Browsing Category

News

ନୋଏଡାରେ ଆୟୋଜିତ ହେବ ବିଶାଳ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ପଂଚତନ୍ତ୍ର ମହୋତ୍ସବ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସରେ ନୋଏଡାର ସେକ୍ଟର ୨୧ଏସ୍ଥିତ ରାମଲୀଳା ମଇଦାନଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ପଂଚତନ୍ତ୍ର ମହୋତ୍ସବ ଆୟୋଜିତ ହେବ । ସାମୁଦାୟିକ ବିକାଶ ସମିତି ଅଧିନରେ ଡିସେମ୍ବର ୩ରୁ ୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୫ ଦିନିଆ ମହୋତ୍ସବ ଭାରତ ଓ…

ରବିନ୍ଦ୍ର ଚାମରିଆଙ୍କୁ ଏଏସବିଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନରାରି ଡକ୍ଟରେଟ ପ୍ରଦାନ

ଭୁବନେଶ୍ୱର: ଇନଫିନିଟି ଗ୍ରୁପର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଚାମରିଆଙ୍କୁ ଏଏସବିଏମ ବିଶ୍ୱବିଦ୍ୟାଳୟର ୫ମ ଦୀକ୍ଷାନ୍ତ ସମାରୋହରେ ସମ୍ମାନଜନକ ଡକ୍ଟର ଅଫ ଫିଲୋସୋଫି (ପିଏଚଡି) ଉପାଧିରେ ସମ୍ମାନିତ କରାଯାଇଛି । ଏହି ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା

ମିନ୍ତ୍ରାର ବିଗ୍ ଫ୍ୟାଶନ ଫେଷ୍ଟିଭାଲରେ ୧୫,୦୦୦ ବ୍ରାଣ୍ଡର ୪ ମିଲିୟନରୁ ଅଧିକ ଷ୍ଟାଇଲ ସାମିଲ

ଭୁବନେଶ୍ୱର:  ଅଗ୍ରଣୀ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ଡେଷ୍ଟିନେଶନ, ମିନ୍ତ୍ରା ପକ୍ଷରୁ ଏହାର ଫ୍ଲାଗସିପ ବିଗ୍ ଫ୍ୟାଶନ ଫେଷ୍ଟିଭାଲ (ବିଏଫଏଫ)ର ଘୋଷଣା କରାଯାଇଛି । ଚଳିତ ବର୍ଷର ବିଏଫଏଫ ସଂସ୍କରଣରେ  ଆନ୍ତର୍ଜାତୀୟ, ଘରୋଇ, ସ୍ୱଦେଶୀ ଓ ଡି୨ସି ବ୍ରାଣ୍ଡଗୁଡିକ ସମେତ ୧୫୦୦୦ ବ୍ରାଣ୍ଡର ୪

କୁରକୁରେ ପକ୍ଷରୁ ମିଲେଟଯୁକ୍ତ ଜୱାର ପଫସର ଶୁଭାରମ୍ଭ

ଭୁବନେଶ୍ୱର: ପେପ୍ସିକୋ ଇଣ୍ଡିଆର ଘରୋଇ ସ୍ନାକ ବ୍ରାଣ୍ଡ,  କୁର୍‌କୁରେ ପକ୍ଷରୁ ‘କୁର୍‌କୁରେ ଜୱାର ପଫ୍‌ସ’ର ଶୁଭାରମ୍ଭ ସହିତ ଏହାର ୨୫ତମ ବର୍ଷ ପୂର୍ତି ପାଳନ କରିଛି । ଏହା ସହିତ କୁର୍‌କୁରେ  ମିଲେଟର ଶକ୍ତି ଓ କୁରକୁରେର ଉଲ୍ଲେଖନୀୟ ସ୍ୱାଦ ଓ ଉତ୍ସାହକୁ ଏକତ୍ରିତ କରି ଭାରତର

ନବରାତ୍ରିରେ ଝୁମିବ ଟ୍ୱିନ ସିଟି – ସଙ୍ଗୀତ, ନୃତ୍ୟରେ ପୁରିଉଠିବ ‘ଦାଣ୍ଡିଆ କାର୍ଣ୍ଣିଭାଲ ୨୦୨୫’

ଭୁବନେଶ୍ୱର: ନେଟ୍‌ୱର୍କ ଇଭେଂଟ୍‌ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଚଳିତ ବର୍ଷର ବହୁପ୍ରତିକ୍ଷୀତ ନବରାତ୍ରି ମହୋତ୍ସବ - ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’ର…

ସେବା ପର୍ବ ଏବଂ ସ୍ଵସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷଣ…

ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୫: 'ସେବା ପର୍ବ' ଏବଂ 'ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ'ର ଅଂଶ ସ୍ୱରୂପ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ସେପ୍ଟେମ୍ବର ୨୦୨୫ ରେ ପ୍ରତିଷ୍ଠାନର ମହିଳା ସଦସ୍ୟା; ପ୍ରବାସୀ ଶ୍ରମିକ କଲୋନୀର ବାସିନ୍ଦା ଏବଂ

ଭୁବନେଶ୍ୱର କ୍ଲବର ସଭାପତି ଭାବେ ପ୍ରଦୀପ ଜେନା ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟର ସବୁଠୁ ପ୍ରତିଷ୍ଠିତ କ୍ଳବ୍ ର ନିର୍ବାଚନ ସମ୍ପନ୍ନ ହୋଇଛି । ଏଥିରେ ସଭାପତି ଭାବରେ ବିଜୟ ହୋଇଛନ୍ତି ପୁର୍ବତନ ମୂଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା । ସେ ତାଙ୍କର ମୂଖ୍ୟ ପ୍ରତିଦ୍ବନ୍ଦୀ ଶ୍ରୀ ଅସିତ୍ କୁମାର ତ୍ରିପାଠୀଙ୍କୁ ପଛରେ ପକାଇ ୧୮ ଖଣ୍ଡ ଭୋଟରେ ବିଜୟୀ

ଏମ୍‌ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ, ଗବେଷଣା ଓ ନବସୃଜନକୁ ଗୁରୁତ୍ବ

ଭୁବନେଶ୍ୱର, ୨୧/୦୯/୨୦୨୪: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଆଜି ତ୍ରୟୋଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଉତ୍ସାହର ସହିତ ପାଳନ କରିଛି। ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ସଫଳତା, ଡିଜିଟାଲ୍ ନବସୃଜନ ଏବଂ ଶିକ୍ଷାଗତ ଉତ୍କର୍ଷତାର ଏହି

ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ହିନ୍ଦୁସ୍ତାନ କୋକା-କୋଲା ବେଭ୍‌‌ରେଜେସର ବୁଝାମଣା

ଭୁବନେଶ୍ୱର: ଓଡିଶାରେ ଏସଏଚଜିଗୁଡିକ ସହ ଜଡିତ ୨୭୦୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ତାଲିମ ପ୍ରଦାନ କରିବା ଓ ସହଭାଗିତା କରିବା ପାଇଁ ଭାରତର ଅନ୍ୟତମ ଅଗ୍ରଣୀ ଏଫଏମସିଜି କମ୍ପାନୀ, ହିନ୍ଦୁସ୍ତାନ କୋକା-କୋଲା ବେଭ୍‌‌ରେଜେସ (ଏଚସିସିବି) ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଲେଟର ଅଫ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ

ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଅଗ୍ନି ଜାଗୃକ୍ତ ତାଲିମ ପଦକ୍ଷେପ ଅଧୀନରେ ସରବାହାଲର ସରକାରୀ ହାଇସ୍କୁଲରେ ଏକ ବ୍ୟାପକ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅଧିବେଶନରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ