Browsing Category
News
ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୪: ମାଲ୍କାନଗିରି, ଗଜପତି, କଳାହାଣ୍ଡି, ରାୟଗଡ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ସଫଳ ଶୁଭାରମ୍ଭ ଓ ପରିଚାଳନା ପରେ (ଲକ୍ଷ୍ମୀ) ଯୋଜନାକୁ ଆଉ ୩ଟି ପ୍ରମୁଖ ଜିଲ୍ଲା- ଅନୁଗୁଳ, ଢେଙ୍କାନାଳ ଓ ଦେବଗଡରେ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ!-->…
ସୋଆ ପ୍ରଫେସରଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ କେନ୍ଦ୍ରମନ୍ତ୍ରୀ ଗଡକରିଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର, ୩୧/୦୧ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡକ୍ଟର ନଚିକେତା ଖମାରୀ ଶର୍ମା ଙ୍କ ଦ୍ୱାରା ପ୍ରଖ୍ୟାତ ସମାଜବାଦୀ ବିଚାରଧାରାର ଚିନ୍ତକ ଶ୍ରୀ ରଘୁ ଠାକୁର ଙ୍କ ରଚିତ ହିନ୍ଦୀ ପୁସ୍ତକ ‘ଗାନ୍ଧୀ - ଆମ୍ବେଦକର –କିତନେ ଦୁର କିତନେ ପାସ’ ର ଓଡିଆ ଅନୁବାଦିତ ପୁସ୍ତକ!-->…
କର୍ଣ୍ଣାଟକର ଏମ୍କେ ଆଗ୍ରୋଟେକ୍ ଓ ଏମ୍୧୧ ଇଷ୍ଟ୍ରୀଜ୍ ପ୍ରା.ଲିଃ ପକ୍ଷରୁ ଓଡିଶାରେ ଏକ ବିସ୍ତୃତ ଅଏଲ୍ ପାମ୍…
ଭୁବନେଶ୍ୱର : ଭାରତର ଏକ ଅଗ୍ରଣୀ ଏଡିବୁଲ ଅଏଲ୍ ଓ ଫୁଡ୍ କମ୍ପାନୀ କର୍ଣ୍ଣାଟକ-ସ୍ଥିତ ଏମ୍କେ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏମ୍୧୧ ଇଷ୍ଟ୍ରୀଜ୍ ପକ୍ଷରୁ ଓଡିଶାରେ ଏହାର ଅଏଲ୍ ପାମ୍ ପ୍ଲାଂଟେଶନ ପ୍ରୋଗ୍ରାମର ଆରମ୍ଭ ଘୋଷଣା କରାଯାଇଛି । ଏହି କର୍ଣ୍ଣାଟକ-ଆଧାରିତ କମ୍ପାନୀଗୁଡିକ!-->!-->!-->…
କିମ୍ସରେ ବିରଳ ଅସ୍ତ୍ରୋପଚାର, ମହିଳାଙ୍କ ଛାତିରୁ ବାହାରିଲା ସାଢ଼େ ଚାରିକିଲୋ ଓଜନର ଟ୍ୟୁମର
ଭୁବନେଶ୍ୱର, ୩୦ା୧: ଉନ୍ନତ ଏବଂ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ କିମ୍ସକୁ ମିଳିଛିଆଉ ଏକ ସଫଳତା। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ)ର ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଅସ୍ତ୍ରୋପଚାର ଜରିଆରେ ଜଣେ ମହିଳାଙ୍କ ଛାତିରୁ ବାହରିଛି ସାଢ଼େ ଚାରି କିଲୋ ଓଜନର ଏକ!-->…
ଦେଢ଼ ମାସର ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର
ଭୁବନେଶ୍ୱର, ଜାନୁଆରୀ ୩୦ : ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ । ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା । ଚିକିତ୍ସା ପାଇଁ କେତେକ!-->…
ଲୋକସେବା ଭବନରେ ଶହୀଦ ଦିବସ ପାଳନ ପରିପ୍ରେକ୍ଷୀରେ ନୀରବ ପ୍ରାର୍ଥନା
ଭୁବନେଶ୍ୱର: ଲୋକସେବା ଭବନରେ ଆଜି ଶହୀଦ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ!-->…
ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣାଙ୍କୁ ଓଡିଶା ଲିତକଳା ଏକାଡେମୀ ଦ୍ଵାରା…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ!-->!-->!-->…
ଜାନୁଆରୀ ୩୦ରେ ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ
ଭୁବନେଶ୍ୱର: ଜାନୁଆରୀ ୧୬ ରୁ ଡିଭିଜନ ସ୍ତରରେ ଓ ଜାନୁଆରୀ ୨୪ରେ ଜିଲ୍ଲାସ୍ତରରେ ପାଣି ପଂଚାୟତ ପକ୍ଷ ପାଳନ ହେବା ପରେ ଆସନ୍ତା କାଲି ଜାନୁଆରୀ ୩୦ ତାରିଖରେ ପାଣି ପଂଚାୟତ ପକ୍ଷ ପାଳନର ୩ ୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ!-->…
ମଧୁସୂଦନ ଏକାଡେମୀରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁବାତ୍ୟା ବିପର୍ଯ୍ୟୟ ହ୍ରାସ ସଂପର୍କିତ ସ୍ୱତନ୍ତ୍ର…
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ବାତ୍ୟା ବିପର୍ଯ୍ୟୟ ପରିଚାଳନା ସଂପର୍କିତ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀ ଠାରେ ଆରମ୍ଭ ହୋଇଛି । ଜାନୁଆରୀ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ!-->!-->!-->…
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ପଠନ ଗୃହରେ ନାଟକ “ବକ୍ସି ଜଗବନ୍ଧୁ” ମଞ୍ଚସ୍ଥ ହୋଇଛି
ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ସବୁ!-->!-->!-->!-->!-->…