Browsing Category

News

କୋଭିଡ ଯୁଦ୍ଧରେ ସୋଆର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ଅଭିହିତ କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା

ପଦଯାତ୍ରା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟରେ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) କ୍ୟାନସର ହସ୍ପିଟାଲ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନ ପଦଯାତ୍ରା କିମ୍‌ସ କ୍ୟାନସର ହସପିଟାଲରୁ ବାହାରି

ସ୍ୱପ୍ନକୁ କରୁଛି ସଶକ୍ତ: ଯୁବପିଢ଼ିଙ୍କ ନବସୃଜନ ଓ ଉଦ୍ୟମିତର ଏକ ଯାତ୍ରା

ଭୁବନେଶ୍ୱର: ପାରମ୍ପରିକ ଓ ଆଧୁନିକତାର ଛାପ ସହିତ ଆଗକୁ ବଢ଼ୁଥିବା ଭୁବନେଶ୍ୱରରେ ଏକ ନିରବ ବିପ୍ଳବ ଚାଲିଛି । ଯୁବ ଦୂରଦ୍ରଷ୍ଟା ଓ ଉଦ୍ୟୋଗୀ ସୃଷ୍ଟି କରିବାର ଏକ ହଟ୍‌ସ୍ପଟ୍ ଭାବେ ଏହା ଉଭା ହୋଇଛି । ଷ୍ଟାର୍ଟଅପ୍ ଓଡ଼ିଶାର ଦୁଇ ଅଭିଯାନ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଓଡ଼ିଶା ଷ୍ଟାର୍ଟଅପ୍

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର, ୩ା୨: ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‍ଘାଟିତ ହୋଇଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ କିସ୍‍ରେ ୪୦ ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ଓଡ଼ିଶା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । କିସ୍‍ର ଭୁବନେଶ୍ୱର କ୍ୟାମ୍ପସ୍‍ ସହ ବଲାଙ୍ଗୀର,

ଏମ୍‌ସ ଭୁବନେଶ୍ୱରରେ ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ଅତ୍ୟାଧୁନିକ ହେଲା ମେସିନ ଉଦଘାଟିତ

ଭୁବନେଶ୍ୱର, ୦୩/୦୨/୨୦୨୪: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର

ଜଳ ସମ୍ପଦ ବିଭାଗରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉପଲକ୍ଷେ ଆଜି ଭୁବନେଶ୍ୱର ରାଜୀବ ଭବନସ୍ଥିତ ରାଜ୍ୟ ଜଳ ସମ୍ପଦ ବିଭାଗ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ପରିସରରେ ସମବେତ ହୋଇ ପୂର୍ବାହ୍ନ

ଓଡ଼ିଶା ପର୍ଯଟନ ଉନ୍ନୟନ ନିଗମ କର୍ମଚାରୀଙ୍କ ବନ୍ଦେ ଉତ୍କଳ ଜନନୀ ଗାନ

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ରାଜଧାନୀ ଭୁବନେଶ୍ଵରରେ ଆରମ୍ୱ ହୋଇଯାଇଥିବା ବେଳେ, ଏହି ଅବସରରେ ରାଜ୍ୟର ବିଭିନ୍ନ ଅଫିସ ମାନଙ୍କରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏହି ପ୍ରକ୍ରିୟାରେ ଓଡ଼ିଶା ପର୍ଯଟନ ଉନ୍ନୟନ ନିଗମ କର୍ମଚାରୀ ବୃନ୍ଦ ନିଜ କାର୍ଯ୍ୟାଳୟ ପରିସରରେ ଏକ

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସୋଆରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ଭୁବନେଶ୍ୱର, ଫେବୃଆରୀ ୩: ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶନିବାର ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା

ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରତିନିଧିତ୍ୱ କରିଥିବା ସୋଆ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର, ୦୩ ଫେବୃଆରି: ନୁଆଦିଲ୍ଲୀର କର୍ତବ୍ୟ ପଥରେ ଗତ ଜାନୁଆରୀ ୨୬ରେ ଅନୁଷ୍ଠିତ ଜାତୀୟ ସାଧାରଣନ୍ତ୍ର ଦିବସ ପରେଡ୍‌ରେ ପ୍ରତିନିଧିତ୍ୱ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍‌ର ଛାତ୍ରୀ ଅମୃତା ସାହୁଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର)

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ, ଏକାଠି ହେଲେ ଓଡ଼ିଆ ଭାଷାବିତ

ଭୁବନେଶ୍ବର, ୩.୨.୨୪ : ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି।