବନା ଅଧିକ ଓ ପୁରୁଷଙ୍କ ତୁଳନାରେ…

ବେଦାନ୍ତ ଆଲୁମିନିୟମ୍ ଶକ୍ତିର ଭାବନାକୁ ସମ୍ମାନ ଦେବା ସହିତ ମହିଳାମାନଙ୍କୁ ସଶକ୍ତିକରଣ ମାଧ୍ୟମରେ ପରିବର୍ତନକୁ ସକ୍ଷମ…

ଭାରତରେ, ଦୁର୍ଗା ପୂଜା ଏବଂ ନବରାତ୍ରି ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଉତ୍ସବ ଅଟେ ଯେତେବେଳେ ଦିବ୍ୟ ନାରୀ ଶକ୍ତି ଏବଂ କୃପାକୁ ଉତ୍ସାହର ସହିତ ପାଳନ କରାଯାଏ। ଦେଶ ଏହି ଗୁଣଗୁଡ଼ିକର ପ୍ରତିମୂର୍ତି ଭାବରେ ବିବେଚିତ ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ,

ଓଡିଶାର ବିକାଶ ଅଗ୍ରାଧିକାର ସହିତ ସିଏସଆରକୁ ସମ୍ମିଳିତ କରିବାକୁ କର୍ପୋରେଟ୍ ସଂସ୍ଥାମାନଙ୍କୁ ଶିଳ୍ପମନ୍ତ୍ରୀଙ୍କ…

ଭୁବନେଶ୍ୱର: କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଭୁବନେଶ୍ୱରର ଲାଇଫ୍ ହୋଟେଲରେ ଓଡିଶା ସିଏସଆର କନକ୍ଲେଭ ୨୦୨୫କୁ ସଫଳତାର ସହିତ ଆୟୋଜନ କରିଛି ଯେଉଁଥିରେ ଓଡିଶାର ସାମାଜିକ-ଅର୍ଥନୈତିକ ପରିବର୍ତନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ର ଭୂମିକାକୁ ସଶକ୍ତ କରିବା