Browsing Category
News
ଶ୍ରେଷ୍ଠ ସେବା ଓ ଉନ୍ନତ ଅନୁଭୂତି ପାଇଁ ସ୍କୋଡା ଅଟୋ ଭୁବନେଶ୍ୱରରେ ଖୋଲିଲା ଦୁଇଟି ନୂତନ ସୁବିଧା
ପୂର୍ବାଞ୍ଚଳ ବଜାର ଉଦ୍ଦେଶ୍ୟରେ ଏହି ଗତିଶୀଳ ପଦକ୍ଷେପ
ଭୁବନେଶ୍ୱର, ୦୮ ଅଗଷ୍ଟ ୨୦୨୫ – ଭାରତରେ ଗ୍ରାହକ ସମ୍ମୁଖୀନ ନେଟୱାର୍କ ପ୍ରସାରଣ କାର୍ଯ୍ୟଯୋଜନାର ଅଂଶ ଭାବେ, ସ୍କୋଡା ଅଟୋ ଇଣ୍ଡିଆ ଏବେ ଭୁବନେଶ୍ୱରରେ ଏମ୍ପ୍ରିଓ ଆଲାଏଡ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଦୁଇଟି ନୂତନ!-->!-->!-->…
ଫୋନପେ’ର ଇଣ୍ଡସ୍ ଆପଷ୍ଟୋର ଏବଂ ଆଲକାଟେଲ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା
ଭୁବନେଶ୍ୱର: ଇଣ୍ଡସ୍ ଆପଷ୍ଟୋର ପକ୍ଷରୁ ଆଲକାଟେଲ୍ ସହିତ ଏକ ଗୁରୁତ୍ୱପୂ୍ର୍ଣ୍ଣ ସହଯୋଗିତା ଘୋଷଣା କରାଯାଇଛି । ଏହି ଦୀର୍ଘମିଆଦି ଭାଗିଦାରୀ ଅନ୍ତର୍ଗତ ଇଣ୍ଡସ୍ ଆପଷ୍ଟୋର ଭାରତର ସମସ୍ତ ଆଲକାଟେଲ୍ ସ୍ମାର୍ଟଫୋନରେ ଏକ ପ୍ରି-ଇନ୍ଷ୍ଟଲ୍ ଆପ୍ ଷ୍ଟୋର ଭାବେ ଉପଲବ୍ଧ ହେବ । ଫୋନପେ’ସ ଇଣ୍ଡସ୍…
ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫
ଭୁବନେଶ୍ୱର: ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖ, ୨୦୨୫ରେ ଭୁବନେଶ୍ୱରରେ ଆନ୍ତର୍ଜାତୀୟ ସ୍ୱୀକୃତି ସହିତ ଏକ ଜାତୀୟସ୍ତରୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ୨୦୨୫ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି…
ଏସୀୟ ଜୁନିଅର ଉସୁ ଚାମ୍ପିଅନସିପ ବ୍ରୋଞ୍ଜ ବିଜେତା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର, ୦୪/୦୮/୨୦୨୫: ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିବା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ!-->…
ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ପାଳିତ
ଭୁବନେଶ୍ୱର: ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମରେ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ କରିଛି। ବିଶ୍ୱ ବାଣିଜ୍ୟ ସପ୍ତାହର ବିଶ୍ୱବ୍ୟାପୀ ଆୟୋଜନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି,…
କ୍ରେଡାଇ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ପରିଷଦ ବୈଠକ ୨୦୨୫ ଆୟୋଜିତ
ଭୁବନେଶ୍ୱର: ଓଡିଶାର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ବଡ ସଫଳତାକୁ ଚିହ୍ନିତ କରି କନ୍ଫେଡେରେଶନ ଅଫ୍ ରିଅଲ ଇଷ୍ଟେଟ ଡେଭ୍ଲପର୍ସ ଆସୋସିଏଶନ୍ସ ଅଫ୍ ଇଣ୍ଡିଆ (କ୍ରେଡାଇ) ପକ୍ଷରୁ ଭୁବନେଶ୍ୱରରେ ଏହାର ଏକ୍ସଟ୍ରାଅଡିନାରୀ ଜେନେରାଲ ମିଟିଂ (ଇଜିଏମ) ୨୦୨୫ର ଆୟୋଜନ କରାଯାଇଛି । ଦୀଘ ୯ ବର୍ଷ…
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଭୁବନେଶ୍ୱର: CSM Tech ଓ Quizcraft Global ଙ୍କ ସଂଯୁକ୍ତ ଉଦ୍ୟମରେ ଆୟୋଜିତ ଓଡ଼ିଶାର ସର୍ବୋଚ୍ଚ ସ୍ତରର CSM Synapse 4.0 ଇଣ୍ଟର୍-ସ୍କୁଲ୍ କ୍ୱିଜ୍ ପ୍ରତିଯୋଗିତାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଭୁବନେଶ୍ୱରରେ ବିଜୟ ହାସଲ କରିଛନ୍ତି। ଏହି ବିଜୟ ସହିତ ଟିମ୍ ଅଦ୍ୱେୟ ସାରଙ୍ଗୀ ଓ!-->…
ପ୍ରମୁଖ ପରିମଳ କର୍ମଚାରୀଙ୍କ ଅଧିକାର ଉପରେ ଭୁବନେଶ୍ୱର ଘୋଷଣାନାମା ସହ ଓଡ଼ିଶା ଦେଶର ନେତୃତ୍ୱ ନେଉଛି
ସମ୍ମାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ନବୀକରଣ ପ୍ରତିଶୃତି ସହିତ ଗରିମା ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଶେଷ ହୋଇଛି
ଭୁବନେଶ୍ୱର : ୨୭I୭ : ଓଡ଼ିଶାର ଗରିମା ପଦକ୍ଷେପ ଅଧୀନରେ "ମୁଖ୍ୟ ପରିମଳ କର୍ମଚାରୀଙ୍କ ସମ୍ମାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ!-->!-->!-->…
ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ହେନ୍ତାଳ ରୋପଣ ସଠିକ ସ୍ଥାନ ଚିହ୍ନଟ ପାଇଁ ସାମଗ୍ରିକ ପଦ୍ଧତିର ଉପଯୋଗ
- ଅନ୍ତର୍ଜାତୀୟ ହେନ୍ତାଳ ପରିବ୍ୟବସ୍ଥା ସଂରକ୍ଷଣ ଦିବସ ପାଳନର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜଗତସିଂହପୁରରେ ହେନ୍ତାଳ ରୋପଣ ଏବଂ ବାଲେଶ୍ୱରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ- ଓଡିଶା ଉପକୂଳରେ ବାଲେଶ୍ୱର, ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ସ୍ଥାନୀୟ ସମୁଦାୟ ସହାୟତାରେ!-->…
କିସ୍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ଓଡ଼ିଶା ରାଜ୍ୟପାଳ
ଭୁବନେଶ୍ୱର, ୨୪ ।୭: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସି କିସ୍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। କିସ୍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି!-->…