Browsing Category

News

ଏବେ ଭୁବନେଶ୍ୱରରେ ଫ୍ଲିପକାର୍ଟର ‘ସୁପର ଫାସ୍ଟ’ ୧୦ ମିନିଟ୍ ସେବା

ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ ଫ୍ଲିପକାର୍ଟ ପକ୍ଷରୁ ଭୁବନେଶ୍ୱରରେ ଏହାର କ୍ୱିକ ଇକମର୍ସ ସର୍ଭିସ ଫ୍ଲିପକାର୍ଟ ମିନିଟ୍‌ସର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଯାହା କେବଳ ୧୦ ମିନିଟରେ ଦୈନନ୍ଦିନ ସାମଗ୍ରୀ ପ୍ରଦାନ କରିବା ଏବଂ ଉପଭୋକ୍ତାଙ୍କ ପାଇଁ ସୁବିଧା, ବେଗ…

ରାଜ୍ୟର ବିଭିନ୍ନ ରାସ୍ତାର ପ୍ରକଳ୍ପ ପାଇଁ କେନ୍ଦ୍ର ଦ୍ଵାରା ୪୪,୭୭୧ କୋଟି ଅନୁମୋଦନ

- ଭୁବନେଶ୍ୱରରୁ ପାରାଦୀପକୁ  ସଂଯୋଗ ହେବ ନୂତନ ଗ୍ରୀନ ଫିଲଡ଼ ରାସ୍ତା ଭୁବନେଶ୍ୱର, ୦୯/୧୨/୨୦୨୫ : ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ଏବଂ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ

ଏକ୍ସକନ-୨୦୨୫ରେ ଟାଟା ହିଟାଚି ପକ୍ଷରୁ ଅତ୍ୟାଧୁନିକ ମେସିନ ପ୍ରଦର୍ଶିତ

ଭୁବନେଶ୍ୱର: ଭାରତର ପ୍ରମୁଖ ନିର୍ମାଣ ଯନ୍ତ୍ରପାତି ନିର୍ମାତା, ଟାଟା ହିଟାଚି ଦକ୍ଷିଣ ଏସିଆର ସର୍ବବୃହତ ନିର୍ମାଣ ଉପକରଣ ପ୍ରଦର୍ଶନୀ, ଏକ୍ସକନ-୨୦୨୫ ରେ "ନିର୍ଭରଯୋଗ୍ୟ ଅରେଞ୍ଜ’ ବିଷୟବସ୍ତୁ ଅଧୀନରେ ଆନୁଷ୍ଠାନିକ ଭାବରେ ଏହାର ପାଭିଲିୟନ୍ ଖୋଲିଛି । ଜାପାନର ହିଟାଚି କନଷ୍ଟ୍ରକ୍ସନ ମେସିନାରୀ…

କେଏଲ୍‌ଏଫ ଓ ପେଙ୍ଗୁଇନ ପକ୍ଷରୁ ଦ ବୁକ୍ ରିଭ୍ୟୁ ପ୍ରୋଜେକ୍ଟ

ଭୁବନେଶ୍ୱର: ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ସହ ସହଭାଗିତାରେ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ) ପକ୍ଷରୁ ଶୁଭାରମ୍ଭ ହେବାକୁ ଯାଉଛି କେଏଲ୍‌ଏଫ ପେଙ୍ଗୁଇନ ପୁସ୍ତକ ସମୀକ୍ଷା ପ୍ରତିଯୋଗିତା - ଦ ବୁକ୍ ରିଭ୍ୟୁ ପ୍ରୋଜେକ୍ଟ’ । ଏହି ଉତ୍ସାହଜନକ ଜାତୀୟ ପଦକ୍ଷେପ ପୁସ୍ତକ ପାଇଁ ଆଗ୍ରହକୁ…

ଓଡିଶାରେ କୃଷି ବିକାଶକୁ ସୁଦୃଢ଼ କରିବା ପାଇଁ ଦୁଇଟି ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ

ଭୁବନେଶ୍ୱର- ୦୯/୧୨/୨୦୨୫ : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜ୍ୟର କୃଷି ପରିସ୍ଥିତିରେ କୃଷି ପ୍ରକଳ୍ପକୁ ଆଗକୁ ବଢାଇବା ଏବଂ ଡିଜିଟାଲ ପରିବର୍ତ୍ତନ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଓଡିଶାରେ ଅଦା, ହଳଦୀ ଏବଂ ଶ୍ରୀଅନ୍ନ…

କିଟ୍‍ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌) ଉଦ୍‍ଯାପିତ

ଭୁବନେଶ୍ୱର : ତିନି ଧରି ଚାଲିଥିବା ବହୁ ପ୍ରତୀକ୍ଷିତ କିଟ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌)ର ୧୩ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନି ଜଣ ଅନ୍ତର୍ଜାତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ, ୨୦ ରୁ ଅଧିକ କର୍ପୋରେଟ୍ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ଓ ବଲିଉଡ୍

ଅନନ୍ତ ଅମ୍ବାନୀଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ‘ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର’, ବନତାରାକୁ…

- ଅନନ୍ତ ଅମ୍ବାନୀ ଏହି ପ୍ରତିଷ୍ଠିତ ଆମେରିକୀୟ ପୁରସ୍କାର ପାଇବାରେ ସବୁଠାରୁ କମ୍ ବୟସର ଏବଂ ପ୍ରଥମ ଏସୀୟ ବ୍ୟକ୍ତି- ଆୟୋଜକଙ୍କ ଅନୁଯାୟୀ ବନତାରା ପଶୁକଲ୍ୟାଣ କ୍ଷେତ୍ରରେ ଏକ ନୂତନ ବିଶ୍ୱ ମାନଦଣ୍ଡ ସ୍ଥାପନ କରିଛି - ପ୍ରତ୍ୟେକ ଜୀବକୁ ସମ୍ମାନ ଏବଂ ସୁରକ୍ଷା ଦେବା ଆମର ଲକ୍ଷ୍ୟ: ଅନନ୍ତ

କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮ ।୧୨: କିଟ୍ ଇଂଟରନ୍ୟାସନାଲ ସ୍କୁଲରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ପେଶାଲ୍ ଏଜୁକେସନାଲ୍ ନିଡ୍‌ସ (ସେନ୍‌) ଗ୍ଲୋବର ୧୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୋବେଲ ପୁରସ୍କାର ବିଜେତା  ପ୍ରଫେସର ଅଭିଜିତ ବିନାୟକ ବାନାର୍ଜୀ ମୁଖ୍ୟ

ଗୋଟିଏ ମାସରେ ସର୍ବାଧିକ ସୌର କୃଷି ପମ୍ପ ସ୍ଥାପନ କରି ବିଶ୍ୱ ରେକର୍ଡ

ଭୁବନେଶ୍ୱର : ମହାରାଷ୍ଟ୍ର ଷ୍ଟେଟ ଇଲେକ୍‌ଟ୍ରିସିଟି ଡିଷ୍ଟ୍ରିବ୍ୟୁଶନ କମ୍ପାନୀ ଲିମିଟେଡ (ଏମଏସଇଡିସିଏଲ) ସଫଳତାର ସହ କେବଳ ୩୦ ଦିନରେ ୪୫,୯୧୧ଟି ଅଫ୍‌-ଗ୍ରିଡ ସୋଲାର ଆଗ୍ରିକଲ୍‌ଚରାଲ (ସୌର କୃଷି) ପମ୍ପ ସ୍ଥାପନ କରି ଗିନିସ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ଏହା ମହାରାଷ୍ଟ୍ରକୁ ଭାରତରେ…

ଆର୍ଥିକ ବର୍ଷ ୨୦୨୬ରେ ୯୯.୩୩% ଦାବି ସମାଧାନ କରିଛି ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ

ଭୁବନେଶ୍ୱର : ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନ୍ସ୍ୟୋରାନ୍ସ ଆର୍ଥିକବର୍ଷ ୨୦୨୬-ପ୍ରଥମାର୍ଦ୍ଧରେ ୯୯.୩୩% ଦାବି ସମାଧାନ ଅନୁପାତ ସହିତ ଉଦ୍ୟୋଗରେ ଅଗ୍ରଣୀ ରହିଛି, ଯାହାକି ଦେଶରେ ଶୀର୍ଷ ଇନ୍ସ୍ୟୋରାନ୍ସ କମ୍ପାନୀଗୁଡ଼ିକ ମଧ୍ୟରେ ସର୍ବାଧିକ ଅଟେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତଦନ୍ତ…